ରାଉରକେଲା ହାଇଟେକ୍ ମେଡିକାଲ୍ କଲେଜ ନାମଲେଖା ବିବାଦ: ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର, ପିଲାଙ୍କ ରେଜିଷ୍ଟ୍ରେସନ ରଦ୍ଦ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଉରକେଲା ହାଇଟେକ୍ ମେଡିକାଲ୍ କଲେଜ ବେଆଇନ ନାମଲେଖା ବିବାଦରେ ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର। ସୋମବାର ଏନେଇ ରାଜ୍ୟ ସରକାର ପୃଥକ ପୃଥକ ଭାବେ ୩ଟି ସ୍ପେଶାଲ ଲିଭ୍ ପିଟିସନ୍ ଦାଖଲ କରିବେ। ସେହିପରି ହାଇକୋର୍ଟରେ ମଧ୍ୟ ଏକ ରିଭ୍ୟୁ ପିଟିସନ୍ ଦାଖଲ କରିବେ ଓଜେଇଇ କର୍ତ୍ତୃପକ୍ଷ। ଏଥିସହ ପିଲାଙ୍କ ରେଜିଷ୍ଟ୍ରେସନ୍ ରଦ୍ଦ କରିବାକୁ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁସାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ […]

hitech-medical-collage-roulkela

hitech-medical-collage-roulkela

Rakesh Mallick
  • Published: Saturday, 31 October 2015
  • Updated: 31 October 2015, 02:28 PM IST

Sports

Latest News

ଭୁବନେଶ୍ୱର: ରାଉରକେଲା ହାଇଟେକ୍ ମେଡିକାଲ୍ କଲେଜ ବେଆଇନ ନାମଲେଖା ବିବାଦରେ ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର। ସୋମବାର ଏନେଇ ରାଜ୍ୟ ସରକାର ପୃଥକ ପୃଥକ ଭାବେ ୩ଟି ସ୍ପେଶାଲ ଲିଭ୍ ପିଟିସନ୍ ଦାଖଲ କରିବେ। ସେହିପରି ହାଇକୋର୍ଟରେ ମଧ୍ୟ ଏକ ରିଭ୍ୟୁ ପିଟିସନ୍ ଦାଖଲ କରିବେ ଓଜେଇଇ କର୍ତ୍ତୃପକ୍ଷ। ଏଥିସହ ପିଲାଙ୍କ ରେଜିଷ୍ଟ୍ରେସନ୍ ରଦ୍ଦ କରିବାକୁ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗ ଅନୁସାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଆଇପିଏମଟି ରାଙ୍କ ପାଇଥିବା ଛାତ୍ରଛାତ୍ରୀଙ୍କୁ ଆଡମିଶନ ନଦେଇ ନିଜେ ଏଣ୍ଟ୍ରାନସ୍ କରି ଆଡମିଶନ ଦେଇଥିଲେ ହାଇଟେକ୍ ମେଡିକାଲ୍ କଲେଜ କର୍ତ୍ତୃପକ୍ଷ। ଆଇନଗତ ତର୍ଜମା ପରେ ସୁପ୍ରିମକୋର୍ଟରେ  ପୃଥକ ପୃଥକ ୩ଟି ସ୍ପେଶାଲ୍ ଲିଭ୍ ପିଟିସନ୍ ଦାଖଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଡମିଶନ୍ ପ୍ରକ୍ରିୟାରେ ଏଆଇପିଏମଟି ରାଙ୍କଧାରୀ ବାଦପଡିଥିବା ଏବଂ ଓଜେଇଇକୁ ସାମିଲ କରିନଥିବା ନେଇ ଓଜେଇଇ କର୍ତ୍ତୃପକ୍ଷ ନିଜ ତରଫରୁ ଆବେଦନ କରିବେ। ସେହିପରି ହାଇଟେକ୍ କଲେଜ କର୍ତ୍ତୃପକ୍ଷ ଓଡିଶା ପ୍ରଫେସନାଲ ଏଜୁକେସନ ଆଇନର ଉଲଂଘନ କରିଥିବାରୁ ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଟେକନିକାଲ ଏଜୁକେସନ ବିଭାଗ ମାମଲା ଦାୟର କରିବ। ଆଡମିଶନ ବେଳେ ମେଡିକାଲ କାଉନସିଲ ଅଫ ଇଣ୍ଡିଆର ନିୟମ ଉଲଂଘନ ଦର୍ଶାଇ ସୁପ୍ରିମକୋର୍ଟରେ ମତ ରଖିବ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।

ଓଜେଇଇ ଅଧ୍ୟକ୍ଷ ତୁଷାର କୁମାର ନାଥ କହିଛନ୍ତି ଯେ ରାଉରକେଲା ସ୍ଥିତ ହାଇଟେକ୍ ମେଡିକାଲ୍ କଲେଜରେ ହୋଇଥିବା ନାମଲେଖା ନେଇ ଓଜେଇଇ ପାଖରେ ସୂଚନା ନଥିଲା। ହାଇଟେକ କର୍ତ୍ତୃପକ୍ଷ ଓଜେଇଇକୁ ଏ ସଂପର୍କରେ ଅବଗତ କରାଇ ନଥିଲେ। ସେହିପରି ସରକାର ମଧ୍ୟ ଏହିଭଳି ନାମଲେଖା ସଂପର୍କରେ ଅବଗତ ନଥିଲେ। ନିୟମ ଦୃଷ୍ଟିରୁ ଏହି ନାମଲେଖା ଅବୈଧ। ରାଜ୍ୟର ଆଇନ ବିଭାଗ ବିଭିନ୍ନ ପରାମର୍ଶ କରିଛନ୍ତି। ଏ ନେଇ ସରକାର ସୁପ୍ରିମକୋର୍ଟ ଯିବେ।

ଆବଶ୍ୟକୀୟ ଭିତ୍ତିଭୂମୀ ନଥିବା ଦର୍ଶାଇ ରାଉରକେଲା ହାଇଟେକ୍ ମେଡିକାଲ କଲେଜରେ ଚଳିତ ବର୍ଷ ନାମଲେଖା ପାଇଁ ଅନୁମତି ଦେଇନଥିଲା ଏମସିଆଇ। ତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଲେଜ କର୍ତ୍ତୃପକ୍ଷ। ହାଇକୋର୍ଟ ନାମଲେଖା ପାଇଁ ଅନୁମତି ଦେବାକୁ ଏମସିଆଇକୁ କହିଥିଲେ। ଅନୁଷ୍ଠାନ ଓ ଜେଇଇ ଆଇନ ଅନୁସାରେ ପଦକ୍ଷେପ ନେଇପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ। ତେବେ କିଛି ଦିନ ପୂର୍ବରୁ ହାଇଟେକ୍ ମେଡିକାଲ କଲେଜ ଚେୟାରମ୍ୟାନ ତିରୁପତି ପାଣିଗ୍ରାହୀ  କହିଥିଲେ ଯେ ଆଇନ ଅନୁସାରେ ନାମଲେଖା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story