ମହୁ ବ୍ୟବହାର ବେଳେ ରୁହନ୍ତୁ ସଚେତନ: ହୋଇପାରେ ଭୟଙ୍କର ରୋଗ

ମହୁକୁ ଔଷଧୀୟ ଗୁଣର ଭଣ୍ଡାର କୁହାଯାଇଥାଏ। ସେଥିପାଇଁ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମହୁ ସେବନ କରିଥାନ୍ତି। ଏହାସହ ଆମ ଭାରତୀୟ ପରମ୍ପକରାରେ ମଧ୍ୟ ମହୁର ମହତ୍ୱ ରହିଛି। ହିନ୍ଦୁ ଦେବଦେବୀଙ୍କ ପାଖରେ ଏହାକୁ ଏକ ପ୍ରସାଦ ଭାବେ ବ୍ୟବହାର କରାଯାଇଥାଏ। ଆୟୁର୍ବେଦରେ ଏହାକୁ ବହୁଳ ବ୍ୟବହାର କରାଯାଇଥାଏ। ତେବେ ମହୁର ଅତ୍ୟଧିକ ବ୍ୟବହାର ସ୍ୱାସ୍ଥ୍ୟପ୍ରତି ହାନିକାରକ। ଏଥିପାଇଁ ଅଧିକ ମହୁ ବ୍ୟବହାର ନକରିବାକୁ ଆୟୁର୍ବେଦରେ କୁହାଯାଇଛି। ଆସନ୍ତୁ ଜାଣିବା ଅଧିକ ମହୁ ବ୍ୟବହାର […]

honey

honey

Rakesh Mallick
  • Published: Saturday, 04 November 2017
  • Updated: 06 November 2017, 03:52 PM IST

ମହୁକୁ ଔଷଧୀୟ ଗୁଣର ଭଣ୍ଡାର କୁହାଯାଇଥାଏ। ସେଥିପାଇଁ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମହୁ ସେବନ କରିଥାନ୍ତି। ଏହାସହ ଆମ ଭାରତୀୟ ପରମ୍ପକରାରେ ମଧ୍ୟ ମହୁର ମହତ୍ୱ ରହିଛି। ହିନ୍ଦୁ ଦେବଦେବୀଙ୍କ ପାଖରେ ଏହାକୁ ଏକ ପ୍ରସାଦ ଭାବେ ବ୍ୟବହାର କରାଯାଇଥାଏ। ଆୟୁର୍ବେଦରେ ଏହାକୁ ବହୁଳ ବ୍ୟବହାର କରାଯାଇଥାଏ। ତେବେ ମହୁର ଅତ୍ୟଧିକ ବ୍ୟବହାର ସ୍ୱାସ୍ଥ୍ୟପ୍ରତି ହାନିକାରକ। ଏଥିପାଇଁ ଅଧିକ ମହୁ ବ୍ୟବହାର ନକରିବାକୁ ଆୟୁର୍ବେଦରେ କୁହାଯାଇଛି। ଆସନ୍ତୁ ଜାଣିବା ଅଧିକ ମହୁ ବ୍ୟବହାର କଲେ କଣ କ୍ଷତି ହୋଇଥାଏ।

ସାଧାରଣ ଥଣ୍ଡା ଓ କାଶ ଭଳି ରୋଗ ପାଇଁ ମହୁ ସେବନ କରାଯାଇଥାଏ। ଏଥିସହିତ ଅନେକ ଛୋଟ ବଡ଼ ରୋଗ ପାଇଁ ମଧ୍ୟ ଔଷଧ ଭାବେ ଏହାକୁ ବ୍ୟବାହାର କରାଯାଇଥାଏ। ତେବେ ଆୟୁର୍ବେଦରେ ରୋଗ ଭଲ କରିବା ପାଇଁ ମହୁ ସେବନ କରିବାର କିଛି ନିର୍ଦ୍ଧିଷ୍ଟ ନିୟମ ରହିଛି। ସେହିଭଳି କେତେକ ଜିନିଷ ସହିତ ମହୁକୁ ବ୍ୟବହାର କରିବାକୁ ଆୟୁର୍ବେଦରେ ବାରଣ କରାଯାଇଛି।

ଆହୁରି ମଧ୍ୟ ପଢନ୍ତୁ: ପେଟ ଗ୍ୟାସ୍‌ ହେଉଛି କି? ଜାଣନ୍ତୁ କେମିତି କରିବେ ଦୂର

୧. ଗରମ ଖାଦ୍ୟ ପଦାର୍ଥ ସହିତ ମହୁର ସେବନ ଶରୀର ପାଇଁ ହାନିକାରକ ହୋଇଥାଏ। ଏପରି କରିବା ଦ୍ୱାରା ଡାଇରିଆରେ ପଡିପାରନ୍ତି। ଏହାଛଡ଼ା ଆହୁରି ଅନେକ ଶରୀରଗତ ସମସ୍ୟା ଦେଖା ଦେଇପାରେ।

୨. ଚା କିମ୍ବା କଫି ସହିତ ମହୁ ସେବନ କରୁଥିଲେ ତୁରନ୍ତ ବନ୍ଦ କରନ୍ତୁ। ଏହା ଶରୀର ପକ୍ଷେ ଖ୍ୟତିକାରକ। ଏପରି କରିବା ଦ୍ୱାରା ଶରୀରରେ ତାପମାତ୍ରା ବୃଦ୍ଧି ପାଇଥାଏ। ଫଳରେ ଶରୀରରେ ଏକ ପ୍ରକାର କମ୍ପନ ସୃଷ୍ଟି ହୋଇଥାଏ। ଯାହା ଆପଣଙ୍କୁ ବହୁ ସମସ୍ୟାରେ ପାକିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story