ମେଷ: ନୂତନ ଚାକିରିରେ ଯୋଗ ଦେଇ ପାରନ୍ତି। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଭଲ କରିବେ। ଜୀବନ ସାଥୀଙ୍କ ସହଯୋଗ ମିଳିବ।
ବୃଷ: ପରିବାରରେ ଖସ ଓ ଖୁସିର ବାତାବରଣ ହେବ। ମାନ-ସମ୍ମାନ ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ।
ମିଥୁନ: ସୁସ୍ଥ ରହିବେ। ମନୋରଞ୍ଜନ କାର୍ଯ୍ୟରେ ସାମିଲ ହେବେ। ପରିବାର ସଦସ୍ୟଙ୍କ ସହ ସମ୍ପର୍କ ଭଲ ରହିବ।
କର୍କଟ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସାହାସର ସହ କାମ କରନ୍ତୁ। ଯାନବାହନ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ।
ସିଂହ: ଘରକୁ ଅତିଥି ଆସିପାରନ୍ତି। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ମିଳିବ।
କନ୍ୟା:ବ୍ୟସ୍ତ ଭିତରେ ରହିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
ତୁଳା: ପରିବାରରେ ଖସ ଓ ଖୁସିର ବାତାବରଣ ରହିବ। ଅର୍ଥପ୍ରାପ୍ତିର ଯୋଗ ରହିଛି।
ବିଚ୍ଛା:ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଘାତ ଠାରୁ ଦୂରେଇ ରୁହନ୍ତୁ। ଦହି ଖାଇ ଘରୁ ବାହାରନ୍ତୁ।
ଧନୁ:କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଯାତ୍ରାର ଯୋଗ ରହିଛି। ବ୍ୟସ୍ତ ଭିତରେ ଦିନଟି କଟିବ।
ମକର: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ।
କୁମ୍ଭ: ମାନ-ସମ୍ମାନ ମିଳିବ। ଅଟକି ରହିଥିବା ଧନ ମିଳିବ। ଚାକିରିକୁ ନେଇ ସମସ୍ୟା ଦେଖାଦେଇପାରେ।
ମୀନ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଧଳା ମିଠା ଦାନ କରନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।