ସୁକ୍‌ମା ମାଓ ହମଲା: ମାଲକାନଗିରିରେ ହାଇଆଲର୍ଟ : ସୀମା ସିଲ୍

ଭୁବନେଶ୍ୱର: ସୋମବାର ଛତିଶଗଡ଼ର ସୁକମା ଜିଲ୍ଲା ଚିନ୍ତାଗୁପା ବୁର୍କାପାଲ ଜଙ୍ଗଲରେ ମାଓବାଦୀଙ୍କ ଆକ୍ରମଣରେ ୨୫ ଜଣ ଯବାନ ସହିଦ ହୋଇଥିଲେ।  ଏଥିରେ ଅନ୍ୟ ୬ ଜଣ ଗୁରୁତର  ହୋଇଥିଲେ।  ଏହି ଘଟଣାର ସମୀକ୍ଷା ପାଇଁ ଆଜି ଗୃହମନ୍ତ୍ରୀ ରାଜନାଥ ସିଂ ରାୟପୁରରେ ପହଞ୍ଚିଛନ୍ତି। ସେପଟେ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ସେହିପରି ସୀମା ମଧ୍ୟ ସିଲ ହୋଇଛି।  ମାଓବାଦୀଙ୍କ ଏହି ବର୍ବରକାଣ୍ଡକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି।  ଏହି ଘଟଣାରେ ଗୃହମନ୍ତ୍ରଣାଳୟ ପକ୍ଷରୁ […]

crpf-1

crpf-1

Rakesh Mallick
  • Published: Tuesday, 25 April 2017
  • Updated: 25 April 2017, 08:06 PM IST

Sports

Latest News

ଭୁବନେଶ୍ୱର: ସୋମବାର ଛତିଶଗଡ଼ର ସୁକମା ଜିଲ୍ଲା ଚିନ୍ତାଗୁପା ବୁର୍କାପାଲ ଜଙ୍ଗଲରେ ମାଓବାଦୀଙ୍କ ଆକ୍ରମଣରେ ୨୫ ଜଣ ଯବାନ ସହିଦ ହୋଇଥିଲେ।  ଏଥିରେ ଅନ୍ୟ ୬ ଜଣ ଗୁରୁତର  ହୋଇଥିଲେ।  ଏହି ଘଟଣାର ସମୀକ୍ଷା ପାଇଁ ଆଜି ଗୃହମନ୍ତ୍ରୀ ରାଜନାଥ ସିଂ ରାୟପୁରରେ ପହଞ୍ଚିଛନ୍ତି। ସେପଟେ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ସେହିପରି ସୀମା ମଧ୍ୟ ସିଲ ହୋଇଛି।  ମାଓବାଦୀଙ୍କ ଏହି ବର୍ବରକାଣ୍ଡକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି।  ଏହି ଘଟଣାରେ ଗୃହମନ୍ତ୍ରଣାଳୟ ପକ୍ଷରୁ ସିଆପଏଫକୁ ରିପୋର୍ଟ ମଗାଯାଇଛି। ଗତକାଲି ଚିନ୍ତାଗୁପା ବୁର୍କାପାଲ ଅଞ୍ଚଳରେ ରାସ୍ତାନିର୍ମାଣ ଚାଲୁଥିବା ବେଳେ ସୁରକ୍ଷା ପାଇଁ ୭୪ ବାଟାଲିୟନର ସିଆରପିଏଫ ଯବାନମାନେ ନିୟୋଜିତ ଥିଲେ । ଏହି ସମୟରେ ମାଓବାଦୀମାନେ ଅତର୍କିତ ଗୁଳି ଚଳାଇଥିଲେ।

ସୀମା ସିଲ୍‌

ସୁକମା ମାଓଆକ୍ରମଣ ପରେ  ଛତିଶଗଡ଼, ଓଡ଼ିଶା ସମେତ  ମାଲକାନଗିରି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି।  ଏନେଇ ସୂଚନା ଦେଇଛନ୍ତି  ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ର। ସୀମାନ୍ତବର୍ତ୍ତୀ ଅଞ୍ଚଳରେ  ସତର୍କ ଦୃଷ୍ଟି  ରଖାଯବା ସହ  ଯାନବାହନ ମଧ୍ୟ ଯାଞ୍ଚ କରାଯାଉଛି। ସୁକମା ହମଲା ପରେ  ମାଓବାଦୀମାନେ ଓଡ଼ିଶା ସୀମାକୁ ପଶିଆସିବାକୁ  ସମ୍ଭାବନା ଥିବାରୁ  ସତର୍କତାମୂଳକ ପଦେକ୍ଷପ ନିଆଯାଇଥିବା ମାଲକାନଗିରି ଏସପି କହିଛନ୍ତି।  ଏପରିକି ସୀମା ମଧ୍ୟ ସିଲ କରାଯାଇଛି।

ବ୍ୟାପକ ବିସ୍ଫୋରକ ଜବତ

ଆକ୍ରମଣ ସମୟରେ  ମୃତାହତ ଯବାନଙ୍କଠାରୁ  ୨୨ଟି ଏକେ-୪୭ ବନ୍ଧୁକ ଲୁଟିନେଇଛନ୍ତି ମାଓବାଦୀ। ସେହିପରି ୫ଟି ଓୟାରଲେସ ସେଟ ଓ ୨୨ଟି ବିପି ଜ୍ୟାକେଟ ସହ ୨ଟି ବାଇନାକୁଲାର ମଧ୍ୟ ନେଇଯାଇଛନ୍ତି ।

ତେବେ ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ ସମୟରେ  ଘଟଣାସ୍ଥଳରୁ  ବିପୁଳ ପରିମାଣରେ ଗୁଳି ଓ ଟିଫିନ ବୋମା ଉଦ୍ଧାର କରାଯାଇଛି।

https://www.youtube.com/watch?v=akjBc-X8OTo

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story