ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ

ଭୁବନେଶ୍ୱର: ଆସନ୍ତାକାଲି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଓ ଗଣତି ହେବ। ଏଥିପାଇଁ ପୋଲିଂ ପାର୍ଟି ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିବାରେ ଲାଗିଛନ୍ତି। ଶାନ୍ତିଶୃଙ୍ଖଳା ପାଇଁ  ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମାଓପ୍ରବଣ ଅଞ୍ଚଳରେ ମତଦାନ ସମୟରେ ଯେପରି କିଛି ବିଶୃଙ୍ଖଳା ନ ଘଟେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୧୮୯ ଜିଲ୍ଲା ପରିଷଦ ଜୋନ୍‌, ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ଼ ମେମ୍ୱର ପଦ ପାଇଁ ମତଦାନ […]

state-election

state-election

Rakesh Mallick
  • Published: Sunday, 12 February 2017
  • Updated: 12 February 2017, 08:35 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଓ ଗଣତି ହେବ। ଏଥିପାଇଁ ପୋଲିଂ ପାର୍ଟି ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିବାରେ ଲାଗିଛନ୍ତି। ଶାନ୍ତିଶୃଙ୍ଖଳା ପାଇଁ  ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମାଓପ୍ରବଣ ଅଞ୍ଚଳରେ ମତଦାନ ସମୟରେ ଯେପରି କିଛି ବିଶୃଙ୍ଖଳା ନ ଘଟେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୧୮୯ ଜିଲ୍ଲା ପରିଷଦ ଜୋନ୍‌, ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ଼ ମେମ୍ୱର ପଦ ପାଇଁ ମତଦାନ ହେବ। ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଦିନ ଗୋଟାଏରୁ ଆରମ୍ଭ ହେବ ଗଣତି। ୧୫୦୬ ପଞ୍ଚାୟତର ୨୦,୩୬୯ ୱାର୍ଡରେ ହେବ ମତଦାନ। ୫୮,୨୮,୪୪୬ ଜଣ ଭୋଟର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ।

ଭୋଟ ଗ୍ରହଣ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ୱେଦନଶୀଳ ଓ ଅତି ସମ୍ୱେଦନଶୀଳ ବୁଥ୍‌ରେ ସିସିଟିଭି ଓ ଭିଡିଓଗ୍ରାଫି ମାଧ୍ୟମରେ ପୁରା ପ୍ରକ୍ରିୟା ଉପରେ ନଜର ରଖାଯିବ। ପ୍ରତି କେନ୍ଦ୍ରରେ ୨ଜଣ ପୋଲିଂ ଅଫିସର, ଜଣେ ପ୍ରିଜାଇଡିଂ ଅଫିସର, ଜଣେ କିମ୍ୱା ଦୁଇ ଜଣ ପୋଲିସ୍‌ ଅଧିକାରୀ ରହିବେ।

ଆସନ୍ତାକାଲି ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଅପରାହ୍ନ ଗୋଟାଏରୁ ଭୋଟ ଗଣତି ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story