ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ଓଏସ୍‌ଏସ୍‌ଟିଇଟି ପରୀକ୍ଷା ହେବ: ଦେବୀ ମିଶ୍ର

ଭୁବନେଶ୍ୱର: ହାଇସ୍କୁଲ୍‌ରେ ଶିକ୍ଷକ ନିଯୁକ୍ତି ଲାଗି ଏବେ ‘ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍‌ ଟିଚର୍ସ ଏଲିଜିବିଲିଟି ଟେଷ୍ଟ’ (ଓଏସ୍‌ଏସ୍‌ଟିଇଟି) ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ମାଧ୍ୟମରେ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ ରାଜ୍ୟରେ ଅନେକ ମେଧାବୀ ଛାତ୍ରଛାତ୍ରୀ ଥିବାରୁ  ଓଏସ୍‌ଏସ୍‌ଟିଇଟି ପରୀକ୍ଷା କରିବାକୁ ବେକାର ସିଟି ଓ ବିଇଡି ସଂଘ ଅନୁରୋଧ କରିଥିଲେ। ଏହି ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରିବ। ନିଯୁକ୍ତି […]

debi-mishra

debi-mishra

Rakesh Mallick
  • Published: Thursday, 22 September 2016
  • Updated: 22 September 2016, 03:37 PM IST

Sports

Latest News

ଭୁବନେଶ୍ୱର: ହାଇସ୍କୁଲ୍‌ରେ ଶିକ୍ଷକ ନିଯୁକ୍ତି ଲାଗି ଏବେ ‘ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍‌ ଟିଚର୍ସ ଏଲିଜିବିଲିଟି ଟେଷ୍ଟ’ (ଓଏସ୍‌ଏସ୍‌ଟିଇଟି) ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ମାଧ୍ୟମରେ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ଆଜି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ ରାଜ୍ୟରେ ଅନେକ ମେଧାବୀ ଛାତ୍ରଛାତ୍ରୀ ଥିବାରୁ  ଓଏସ୍‌ଏସ୍‌ଟିଇଟି ପରୀକ୍ଷା କରିବାକୁ ବେକାର ସିଟି ଓ ବିଇଡି ସଂଘ ଅନୁରୋଧ କରିଥିଲେ। ଏହି ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରିବ। ନିଯୁକ୍ତି କ୍ଷେତ୍ର କିପରି ତ୍ୱରାନ୍ୱିତ ହେବ ସେଥିପାଇଁ ପଦକ୍ଷେପ ନିଆଯାଉଛି। ଆମେ ଆଶା ରଖିଛୁ ନଭେମ୍ୱର ସୁଦ୍ଧା ବୋର୍ଡ ଏନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବ। ଏହାପରେ ଆମେ ବିଧିବଦ୍ଧ ଭାବେ ଘୋଷଣା କରିବୁ। ସରକାର ଏ ନେଇ ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ କରିଛନ୍ତି। ବର୍ଷକୁ ଥରେ ଓଏସ୍‌ଏସ୍‌ଟିଇଟି ପରୀକ୍ଷା ଅନୁଷ୍ଠିତ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story