ଗରିବ ଝିଅର କନ୍ୟାଦାନ କରି ବିଜୟୋତ୍ସବ ମନାଇଲେ ସରପଞ୍ଚ

ନୂଆପଡ଼ା: ଗତକାଲି ସରାକରୀ ଭାବେ ବିଜୟୀ ସରପଞ୍ଚ ଓ ୱାର୍ଡମେମ୍ବରଙ୍କ ନାମ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ବିଜୟୀ ସରପଞ୍ଚ ଓ ୱାର୍ଡମେମ୍ବରମାନେ ସମର୍ଥକଙ୍କ ସହ ବିଜୟ ଉତ୍ସବରେ ମାତିଛନ୍ତି। ତେବେ ମାଓ ପ୍ରବଣ ନୂଆପଡ଼ା ଜିଲ୍ଲାରେ ବିଜୟୀ ହୋଇଥିବା ଜଣେ ସରପଞ୍ଚ ନିଆରା ଢଙ୍ଗରେ ତାଙ୍କ ବିଜୟ ଉତ୍ସବ ମନାଇଛନ୍ତି। ସରପଞ୍ଚ ଜଣଙ୍କ ଜଣେ ଗରିବ ଝିଅର ବାହାଘର କରାଇବା ସହ ତା’ର କନ୍ୟାଦାନ କରି ଚର୍ଚ୍ଚାକୁ ଆସିଛନ୍ତି। ସରପଞ୍ଚ ଜଣଙ୍କ ହେଲେ ଧରମବନ୍ଧା […]

nuapada

nuapada

Rakesh Mallick
  • Published: Friday, 24 February 2017
  • Updated: 24 February 2017, 08:51 PM IST

Sports

Latest News

ନୂଆପଡ଼ା: ଗତକାଲି ସରାକରୀ ଭାବେ ବିଜୟୀ ସରପଞ୍ଚ ଓ ୱାର୍ଡମେମ୍ବରଙ୍କ ନାମ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ବିଜୟୀ ସରପଞ୍ଚ ଓ ୱାର୍ଡମେମ୍ବରମାନେ ସମର୍ଥକଙ୍କ ସହ ବିଜୟ ଉତ୍ସବରେ ମାତିଛନ୍ତି। ତେବେ ମାଓ ପ୍ରବଣ ନୂଆପଡ଼ା ଜିଲ୍ଲାରେ ବିଜୟୀ ହୋଇଥିବା ଜଣେ ସରପଞ୍ଚ ନିଆରା ଢଙ୍ଗରେ ତାଙ୍କ ବିଜୟ ଉତ୍ସବ ମନାଇଛନ୍ତି। ସରପଞ୍ଚ ଜଣଙ୍କ ଜଣେ ଗରିବ ଝିଅର ବାହାଘର କରାଇବା ସହ ତା’ର କନ୍ୟାଦାନ କରି ଚର୍ଚ୍ଚାକୁ ଆସିଛନ୍ତି। ସରପଞ୍ଚ ଜଣଙ୍କ ହେଲେ ଧରମବନ୍ଧା ଗାଁର ଓମ୍‌ପ୍ରକାଶ କଲାର।

ସୂଚନାଯୋଗ୍ୟ, ଧରମବନ୍ଧା ଗ୍ରାମର ଶତରୂପା ଦଣ୍ଡସେନାଙ୍କ ବିବାହ ଠିକ୍‌ ହୋଇଯାଇଥିଲେ ମଧ୍ୟ ଅର୍ଥ ବାଧକ ସାଜିଥିଲା। ଝିଅର ବାହାଘର କିପରି ହେବ ସେ ନେଇ ପରିବାର ଲୋକେ ଚିନ୍ତିତ ଥିଲେ। ଏହା ଜାଣିବା ପରେ ନୂଆକରି ସରପଞ୍ଚ ଭାବେ ବିଜୟୀ ହୋଇଥିବା ଓମ୍‌ପ୍ରକାଶ ବିଜୟ ଉତ୍ସବ ପାଳିବା ପରିବର୍ତ୍ତେ ଶତରୂପାଙ୍କ ବିବାହ ପାଇଁ ସହାୟତାର ହାତ ବଢାଇଥିଲେ। ଶେଷରେ ପାରମ୍ପରିକ ରୀତିନୀତିରେ ସ୍ଥାନୀୟ ରାମ ମନ୍ଦିରରେ ଶତରୂପାଙ୍କ ବିବାହ ହୋଇଥିଲା। ଏପରିକି ନିଜେ ଓମ୍‌ପ୍ରକାଶ କନ୍ୟାଦାନ କରିଥିଲେ।

ଓମ୍‌ପ୍ରକାଶ କହିଛନ୍ତି,“ଗରିବ ପିଲାଟା ହୋଇଥିବାରୁ କଲାର ସମାଜ ପକ୍ଷରୁ ସମସ୍ତେ ମିଶି ତା’ର ବିବାହ କରିଛୁ। ଏହି ବିବହାରେ କିଛି ଯୌତୁକ ଦିଆଯାଇନାହିଁ। ବିବାହ ଆୟୋଜନକୁ ନେଇ ବରପକ୍ଷ ମଧ୍ୟ ଖୁସି ଅଛନ୍ତି। କନ୍ୟା ମାତାପିତା ଭାବେ ମୁଁ ଓ ମୋ ପତ୍ନୀ ଏହି ବିବାହ କରାଇଛୁ।”

କଲାର ସମାଜ ଜିଲ୍ଲା ସଭାପତି ହୀରାଲାଲ ଦଣ୍ଡସେନା କହିଛନ୍ତି,“ବିଜୟୀ ସରପଞ୍ଚ ଓମ୍‌ପ୍ରକାଶଙ୍କ ଉଦ୍ୟମରେ କଲାର ସମାଜର ଭାଇମାନେ ଏକତ୍ରିତ ହୋଇ ଝିଅ ବାହାଘରରେ ସହଯୋଗ କରିଛନ୍ତି। ପୂରା ରୀତିନୀତିରେ ବିନା ଯୌତୁକରେ ବିବାହ କରାଯାଇଛି। ବରଯାତ୍ରୀ ଓ ସାହିଭାଇଙ୍କ ପାଇଁ ଭୋଜିଭାତର ଆୟୋଜନ କରାଯାଇଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story