ଖରାଦିନେ କେମିତି ଦିଶିବେ କୁଲ୍‌ ?

ଆଜିକାଲିର ଯୁବପୀଢ଼ି କେବଳ ସେଇଆ ପିନ୍ଧିବାକୁ ପସନ୍ଦ କରନ୍ତି ଯାହା ଟ୍ରେଣ୍ଡରେ ଥାଏ। ଲ୍ୟାଟେଷ୍ଟ ଟ୍ରେଣ୍ଡକୁ ଫଲୋ କରିବାକୁ ଏମାନେ ଖୁବ୍‌ ଭଲ ପାଆନ୍ତି। ଗରମ ଦିନରେ ବି ଏମାନେ ଷ୍ଟାଇଲ ସହ ବୁଝାମଣା କରିବାକୁ ଚାହାଁନ୍ତି ନାହିଁ। ସେଥିପାଇଁ ନିଜର ଆଉଟ୍‌ଫିଟ୍‌ ଓ ଆକ୍ସେସୋରିଜ୍‌ଗୁଡ଼ିକ ବହୁତ ଦେଖିଚାହିଁ ବ୍ୟବହାର କରନ୍ତି। ତେବେ ଆସନ୍ତୁ ଜାଣିବା ଏହି ସିଜିନ୍‌ରେ କେମିତି ଦିଶିବେ କୁଲ୍‌। ୧) ଏହି ସିଜିନ୍‌ରେ ସଫ୍ଟ ଫ୍ୟାବ୍ରିକ୍‌ର ଟି-ସାର୍ଟ ଆପଣଙ୍କୁ କୁଲ୍‌ ଲୁକ୍‌ ଦେବ। […]

summeer

summeer

Rakesh Mallick
  • Published: Tuesday, 29 May 2018
  • Updated: 29 May 2018, 09:52 AM IST

Sports

Latest News

ଆଜିକାଲିର ଯୁବପୀଢ଼ି କେବଳ ସେଇଆ ପିନ୍ଧିବାକୁ ପସନ୍ଦ କରନ୍ତି ଯାହା ଟ୍ରେଣ୍ଡରେ ଥାଏ। ଲ୍ୟାଟେଷ୍ଟ ଟ୍ରେଣ୍ଡକୁ ଫଲୋ କରିବାକୁ ଏମାନେ ଖୁବ୍‌ ଭଲ ପାଆନ୍ତି। ଗରମ ଦିନରେ ବି ଏମାନେ ଷ୍ଟାଇଲ ସହ ବୁଝାମଣା କରିବାକୁ ଚାହାଁନ୍ତି ନାହିଁ। ସେଥିପାଇଁ ନିଜର ଆଉଟ୍‌ଫିଟ୍‌ ଓ ଆକ୍ସେସୋରିଜ୍‌ଗୁଡ଼ିକ ବହୁତ ଦେଖିଚାହିଁ ବ୍ୟବହାର କରନ୍ତି। ତେବେ ଆସନ୍ତୁ ଜାଣିବା ଏହି ସିଜିନ୍‌ରେ କେମିତି ଦିଶିବେ କୁଲ୍‌।

summer୧) ଏହି ସିଜିନ୍‌ରେ ସଫ୍ଟ ଫ୍ୟାବ୍ରିକ୍‌ର ଟି-ସାର୍ଟ ଆପଣଙ୍କୁ କୁଲ୍‌ ଲୁକ୍‌ ଦେବ।

୨) ଟାଇଟ୍ ଫିଟ୍‌ ଓ ସ୍କିନ୍‌ ଫିଟିଂ ପ୍ୟାଣ୍ଟ ଏହି ସିଜିନ ପାଇଁ ନୁହେଁ। କଟନ୍‌ର ଜଗର୍ସ ପ୍ୟାଣ୍ଟ ଓ ତା ସହ ଲୋଫର୍‌ କିମ୍ବା ସ୍ନିକର୍ସ ଆପଣଙ୍କୁ ଅନେକ ଷ୍ଟାଇଲିସ୍‌ ଲୁକ୍‌ ଦେବ।

summer୩) କଟନ୍‌ର ଢିଲା ସାର୍ଟ ମଧ୍ୟ ଖରାଦିନେ ବେଶ ଭଲ ଲାଗେ। ଏହା ପିନ୍ଧିବାକୁ ଆରାମ ଲାଗିବା ସହ ଷ୍ଟାଇଲିସ୍‌ ମଧ୍ୟ ଦେଖାଯିବେ। ହାଲକା ରଙ୍ଗର ଢ଼ିଲା ସାର୍ଟ ସହ ଷ୍ଟାଇଲିସ୍‌ ସନଗ୍ଲାସ୍‌ ପିନ୍ଧିଲେ ଆପଣଙ୍କ ଲୁକ୍ ଆହୁରି ବଢ଼ିଯିବ।

୪) ଚୁଟି ଖୋଲା ରଖିବା ଅଲଗା ଦିନଗୁଡ଼ିକରେ ଭଲ ଲାଗେ। ହେଲେ ଖରାଦିନେ ହାଇ ପୋନିଟେଲ୍‌ କିମ୍ବା ସର୍ଟ ହେୟାର ହିଁ ଭଲ ଦିଶିଥାଏ। ଏହା ଆରାମ ମଧ୍ୟ ଦେଇଥାଏ।

summer୫) ଯଦି ଆପଣ ଜିନ୍ସ ଜାଗରେ ଭିନ୍ନ ଭିନ୍ନ ଷ୍ଟାଇଲର ଟ୍ରାଉଜର ବ୍ୟବହାର କରନ୍ତି, ତେବେ ଭଲ ଲାଗିବ। ହେଲେ ଆପଣଙ୍କୁ ଯଦି ଜିନ୍ସ ହିଁ ପିନ୍ଧିବାର ଅଛି, ତେବେ କଟନ୍‌ର ଷ୍ଟ୍ରେଚେବୁଲ୍ ଜିନ୍ସ ପିନ୍ଧିବା ଭଲ। ଏହା ଉଭୟ କମ୍ଫର୍ଟେବୁଲ ଓ ଷ୍ଟାଇଲିସ୍‌ ମଧ୍ୟ। ଏହା ସହ କିଛି ପ୍ରଙ୍କି ଷ୍ଟାଇଲର ଚପଲ ପିନ୍ଧନ୍ତୁ ଭଲ ଦିଶିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story