ଫିଲ୍ମ ପ୍ରମୋସନ ଲାଗି ଆସନ୍ତା ସପ୍ତାହରେ ମୁମ୍ବାଇ ଆସିବେ: ସୌମେନ୍ଦ୍ର

ଭୁବନେଶ୍ୱର: ବୁଦ୍ଧିଆ ସିଂ ନିଖୋଜକୁ ନେଇ ଏବେ ବି ଚର୍ଚ୍ଚା ଜରି ରହିଛି। ବୁଦ୍ଧିଆଙ୍କ ଜୀବନୀକୁ ନେଇ ଫିଲ୍ମ କରିଥିବା ନିର୍ଦ୍ଦେଶକ ସୌମେନ୍ଦ୍ର ଏହା ଉପରେ ନିଜ ମତ ରଖିଛନ୍ତି। ସେ କହିଛନ୍ତି, “ଫିଲ୍ମ ପ୍ରମୋସନ ଲାଗି ଆସନ୍ତା ସପ୍ତାହରେ ମୁମ୍ବାଇ ଆସିବେ।” ତେବେ ବୁଦ୍ଧିଆ ମୁମ୍ବାଇରେ ଅଛନ୍ତି କି ନାହିଁ ସେ ନେଇ ସୌମେନ୍ଦ୍ର କିଛି ସ୍ପଷ୍ଟ କରିନାହାନ୍ତି। ଗତ ଜୁନ ୨୭ ତାରିଖରେ ଇଣ୍ଡିଗୋ ବିମାନରେ ବୁଦ୍ଧିଆ  ଓ ତାଙ୍କ ମାଆ ସୁକାନ୍ତି ସିଂ […]

budhia

budhia

Rakesh Mallick
  • Published: Sunday, 10 July 2016
  • Updated: 10 July 2016, 10:43 PM IST

Sports

Latest News

budhiaଭୁବନେଶ୍ୱର: ବୁଦ୍ଧିଆ ସିଂ ନିଖୋଜକୁ ନେଇ ଏବେ ବି ଚର୍ଚ୍ଚା ଜରି ରହିଛି। ବୁଦ୍ଧିଆଙ୍କ ଜୀବନୀକୁ ନେଇ ଫିଲ୍ମ କରିଥିବା ନିର୍ଦ୍ଦେଶକ ସୌମେନ୍ଦ୍ର ଏହା ଉପରେ ନିଜ ମତ ରଖିଛନ୍ତି। ସେ କହିଛନ୍ତି, “ଫିଲ୍ମ ପ୍ରମୋସନ ଲାଗି ଆସନ୍ତା ସପ୍ତାହରେ ମୁମ୍ବାଇ ଆସିବେ।” ତେବେ ବୁଦ୍ଧିଆ ମୁମ୍ବାଇରେ ଅଛନ୍ତି କି ନାହିଁ ସେ ନେଇ ସୌମେନ୍ଦ୍ର କିଛି ସ୍ପଷ୍ଟ କରିନାହାନ୍ତି।

ଗତ ଜୁନ ୨୭ ତାରିଖରେ ଇଣ୍ଡିଗୋ ବିମାନରେ ବୁଦ୍ଧିଆ  ଓ ତାଙ୍କ ମାଆ ସୁକାନ୍ତି ସିଂ ମୁମ୍ବାଇ ଯାଇଛନ୍ତି। ହେଲେ ତାଙ୍କ ଜୀବନୀକୁ ନେଇ ଫିଲ୍ମ ‘ବୁଦ୍ଧିଆ ସିଂ: ବର୍ଣ୍ଣକୁ ଟୁ ରନ୍‌’ ନିର୍ମାଣ କରିଥିବା ସୌମେନ୍ଦ୍ର ଏ ନେଇ କିଛି ସ୍ପଷ୍ଟ କରିନାହାନ୍ତି। ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, “ବୁଦ୍ଧିଆ କୁଆଡେ ଯାଇନାହାନ୍ତି, ସେ ଫେରିବେ। ଜୁଲାଇ ତୃତୀୟ ସପ୍ତାହରେ ବୁଦ୍ଧିଆ ମୁମ୍ବାଇ ଆସି ଫିଲ୍ମର ପ୍ରମୋସନରେ ଭାଗ ନେବେ।”

ସୌମେନ୍ଦ୍ରଙ୍କ କଥା ଯଦି ସତ ହୁଏ ତା’ହେଲେ ବୁଦ୍ଧିଆ ମୁମ୍ବାଇ ଆସିବେ। ହେଲେ ୧୪ ଦିନ ହେବ ବୁଦ୍ଧିଆ ଓ ସୁକାନ୍ତି ମୁମ୍ବାଇ ଗସ୍ତକୁ ନେଇ ସେ କିଛି କହୁନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story