ଆଉ ହୋଇପାରିବନି EVM ଜାଲିଆତି: ଆପଣଙ୍କ ଭୋଟ୍‌ର ସବୁ ତଥ୍ୟ ଦେବ VVPAT, କେମିତି ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): EVM ଜାଲିଆତି ନେଇ ଉଠୁଥିବା ଅଭିଯୋଗ ଆଉ ଉଠିବ ନାହିଁ। ଏଥିପାଇଁ ଏକ ନୂଆ ବ୍ୟବସ୍ଥା କରିବାକୁ ଯାଉଛନ୍ତି ଦେଶର ନିର୍ବାଚନ କମିଶନ। ଏଣିକି ମତଦାନ ବେଳେ ଇଭିଏମ୍‌ ସହିତ ଆଉ ଏକ ମେସିନ୍‌ ମଧ୍ୟ ଲାଗିବ। ଯାହାର ନାଁ ଭିଭିପିଏଟି (VVPAT)। ଅର୍ଥାତ- ଭୋଟର ଭେରିଫାଏବୁଲ୍‌ ପେପର ଅଡିଟ୍‌ ଟ୍ରେଲ୍‌। ଏ ମେସିନ୍‌ କହିଦେବ, ମତଦାତା ଦେଇଥିବା ଭୋଟ୍‌ଟି ଇଭିଏମ୍‌ରେ ଠିକ୍‌ ଭାବେ ଦରଜ ହୋଇଛି କି ନାହିଁ। ସେ ଯେଉଁ ପ୍ରାର୍ଥୀଙ୍କୁ […]

VVPAT

VVPAT

Rakesh Mallick
  • Published: Friday, 06 October 2017
  • Updated: 06 October 2017, 05:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): EVM ଜାଲିଆତି ନେଇ ଉଠୁଥିବା ଅଭିଯୋଗ ଆଉ ଉଠିବ ନାହିଁ। ଏଥିପାଇଁ ଏକ ନୂଆ ବ୍ୟବସ୍ଥା କରିବାକୁ ଯାଉଛନ୍ତି ଦେଶର ନିର୍ବାଚନ କମିଶନ। ଏଣିକି ମତଦାନ ବେଳେ ଇଭିଏମ୍‌ ସହିତ ଆଉ ଏକ ମେସିନ୍‌ ମଧ୍ୟ ଲାଗିବ। ଯାହାର ନାଁ ଭିଭିପିଏଟି (VVPAT)। ଅର୍ଥାତ- ଭୋଟର ଭେରିଫାଏବୁଲ୍‌ ପେପର ଅଡିଟ୍‌ ଟ୍ରେଲ୍‌। ଏ ମେସିନ୍‌ କହିଦେବ, ମତଦାତା ଦେଇଥିବା ଭୋଟ୍‌ଟି ଇଭିଏମ୍‌ରେ ଠିକ୍‌ ଭାବେ ଦରଜ ହୋଇଛି କି ନାହିଁ। ସେ ଯେଉଁ ପ୍ରାର୍ଥୀଙ୍କୁ ତାଙ୍କ ଭୋଟ୍‌ ଦେଇଛନ୍ତି, ତାଙ୍କ ନାଁରେ ତାହା ଚଢ଼ିଛି ନା ନାହିଁ।

ଚିପ୍‌ ଇଲେକ୍ଟ୍ରୋରାଲ ଅଫିସର ଡି.ଏନ୍‌ ଗୁପ୍ତାଙ୍କ କହିବା ଅନୁଯାୟୀ-ମତଦାତା ଭୋଟ ଦେବା ପରେ ଏହି ମେସିନ୍‌ରୁ ଏକ ସ୍ଲିପ୍‌ ବାହାରିବ। ଯେଉଁଥିରେ ସେହି ନିର୍ଦ୍ଦିଷ୍ଟ ଭୋଟିଂ ସମ୍ପର୍କିତ ସବୁ ତଥ୍ୟ ଲଖାଥିବ।

ଉଇକିପିଡିଆ ଅନୁଯାୟୀ: Voter Verifiable Paper Audit Trail (VVPAT) or Verifiable Paper Record (VPR) is a method of providing feedback to voters using a ballotless voting system. A VVPAT is intended as an independent verification system for voting machines designed to allow voters to verify that their vote was cast correctly, to detect possible election fraud or malfunction, and to provide a means to audit the stored electronic results.It contains name of the candidate (for whom vote has been casted) and symbol of the party/ individual candidate.

ଅର୍ଥାତ ଇଭିଏମ୍‌ ଜାଲିଆତି ରୋକିବା ପାଇଁ ଏହା ଏକ ସ୍ୱତନ୍ତ୍ର ବ୍ୟବସ୍ଥା। ଏହା ମାଧ୍ୟମରେ ଇଭଏମ୍‌ରେ ଦରଜ ହେଉଥିବା ପ୍ରତି ଭୋଟ ସମ୍ପର୍କିତ ତଥ୍ୟ ଭୋଟରଙ୍କୁ ମିଳିପାରିବ।

ବିଜେପୁର ଉପନିର୍ବାଚନରେ ହେବ ବ୍ୟବହାର

ବରଗଡ଼ ଜିଲ୍ଲା ବିଜେପୁର ଉପନିର୍ବାଚନରେ ଭିଭିପିଏଟି ବ୍ୟବହାର କରାଯିବ। ପ୍ରତି ବୁଥ୍‌ରେ ଇଭିଏମ୍‌ ସହିତ ଗୋଟିଏ ଭିଭିପିଏଟି ମେସିନ୍‌ ଲାଗିବ। ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ସାଧାରଣ ନିର୍ବାଚନରେ ଏହି ବ୍ୟବସ୍ଥା ହେବ। ଏନେଇ ଭାରତୀୟ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ଡି.ଏନ୍‌ ଗୁପ୍ତା।

ବିଜେପୁରରେ କେବେ ଉପନିର୍ବାଚନ ହେବ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀ ଗୁପ୍ତା କହିଥିଲେ-“ନିର୍ବାଚନ ନେଇ ମାମଲା ଏବେ ହାଇକୋର୍ଟରେ ଚାଲିଛି। ଏହା ଉପରେ ହାଇକୋର୍ଟଙ୍କ ରାୟ ଆସିବା ପରେ ନିର୍ବାଚନ କମିଶନ ନିଷ୍ପତ୍ତି ନେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story