ଗୋଟିଏ ଦଳ ଗୋଟିଏ ମନ: ଏକାଠି ଅଛନ୍ତି ସାଂସଦ

ନୂଆଦିଲ୍ଲୀ: ଅସଜଡ଼ା ଘରକୁ ସଜାଡିବାକୁ ନବୀନ ପଟ୍ଟନାୟକଙ୍କ ଚିନ୍ତା। ସେଥିପାଇଁ ଆଜି ଦିଲ୍ଲୀରେ ଦଳୀୟ ସାଂସଦମାନଙ୍କ ସହ ଆଲୋଚନା କରିଛନ୍ତି। ନିକଟରେ କେତେକ ସାଂସଦ ଖୋଲାଖୋଲି ସୋସିଆଲ ମିଡିଆରେ ଦଳ ପରିଚାଳନା ନେଇ ପ୍ରଶ୍ନ ଉଠାଇଥିଲେ। ଏହି ସମସ୍ୟାକୁ ଦୂର କରିବାକୁ ବୈଠକରେ ନବୀନ ଉଦ୍ୟମ କରିଛନ୍ତି। ସେ କହିଛନ୍ତି,“ବିଜେଡି ସଂସଦୀୟ ଦଳରେ କୌଣସି ଫାଟ ନାହିଁ।” କିଛିଦିନ ପୂର୍ବେ ନବୀନ ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଥିଲେ। ହେଲେ ସାଙ୍ଗରେ କେହି […]

naveen

naveen

Rakesh Mallick
  • Published: Monday, 10 April 2017
  • Updated: 10 April 2017, 08:30 PM IST

Sports

Latest News

ନୂଆଦିଲ୍ଲୀ: ଅସଜଡ଼ା ଘରକୁ ସଜାଡିବାକୁ ନବୀନ ପଟ୍ଟନାୟକଙ୍କ ଚିନ୍ତା। ସେଥିପାଇଁ ଆଜି ଦିଲ୍ଲୀରେ ଦଳୀୟ ସାଂସଦମାନଙ୍କ ସହ ଆଲୋଚନା କରିଛନ୍ତି। ନିକଟରେ କେତେକ ସାଂସଦ ଖୋଲାଖୋଲି ସୋସିଆଲ ମିଡିଆରେ ଦଳ ପରିଚାଳନା ନେଇ ପ୍ରଶ୍ନ ଉଠାଇଥିଲେ। ଏହି ସମସ୍ୟାକୁ ଦୂର କରିବାକୁ ବୈଠକରେ ନବୀନ ଉଦ୍ୟମ କରିଛନ୍ତି। ସେ କହିଛନ୍ତି,“ବିଜେଡି ସଂସଦୀୟ ଦଳରେ କୌଣସି ଫାଟ ନାହିଁ।”

କିଛିଦିନ ପୂର୍ବେ ନବୀନ ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଥିଲେ। ହେଲେ ସାଙ୍ଗରେ କେହି ସାଂସଦ ଯାଇ ନ ଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ଏବଂ ସାଂସଦଙ୍କ ମଧ୍ୟରେ ଯୋଗାଯୋଗ ଠିକ୍‌ ନ ଥିବା ଚର୍ଚ୍ଚା ହୋଇଥିଲା। ଆଜିର ବୈଠକରେ ମଧ୍ୟ ସେମିତି କିଛି ଦେଖିବାକୁ ମିଳିଥିଲା। ସାଂସଦମାନେ ବୈଠକରେ ଯୋଗ ଦେଇଥିଲେ ସତ, ହେଲେ ସେମାନଙ୍କୁ କିଛି କହିବାକୁ ସୁଯୋଗ ମିଳି ନ ଥିଲା।

ସାଂସଦମାନେ ମୃଣମୂଳ ସ୍ତରରେ ସଂଗଠନ ସହ ନ ଥିବା ନେଇ ଜଣେ ବିଧାୟକ ଦେଇଥିବା ମନ୍ତବ୍ୟ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା। ଏହାବାଦ ରାଜ୍ୟରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ, ରେଲୱେ ପ୍ରକଳ୍ପ, ଧାନର ସହାୟକ ମୂଲ୍ୟ, ମେଡିକାଲ କଲେଜ, କୋଇଲା ରୟାଲିଟି ଉପରେ ସାଂସଦମାନେ ଗୁରୁତ୍ୱ ଦେବାକୁ ନବୀନ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ନବୀନ ଆଲୋଚନା କରିଛନ୍ତି। ବିଜେପି ଏକ ଶକ୍ତି ଭାବେ ଉଭା ହେଉଥିବାରୁ ଆଞ୍ଚଳିକ ଦଳଙ୍କ ରଣନୀତି ଆଗକୁ କ’ଣ ରହିବ ସେ ନେଇ ଆଲୋଚନା ହୋଇଥିବା କୁହାଯାଉଛି। ଏହାସହ ରାଷ୍ଟ୍ରପତି ନିର୍ବାଚନରେ କ’ଣ ରଣନୀତି ରହିବ, କାହାକୁ ଟିଏମ୍‌ସି ଓ ବିଜେଡି ସମର୍ଥନ କରିବେ ସେ ନେଇ ମଧ୍ୟ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story