ଗୁରୁତର ଟୁଲୁ ପାତ୍ରଙ୍କର ବଡ଼ମେଡିକାଲରେ ମୃତ୍ୟୁ

ବ୍ରହ୍ମପୁର: ଗତକାଲି ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ପାରଳା ମହାରାଜା ପ୍ରତିଷ୍ଠାନର ପୂର୍ବତନ ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ରଙ୍କ ସାନ ଭାଇ ଟୁଲୁ ପାତ୍ରଙ୍କର ଆଜି ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ଘଟିଛି। ଗତକାଲି ଏକ ଘରୁ ଅନଙ୍ଗ ମଞ୍ଜରୀଙ୍କ ସମେତ ଭାଇ ସଞ୍ଜୟ ପାତ୍ର ଏବଂ ଭଉଣୀ ବିଜୟଲକ୍ଷ୍ମୀ ପାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କେଉଁ କାରଣରୁ ଏତେ ବଡ଼ ଘଟଣା ଘଟିଲା ଓ ଏହା ସମୂହ ଆତ୍ମହତ୍ୟା ନା ହତ୍ୟା, ତା’ର ରହସ୍ୟ ପଦାକୁ […]

parala

parala

Rakesh Mallick
  • Published: Monday, 22 August 2016
  • Updated: 22 August 2016, 08:17 PM IST

Sports

Latest News

paralaବ୍ରହ୍ମପୁର: ଗତକାଲି ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ପାରଳା ମହାରାଜା ପ୍ରତିଷ୍ଠାନର ପୂର୍ବତନ ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ରଙ୍କ ସାନ ଭାଇ ଟୁଲୁ ପାତ୍ରଙ୍କର ଆଜି ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ଘଟିଛି। ଗତକାଲି ଏକ ଘରୁ ଅନଙ୍ଗ ମଞ୍ଜରୀଙ୍କ ସମେତ ଭାଇ ସଞ୍ଜୟ ପାତ୍ର ଏବଂ ଭଉଣୀ ବିଜୟଲକ୍ଷ୍ମୀ ପାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

କେଉଁ କାରଣରୁ ଏତେ ବଡ଼ ଘଟଣା ଘଟିଲା ଓ ଏହା ସମୂହ ଆତ୍ମହତ୍ୟା ନା ହତ୍ୟା, ତା’ର ରହସ୍ୟ ପଦାକୁ ଆସିବା ପାଇଁ ଟୁଲୁଙ୍କ ବୟାନ ଗୁରୁତ୍ୱପୂର୍ଣ୍ଣ ଥିଲା। ଟୁଲୁଙ୍କ ମୃତ୍ୟୁ ପରେ ଏହି ଘଟଣା ରହସ୍ୟ ଘେରକୁ ଚାଲିଯାଇଛି।

ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ପରେ ଶୋକାକୂଳ ପରିବେଶ ମଧ୍ୟରେ ଅନଙ୍ଗ ମଞ୍ଜରୀ, ସଞ୍ଜୟ ଏବଂ ବିଜୟଲକ୍ଷ୍ମୀଙ୍କ ଶେଷକୃତ ସମ୍ପନ୍ନ ହୋଇଛି। ଗତକାଲି ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ପରେ ଜଙ୍ଗମ ସାହିର ଅନଙ୍ଗ ମଞ୍ଜରୀଙ୍କ ଘରୁ ୩ଟି ଶବକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା। ଆଜି ସକାଳ ପ୍ରାୟ ସାଢେ ୧୦ଟା ସୁଦ୍ଧା ଶବ ବ୍ୟବଚ୍ଛେଦ ସରିଥିଲା। ପରେ ୩ଟି ଯାକ ଶବକୁ ମେଡିକାଲରୁ ଗାଁ ମଶାଣିକୁ ନିଆଯାଇ ଗୋଟିଏ ଜୁଇରେ ନିଆଁ ଦିଆଯାଇଥିଲା।

ଗତ ୧୪ ତାରିଖରେ ପାରଳା ମହାରାଜାଙ୍କୁ ନଜରବନ୍ଦୀ ଓ ରାଜ ପରିବାରର ସମ୍ପତ୍ତି ହଡ଼ପକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହାପରେ ମହାରାଜାଙ୍କୁ ଚିକିତ୍ସା ପାଇଁ ଚେନ୍ନାଇର ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାର ସପ୍ତାହକ ମଧ୍ୟରେ ଯେଉଁମାନଙ୍କ ନାଁରେ ଅଭିଯୋଗ ଆସିଛି ଆସିଥିଲା ସେମାନଙ୍କ ଏଭଳି ଦୁଃଖଦ ମୃତ୍ୟୁକୁ ପାରଳାବାସୀ ସହଜରେ ଗ୍ରହଣ କରି ପାରୁନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story