ଏସ୍‌ସିବି ହୃଦରୋଗ ବିଭାଗରେ ଅଗ୍ନିକାଣ୍ଡ, ୬୦ ରୋଗୀ ସ୍ଥାନାନ୍ତର

କଟକ: କଟକ ଏସ୍‌ସିବି ମେଡିକାଲ ହୃଦରୋଗ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନରେ ସର୍ଟସର୍କିଟ ଯୋଗୁଁ ଆଜି ଅପରାହ୍ଣରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ କୌଣସି ରୋଗୀଙ୍କର କିଛି କ୍ଷୟକ୍ଷତି ହୋଇନାହିଁ। ନିଆଁ ଲାଗିଥିବା ଜଣାପଡିବା ପରେ ୬୦ ଜଣ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ମେଡିକାଲ ବିଲ୍ଡିଂର ଦ୍ୱିତୀୟ ମହଲାରେ ଥିବା ହୃଦରୋଗ ବିଭାଗର ଡ୍ୟୁଟି ରୁମ୍‌ରେ ପ୍ରଥମେ ନିଆଁ ଲାଗିଯାଇଥିଲା। ଖବର ପାଇ ୩ଟି ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ […]

fire at scb

fire at scb

Rakesh Mallick
  • Published: Tuesday, 31 May 2016
  • Updated: 31 May 2016, 03:21 PM IST

Sports

Latest News

scb-heart-centerକଟକ: କଟକ ଏସ୍‌ସିବି ମେଡିକାଲ ହୃଦରୋଗ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନରେ ସର୍ଟସର୍କିଟ ଯୋଗୁଁ ଆଜି ଅପରାହ୍ଣରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ କୌଣସି ରୋଗୀଙ୍କର କିଛି କ୍ଷୟକ୍ଷତି ହୋଇନାହିଁ। ନିଆଁ ଲାଗିଥିବା ଜଣାପଡିବା ପରେ ୬୦ ଜଣ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ମେଡିକାଲ ବିଲ୍ଡିଂର ଦ୍ୱିତୀୟ ମହଲାରେ ଥିବା ହୃଦରୋଗ ବିଭାଗର ଡ୍ୟୁଟି ରୁମ୍‌ରେ ପ୍ରଥମେ ନିଆଁ ଲାଗିଯାଇଥିଲା। ଖବର ପାଇ ୩ଟି ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସ୍ଥାନୀୟ ବିଧାୟକ ପ୍ରଭାତ ବିଶ୍ୱାଳ, ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ଓ କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି,“ ଏହି ଅଗ୍ନିକାଣ୍ଡରେ କୌଣସି ରୋଗୀଙ୍କର କିଛି କ୍ଷତି ହୋଇନାହିଁ। ସ୍ଥାନୀୟ ବିଧାୟକ, ସ୍ୱାସ୍ଥ୍ୟ ସଚିବ ଓ ଜିଲ୍ଲାପାଳ ମୋ ସହ ଅନୁଧ୍ୟାନ କରିଛନ୍ତି। କେଉଁ କାରଣରୁ ଏଠାରେ ନିଆଁ ଲାଗିଲା ସେ ନେଇ ପ୍ରାଥମିକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇ ସାରିଛି। ପରବର୍ତ୍ତୀ ସମୟରେ ଏହାର ବ୍ୟାପକ ଅନୁଧ୍ୟାନ କରାଯିବ। ଏବେ ଆମର ପ୍ରଥମେ କର୍ତ୍ତବ୍ୟ ହେଉଛି କିପରି ୬୦ ଜଣ ରୋଗୀଙ୍କୁ ଭଲ ଭାବେ ଚିକିତ୍ସା ପ୍ରଦାନ କରାଯାଇପାରିବ। ସେମାନଙ୍କ ଚିକିତ୍ସା ପାଇଁ ଉପଯୁକ୍ତ ପରିବେଶ କିପରି ଦେଇ ହେବ ସେନେଇ ମୁଁ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି।”

କଟକ ଜିଲ୍ଲପାଳ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି,“ଏସ୍‌ସିବି ହୃଦରୋଗ ବିଭାଗରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିଲା। ଚିକିତ୍ସାଧୀନ ୬୦ ଜଣ ରୋଗୀଙ୍କୁ ସ୍ତାନାନ୍ତର କରାଯାଇଛି। କାହାର କିଛି କ୍ଷତି ହୋଇନାହିଁ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story