୨ ଏପ୍ରିଲ୍, ସୋମବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ଶିବଙ୍କୁ ପୂଜା କରିବା ଉଚିତ

ମେଷ:ପରିବାରରେ ହସ ଓ  ଖୁସିର ବାତାବରଣ ରହିବ। ମାନ-ସମ୍ମାନ ମିଳିବ। ପିଲାଙ୍କୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବୃଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମିଶ୍ରି ଖାଇ ଘରୁ ବାହାରନ୍ତୁ। ମିଥୁନ: ଚାକିରିରେ ପରିବର୍ତ୍ତନର ଯୋଗ ରହିଛି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଖର୍ଚ୍ଚ ବଢ଼ିବ। କର୍କଟ: ଜୀବନ ସାଥୀଙ୍କ ଉନ୍ନତି ହେବ। ଆର୍ଥିକ ସ୍ଥିତି ଭଲ ରହିବ। ସୁସ୍ଥ ରହିବେ। ସିଂହ: ଆର୍ଥିକ ସ୍ଥିତି ଭଲ ରହିବ। କ୍ୟାରିୟର୍‌ରେ […]

Rasiphala-1-840x440-1-768x402-1-1-1-1-1

Rasiphala-1-840x440-1-768x402-1-1-1-1-1

Rakesh Mallick
  • Published: Monday, 02 April 2018
  • Updated: 02 April 2018, 01:22 PM IST

Sports

Latest News

ମେଷ:ପରିବାରରେ ହସ ଓ  ଖୁସିର ବାତାବରଣ ରହିବ। ମାନ-ସମ୍ମାନ ମିଳିବ। ପିଲାଙ୍କୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ।

ବୃଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମିଶ୍ରି ଖାଇ ଘରୁ ବାହାରନ୍ତୁ।

ମିଥୁନ: ଚାକିରିରେ ପରିବର୍ତ୍ତନର ଯୋଗ ରହିଛି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଖର୍ଚ୍ଚ ବଢ଼ିବ।

କର୍କଟ: ଜୀବନ ସାଥୀଙ୍କ ଉନ୍ନତି ହେବ। ଆର୍ଥିକ ସ୍ଥିତି ଭଲ ରହିବ। ସୁସ୍ଥ ରହିବେ।

ସିଂହ: ଆର୍ଥିକ ସ୍ଥିତି ଭଲ ରହିବ। କ୍ୟାରିୟର୍‌ରେ ସଫଳତା ମିଳିବ। ଘରେ ହସ ଓ ଖୁସିର ବାତାବରଣ ରହିବ।

କନ୍ୟା:  ଅଯଥା ଚିନ୍ତାରୁ ଦୂରେଇ ରୁହନ୍ତୁ। ବ୍ୟସ୍ତତା ଭିତରେ ଦିନଟି କଟିବ। ଧନପ୍ରାପ୍ତିର ଯୋଗ ରହିଛି।

ତୁଳା: କ୍ୟାରିୟର୍‌ରେ ସଫଳତା ମିଳିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଘର ପାଇଁ କିଛି ଜିନିଷ କିଣି ପାରନ୍ତି।

ବିଚ୍ଛା: ମାନ-ସମ୍ମାନ ମିଳିବ। ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ।

ଧନୁ: ପ୍ରେମ-ସମ୍ପର୍କ ଭଲ ରହିବ। ଗୁରୁତ୍ୱପୂର୍ଣ୍ଣ କାମ କରିପାରନ୍ତି। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ମକର: ଆଘାତରୁ ଦୂରେଇ ରୁହନ୍ତୁ। କ୍ୟାରିୟର୍‌ରେ ସମସ୍ୟା ଦେଖାଦେଇପାରେ। ଭଗବାନ ଶିବକୁ ପୂଜା କରନ୍ତୁ।

କୁମ୍ଭ:ଆର୍ଥିକ ସ୍ଥିତି ଭଲ ରହିବ। ଉପହାର ମିଳିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

ମୀନ: ମାନ-ସମ୍ମାନ ମିଳିବ। ବ୍ୟସ୍ତତା ଭିତରେ ଦିନଟି କଟିବ। ଧନପ୍ରାପ୍ତିର ଯୋଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story