ସମ୍‌ ଅଗ୍ନିକାଣ୍ଡ: ୪୫ ମିନିଟ୍‌ ବିଳମ୍ୱରେ ଖବର ପାଇଥିଲା ଅଗ୍ନିଶମ ବିଭାଗ

କଟକ: ସମ୍‌ ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ୪୫ ମିନିଟ୍‌ ବିଳମ୍ୱରେ ଖବର ପାଇଥିଲା ଅଗ୍ନିଶମ ବିଭାଗ। ଆଗରୁ ଖବର ପାଇଥିଲେ ହୁଏତ କ୍ଷୟକ୍ଷତି କମ୍‌ ହୋଇପାରିଥାନ୍ତା ବୋଲି ଆଜି ଅଗ୍ନିଶମ ବିଭାଗ ଡିଜି ବିନୟ ବେହେରା କହିଛନ୍ତି। ସମ୍‌ ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡକୁ ନେଇ ଆଜି ଡିଜି ବେହେରାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅଗ୍ନି ନିର୍ବାପନ ବ୍ୟବସ୍ଥାରେ ସ୍ୱତନ୍ତ୍ର ଆଇନ୍‌ର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା। ଏପରି ଘଟଣା ଯେପରି ଭବିଷ୍ୟତରେ ନ ଘଟିବ ସେଥିପ୍ରତି ସମସ୍ତେ ସଜାଗ […]

fire-service-dg

fire-service-dg

Rakesh Mallick
  • Published: Friday, 21 October 2016
  • Updated: 21 October 2016, 07:04 PM IST

Sports

Latest News

କଟକ: ସମ୍‌ ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ୪୫ ମିନିଟ୍‌ ବିଳମ୍ୱରେ ଖବର ପାଇଥିଲା ଅଗ୍ନିଶମ ବିଭାଗ। ଆଗରୁ ଖବର ପାଇଥିଲେ ହୁଏତ କ୍ଷୟକ୍ଷତି କମ୍‌ ହୋଇପାରିଥାନ୍ତା ବୋଲି ଆଜି ଅଗ୍ନିଶମ ବିଭାଗ ଡିଜି ବିନୟ ବେହେରା କହିଛନ୍ତି।

ସମ୍‌ ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡକୁ ନେଇ ଆଜି ଡିଜି ବେହେରାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅଗ୍ନି ନିର୍ବାପନ ବ୍ୟବସ୍ଥାରେ ସ୍ୱତନ୍ତ୍ର ଆଇନ୍‌ର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା। ଏପରି ଘଟଣା ଯେପରି ଭବିଷ୍ୟତରେ ନ ଘଟିବ ସେଥିପ୍ରତି ସମସ୍ତେ ସଜାଗ ରହିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ବୈଠକ ପରେ ବେହେରା କହିଛନ୍ତି,“ଏଣିକି ବହୁତଳ ପ୍ରସାଦ ଓ ସପିଂ ମଲ୍‌ରେ ନିୟମିତ ମକ୍‌ଡ୍ରିଲ୍‌ କରାଯିବ। ହସ୍ପିଟାଲରେ ଅଗ୍ନି ନିର୍ବାପନ ବ୍ୟବସ୍ଥା ନେଇ ଡିଏମ୍‌ଇଟି ଏବଂ ଅଗ୍ନିଶମ ବିଭାଗ ମଧ୍ୟରେ ସମନ୍ୱୟ ଜରୁରୀ।”

ଆଜି ବସିଥିବା ବୈଠକରେ ଚିଫ୍‌ ଫାୟାର ଅଫିସର, ଫାୟାର ଏଡିଜିଙ୍କ ସହ ସବୁ ରେଞ୍ଜର ଅଗ୍ନିଶମ ଅଧିକାରୀ ଓ ସମସ୍ତ ଜିଲ୍ଲାର ପ୍ରମୁଖ ଅଗ୍ନିଶମ ଅଧିକାରୀ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story