ଜିଏସ୍‌ଟି ମୁକ୍ତ ହେଲା ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ

ଭୁବନେଶ୍ୱର: ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଉପରେ କମିଲା ଜିଏସଟି।  ସଚିବାଳୟରେ ଆଜି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।  ଖଲିପତ୍ର ଉପରେ ଜିଏସ୍‌ଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ପଥର ମୂର୍ତ୍ତି ଉପରେ ୧୮ରୁ ୧୨କୁ ଓ ସବାଇ ଘାସରୁ ନିର୍ମିତ ଦଉଡ଼ିରେ ଜିଏସ୍‌ଟି ୧୮ ରୁ ୫ ପ୍ରତିଶତକୁ ଖସିଛି।  ମାଟି ତିଆରି ମୂର୍ତ୍ତି ଉପରେ ପୂର୍ବରୁ ୨୮ ପ୍ରତିଶତ ଜିଏସ୍‌ଟି ଥିବା ବେଳେ ଏହାକୁ […]

Rakesh Mallick
  • Published: Monday, 25 September 2017
  • Updated: 25 September 2017, 08:52 AM IST

Sports

Latest News

ଭୁବନେଶ୍ୱର: ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଉପରେ କମିଲା ଜିଏସଟି।  ସଚିବାଳୟରେ ଆଜି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।  ଖଲିପତ୍ର ଉପରେ ଜିଏସ୍‌ଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ପଥର ମୂର୍ତ୍ତି ଉପରେ ୧୮ରୁ ୧୨କୁ ଓ ସବାଇ ଘାସରୁ ନିର୍ମିତ ଦଉଡ଼ିରେ ଜିଏସ୍‌ଟି ୧୮ ରୁ ୫ ପ୍ରତିଶତକୁ ଖସିଛି।  ମାଟି ତିଆରି ମୂର୍ତ୍ତି ଉପରେ ପୂର୍ବରୁ ୨୮ ପ୍ରତିଶତ ଜିଏସ୍‌ଟି ଥିବା ବେଳେ ଏହାକୁ ନୂଆ ନିଷ୍ପତ୍ତି ଅନୁସାରେ ସମ୍ପୂର୍ଣ୍ଣ କରମୁକ୍ତ କରାଯାଇଛି।

ରାଜ୍ୟର ବହୁ ଗରିବ ଆଦିବାସୀ ଓ କାରିଗରଙ୍କ ଜୀବିକା ଏହି ସବୁ ସାମଗ୍ରୀ ଉପରେ ନିର୍ଭର କରୁଥିବାରୁ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଉପରୁ ଜିଏସ୍‌ଟି ଛାଡ଼ କରିବାକୁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରିଥିଲେ।  ଏହାପରେ ଗତ ୯ ତାରିଖରେ ହାଇଦ୍ରାବାଦରେ ଅନୁଷ୍ଠିତ ଜିଏସ୍‌ଟି କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।  ଏଥିସହ ଶଶିଭୂଷଣ ବେହେରା ସୂଚନା ଦେଇଛନ୍ତି ଯେ, ଜିଏସ୍‌ଟି ଲାଗୁ ହେବା ପରେ ରାଜ୍ୟକୁ କ୍ଷତିଭରଣା ବାବଦରେ କେନ୍ଦ୍ରଠାରୁ ଆଉ ୫୨୫ କୋଟି ଟଙ୍କା ପାଇବାକୁ ବାକି ଅଛି। ପୂର୍ବରୁ ମୋଟ ୨୩୯୩ କୋଟି ପାଇବାର ଥିବାବେଳେ, ସେଥିରୁ ବର୍ତ୍ତମାନ ସୁଦ୍ଧା ୧୮୬୮ କୋଟି ଟଙ୍କା କେନ୍ଦ୍ରରୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story