ମିଳିନି ଅଣାୱାରୀ ସାର୍ଟିଫିକେଟ୍; ଚାଷୀ ପାଇନି ଋଣ ସହାୟତା

ଭୁବନେଶ୍ୱର: ମରୁଡି ମାଡ଼ରୁ ଚାଷୀଙ୍କୁ ଆଶ୍ୱସ୍ତି ଦେବାକୁ ସହାୟତା ଘୋଷଣା କରିଥିଲେ ରାଜ୍ୟ ସରକାର। ହେଲେ ଘୋଷଣା ୪ ମାସ ବିତିଲା ପରେ ବି ଚାଷୀଙ୍କ ହାତ ଖାଲି। ଅଣାୱାରୀ ସାର୍ଟିଫିକେଟ୍ ମିଳି ନ ଥିବାରୁ ଚାଷୀ ଏଯାଏଁ ଋଣ ସହାୟତା ପାଇବାରୁ ବଞ୍ଚିତ ହୋଇଛି। ଏନେଇ ସବୁ ଜିଲ୍ଲାପାଳଙ୍କୁ ସମବାୟ ସଚିବ ଚିଠି ଲେଖିଛନ୍ତି ଓ ଅତିଶୀଘ୍ର ଅଣାୱାରୀ ସାର୍ଟିଫିକେଟ୍ ଦେବା ପାଇଁ କହିଛନ୍ତି। ଚିଠିରେ ସମବାୟ ସଚିବ ଦର୍ଶାଇଛନ୍ତି ଯେ ମରୁଡ଼ି ଯୋଗୁଁ ଶସ୍ୟହାନିର […]

loan-assistance

loan-assistance

Rakesh Mallick
  • Published: Sunday, 03 April 2016
  • Updated: 03 April 2016, 03:55 PM IST

Sports

Latest News

loan-assistanceଭୁବନେଶ୍ୱର: ମରୁଡି ମାଡ଼ରୁ ଚାଷୀଙ୍କୁ ଆଶ୍ୱସ୍ତି ଦେବାକୁ ସହାୟତା ଘୋଷଣା କରିଥିଲେ ରାଜ୍ୟ ସରକାର। ହେଲେ ଘୋଷଣା ୪ ମାସ ବିତିଲା ପରେ ବି ଚାଷୀଙ୍କ ହାତ ଖାଲି। ଅଣାୱାରୀ ସାର୍ଟିଫିକେଟ୍ ମିଳି ନ ଥିବାରୁ ଚାଷୀ ଏଯାଏଁ ଋଣ ସହାୟତା ପାଇବାରୁ ବଞ୍ଚିତ ହୋଇଛି। ଏନେଇ ସବୁ ଜିଲ୍ଲାପାଳଙ୍କୁ ସମବାୟ ସଚିବ ଚିଠି ଲେଖିଛନ୍ତି ଓ ଅତିଶୀଘ୍ର ଅଣାୱାରୀ ସାର୍ଟିଫିକେଟ୍ ଦେବା ପାଇଁ କହିଛନ୍ତି।

ଚିଠିରେ ସମବାୟ ସଚିବ ଦର୍ଶାଇଛନ୍ତି ଯେ ମରୁଡ଼ି ଯୋଗୁଁ ଶସ୍ୟହାନିର ଆକଳନ ସରିଥିବା ବେଳେ ଅଣାୱାରୀ ସାର୍ଟିଫିକେଟ ଆସିବାରେ ବିଳମ୍ବ ହୋଇଛି।  ସେଥିପାଇଁ ଚାଷୀ ଋଣଭାର କମାଇବା ପାଇଁ ସରକାର କରିଥିବା ଘୋଷଣାଗୁଡ଼ିକୁ କାର୍ଯ୍ୟକାରୀ କରାଯାଇପାରୁ ନାହିଁ।

୩୩ ରୁ ୫୦ ପ୍ରତିଶତ ଶସ୍ୟହାନି ହୋଇଥିଲେ ସର୍ଟଟର୍ମ ଲୋନ୍‌କୁ ମିଡିୟମ୍ ଟର୍ମ ଓ ୫୦ ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ ଋଣ ଆଦାୟ ସୀମାକୁ ୫ ବର୍ଷ ପର୍ଯ୍ୟନ୍ତ ବଢ଼ାଯିବା ନେଇ ସରକାର ଘୋଷଣା କରଥିଲେ। ତେବେ ଅଣାୱାରୀ ସାର୍ଟିଫିକେଟ୍ ଆସି ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି।

ଅଣାୱାରୀ ସାର୍ଟିଫିକେଟ୍‌ ଫର୍ମାଟ ଅନୁଯାୟୀ ଚାଷୀଙ୍କର କେଉଁ ଗାଁ, ସେ କେଉଁ ଶସ୍ୟ ଚାଷ କରିଥିଲେ ଓ ମରୁଡ଼ି ଯୋଗୁଁ କେତେ ପରିମାଣରେ କ୍ଷତି ସହିଛନ୍ତି, ତାହାର ହିସାବ ଦେବେ ଜିଲ୍ଲାପାଳମାନେ।

ସମ୍ବଲପୁର ଜିଲ୍ଲାପାଳ ବଲବନ୍ତ ସିଂହ କହିଛନ୍ତି,“୩୩ରୁ ୫୦ ପ୍ରତିଶତ ଶସ୍ୟ ହାନି ହୋଇଥିଲେ ସର୍ଟଟର୍ମ ଲୋନ୍‌କୁ ମିଡିୟମ ଟର୍ମ ଓ ୫୦ ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ ଋଣ ଆଦାୟ ସୀମାକୁ ୫ ବର୍ଷ ପର୍ଯ୍ୟନ୍ତ ବଢାଯିବା ନେଇ ଆମେ ଚିଠି ପାଇଛୁ। ଆମେ କାଲି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟକୁ ଅଣାୱାରୀ ସାର୍ଟିଫିକେଟ୍‌ ଦେଇଛୁ। ସେମାନେ ଗାଁଗୁଡ଼ିକରେ ଚାଷୀର ଫସଲ କ୍ଷତିର ହିସାବ କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story