ବିଧାନସଭାରେ ଚାଷୀ ଆତ୍ମହତ୍ୟା ଝଡ଼: ବିରୋଧୀ କହିଲେ ତଦନ୍ତ ରିପୋର୍ଟ ମିଛ, କୃଷିମନ୍ତ୍ରୀଙ୍କ ଜବାବ ଚାଷୀ ସ୍ୱାଭିମାନୀ, ଆତ୍ମହତ୍ୟା କରେନି

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ତଦନ୍ତ ରିପୋର୍ଟ ସଂପୂର୍ଣ୍ଣ ମିଥ୍ୟା। ବୁଧବାର ବିଧାନସଭାରେ ମୋସନ୍ ଆକାରରେ ଚାଷୀ ଆତ୍ମହତ୍ୟା ଓ ମରୁଡ଼ି ସଂପର୍କରେ ଆଲୋଚନା ବେଳେ ଏହି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଚାଷୀ ଆତ୍ମହତ୍ୟାର ସଠିକ୍ ତଥ୍ୟ ଜାଣିବା ପାଇଁ ବିଧାନସଭାର ଗୃହ କମିଟି କିମ୍ୱା ବିଚାରବିଭାଗୀୟ କମିଶନଙ୍କ ଦ୍ୱାରା ତଦନ୍ତ ପାଇଁ ସେ ଦାବି କରିଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ଏନେଇ ଗୃହରେ ଉତ୍ତର ରଖିବାକୁ ମଧ୍ୟ ନରସିଂହ ଦାବି କରିଛନ୍ତି। […]

assembly

assembly

Rakesh Mallick
  • Published: Wednesday, 02 December 2015
  • Updated: 02 December 2015, 03:51 PM IST

Sports

Latest News

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ତଦନ୍ତ ରିପୋର୍ଟ ସଂପୂର୍ଣ୍ଣ ମିଥ୍ୟା। ବୁଧବାର ବିଧାନସଭାରେ ମୋସନ୍ ଆକାରରେ ଚାଷୀ ଆତ୍ମହତ୍ୟା ଓ ମରୁଡ଼ି ସଂପର୍କରେ ଆଲୋଚନା ବେଳେ ଏହି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଚାଷୀ ଆତ୍ମହତ୍ୟାର ସଠିକ୍ ତଥ୍ୟ ଜାଣିବା ପାଇଁ ବିଧାନସଭାର ଗୃହ କମିଟି କିମ୍ୱା ବିଚାରବିଭାଗୀୟ କମିଶନଙ୍କ ଦ୍ୱାରା ତଦନ୍ତ ପାଇଁ ସେ ଦାବି କରିଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ଏନେଇ ଗୃହରେ ଉତ୍ତର ରଖିବାକୁ ମଧ୍ୟ ନରସିଂହ ଦାବି କରିଛନ୍ତି। ସେ କହିଛନ୍ତି, ଚାଷୀ ଆତ୍ମହତ୍ୟାର ସତ୍ୟତା ଜାଣିବା ପାଇଁ ସରକାର ସବୁ ରାଜନୈତକି ଦଳକୁ ବିଶ୍ୱାସକୁ ନେଇ ଜିଲ୍ଲାସ୍ତରରେ କମିଟି ଗଠନ କରନ୍ତୁ। ଏହା ସହିତ ମୃତ ଚାଷୀଙ୍କ ପରିବାରକୁ ୨୦ ଲକ୍ଷ ଓ କ୍ଷତିଗ୍ରସ୍ତ ଚାଷ ପାଇଁ ଏକର ପିଛା ୨୦ ହଜାର ଟଙ୍କ। ଦିଆଯାଉ।

ନରସିଂହ ଅଭିଯୋଗ କରିଛନ୍ତି, ସରକାର ପ୍ରତି ବ୍ଲକରେ ୩୫ ପ୍ରତିଶତ ଜମିକୁ ଜଳସେଚନ, ଚାଷୀଙ୍କୁ ମାଗଣା ବିଜୁଳି ଏବଂ ୧ ପ୍ରତିଶତ ସୁଧରେ ଋଣ ଦେବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାନ୍ତି। ସେଥିପାଇଁ ରାଜ୍ୟରେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଏହି ଅବସରରେ ରାଜ୍ୟରେ ୧୪୧ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଦର୍ଶାଇ ସେ ଗୃହରେ ସମସ୍ତ ୧୪୧ ଜଣ ଚାଷୀଙ୍କ ନାଁ ମଧ୍ୟ ପଢ଼ିଥିଲେ।

ସେହିପରି ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ ଚାଷୀ ଆତ୍ମହତ୍ୟା ନେଇ ଜିଲ୍ଲାପାଳମାନେ ଦେଇଥିବା ରିପୋର୍ଟ ସଂପୂର୍ଣ୍ଣ ମିଛ। ଏହା ସତ୍ୟ ଉପରେ ଆଧାରିତ ନୁହେଁ। ଯଦି ସରକାର ଭାବୁଛନ୍ତି ଯେ ଚାଷୀମାନେ ଆତ୍ମହତ୍ୟା କରି ନାହାନ୍ତି, ତା’ହେଲେ ଏହାର ବିଚାର ବିଭାଗୀୟ ତଦନ୍ତ କରନ୍ତୁ।

ସମବାୟ ମନ୍ତ୍ରୀ ଦାମୋଦର ରାଉତ ବିରୋଧୀଙ୍କୁ ଜବାବ ଦେଇ ପାଲଟା ଅଭିଯୋଗ କରିଥିଲେ ସବୁ ଆତ୍ମହତ୍ୟାକୁ ବିରୋଧୀ ଚାଷୀ ଆତ୍ମହତ୍ୟାର ରୂପ ଦେଉଛନ୍ତି। ଚାଷ ପାଇଁ କେହି ଆତ୍ମହତ୍ୟା କରିନାହାନ୍ତି। ଏନସିଆରବିର ତଥ୍ୟ ଉପସ୍ଥାପନ କରି ସେ କହିଥିଲେ ଓଡିଶାର ୦.୩ ପ୍ରତିଶତ ଚାଷୀ ଆତ୍ମହତ୍ୟା କରୁଛନ୍ତି। ହଁ, ଦିନକୁ ଦିନ ଚାଷୀଙ୍କ ସମସ୍ୟା ଉତ୍କଟ ହେଉଛି। କିନ୍ତୁ ଏଥିପାଇଁ ଚାଷୀ ଆତ୍ମହତ୍ୟା କରୁ ନାହାନ୍ତି। ସେହିପରି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ, ଚାଷୀ ସ୍ୱାବଲମ୍ୱୀ, ସ୍ୱାଭିମାନୀ। ସେ ଆତ୍ମହତ୍ୟା କରେନି। ରାଜ୍ୟରେ ଚଳିତ ବର୍ଷ ୧୨୨ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ଜଣେ ବି ଚାଷୀ ମରୁଡ଼ି କିମ୍ବା ଋଣବୋଝ ଯୋଗୁଁ ଆତ୍ମହତ୍ୟା କରି ନାହାନ୍ତି। ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଯାଇଛି। ଏହି ରିପୋର୍ଟକୁ ଗୃହ ବିଭାଗକୁ ଦିଆଯିବ ବୋଲି ସେ କହିଥିଲେ। ଏହି ମାରଥନ ଆଲୋଚନାରେ ଜିଲ୍ଲାପାଳଙ୍କ ରିପୋର୍ଟ ସତ୍ୟ ଉପରେ ଆଧାରିତ ବୋଲି ଶାସକ ବିଧାୟକ ମାନେ ଯୁକ୍ତି ରଖିଥିଲେ।

ଏ ବର୍ଷ କମ୍ ବର୍ଷା ଯୋଗୁ  ୮ ଲକ୍ଷ ୧୨ ହଜାର ଏକର ଜମି ମରୁଡ଼ିରେ ପ୍ରଭାବିତ ହୋଇଛି। ଏଥିଲୁ ୬ ଲକ୍ଷ ୩୧ ହଜାର ଏକର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଛି। ତେବେ ଫସଲ ହାନି ଯୋଗୁ ଚାଷୀ  ଆତ୍ମହତ୍ୟା କରିବାକୁ ନେଇ ବିରୋଧୀ ଓ ଶାସକଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରେପ ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story