ନିଖୋଜ ନାତି ହସପିଟାଲ୍‌ରେ: ମିଳିଲା ବାବୁଲା ପଣ୍ଡାଙ୍କ ପତ୍ତା

ଭୁବନେଶ୍ୱର: ବାବୁଲାଙ୍କ ପତ୍ତା ମିଳିଲା। ଭୁବନେଶ୍ୱରର ଏକ ଘରୋଇ ହସପିଟାଲ୍‌ରେ ସେ ଚିକିତ୍ସିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ୱର୍ଦ୍ଧିତ ସଭାକୁ ଆସି ଆଉ ଘରକୁ ଫେରି ନଥିଲେ ବାବୁଲା। ଆଜାଦ ହିଦ୍‌ ଫୌଜର ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି ବାବୁଲା ପଣ୍ଡାଙ୍କ ନିଖୋଜକୁ ନେଇ ସସ୍‌ପେନ୍ସ ଜାରି ରହିଥିଲା। ଏପରିକି ବାବୁଲାଙ୍କ ନିଖୋଜକୁ ନେଇ ରାଜନୀତି ବି ଜୋର୍‌ ଧରିଥିଲା। ବିଜେପି-ବିଜେଡି ମୁହାଁମୁହିଁ ହୋଇଥିବା ବେଳେ କଂଗ୍ରେସ୍‌ ମଧ୍ୟ ଖୁବ୍‌ ସମାଲୋଚନା କରିଥିଲା। ତେବେ […]

babula

babula

Rakesh Mallick
  • Published: Thursday, 27 April 2017
  • Updated: 27 April 2017, 09:49 PM IST

Sports

Latest News

ଭୁବନେଶ୍ୱର: ବାବୁଲାଙ୍କ ପତ୍ତା ମିଳିଲା। ଭୁବନେଶ୍ୱରର ଏକ ଘରୋଇ ହସପିଟାଲ୍‌ରେ ସେ ଚିକିତ୍ସିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ୱର୍ଦ୍ଧିତ ସଭାକୁ ଆସି ଆଉ ଘରକୁ ଫେରି ନଥିଲେ ବାବୁଲା।

ଆଜାଦ ହିଦ୍‌ ଫୌଜର ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି ବାବୁଲା ପଣ୍ଡାଙ୍କ ନିଖୋଜକୁ ନେଇ ସସ୍‌ପେନ୍ସ ଜାରି ରହିଥିଲା। ଏପରିକି ବାବୁଲାଙ୍କ ନିଖୋଜକୁ ନେଇ ରାଜନୀତି ବି ଜୋର୍‌ ଧରିଥିଲା। ବିଜେପି-ବିଜେଡି ମୁହାଁମୁହିଁ ହୋଇଥିବା ବେଳେ କଂଗ୍ରେସ୍‌ ମଧ୍ୟ ଖୁବ୍‌ ସମାଲୋଚନା କରିଥିଲା। ତେବେ ବାବୁଲାଙ୍କ ସନ୍ଧାନ ମିଳିବା ସହ ଏହି ନିଖୋଜ ରାଜନୀତି ଉପରୁ ପର୍ଦ୍ଦା ହଟିଛି। ସେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ, କିଡ୍‌ନୀ ଜନିତ ସମସ୍ୟା ରହିଥିବା ଜଣାପଡ଼ିଛି।

ରାଜଭବନରେ ଆୟୋଜିତ ସମ୍ୱର୍ଦ୍ଧନା ସଭାରେ ଯୋଗଦେବା ପାଇଁ ବାପା ସୁରେନ୍ଦ୍ର ପଣ୍ଡା ଓ ମା’ ସୁଜାତାଙ୍କ ସହିତ ଭୁବନେଶ୍ୱର ଆସିଥିଲେ। ସମ୍ୱର୍ଦ୍ଧନା ସଭା ପରେ ଘରକୁ ଫେରିବା ବେଳେ ସୁଜାତା ଭୁଲରେ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଟ୍ରେନ୍‌ରେ ଚଢ଼ି ଯାଇ ବାଲେଶ୍ୱରରେ ଓହ୍ଲାଇଥିଲେ। କେତେ ବ୍ୟକ୍ତି ତାଙ୍କୁ ନେଇ ଜିଆର୍‌ପିଙ୍କ ଜିମା ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟୁଇଟ୍‌ ପରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ତାଙ୍କୁ ଏକ ସ୍ୱତନ୍ତ୍ର ଗାଡ଼ିରେ ଜୟପୁର ସ୍ଥିତ ଘରେ ଛାଡ଼ିଥିଲେ। ତା’ପରେ ବାବୁଲା ନିଖୋଜ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା।

ଅନ୍ୟପକ୍ଷରେ ବିଜେପି ରାଜ୍ୟ ସରକାରଙ୍କୁ ଘେରିଥିଲା। ପୋଲିସ୍‌ ଡିଜି ବାବୁଲାଙ୍କ ଖୋଜିବା ପରିବର୍ତ୍ତେ ତାଙ୍କ ନାଁରେ ଅପରାଧିକ ମାମଲା ରହିଥିବା କହିଥିଲେ। ଏପରିକି ସେ ପିଲା ନୁହଁନ୍ତି ବୋଲି ମଧ୍ୟ କହିଥିଲେ। ଯାହା ରାଜନୀତିର ନିଆଁରେ ଘିଅ ଢାଳିଥିଲା।

https://www.youtube.com/watch?v=ORTZhjm3PBU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story