୧୦ ମାର୍ଚ୍ଚ, ଶନିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ଧନପ୍ରାପ୍ତିର ଯୋଗ ରହିଛି

ମେଷ: ଆର୍ଥିକ କ୍ଷତିରୁ ବଞ୍ଚିକି ରୁହନ୍ତୁ। ଚିନ୍ତା ବଢ଼ିପାରେ। ସନ୍ଧ୍ୟାକୁ ଶୁଭ ଖବର ପାଇବେ। ବୃଷ: ବ୍ୟବସାୟରେ ଲାଭ ମିଳିବାର ସମ୍ଭାବନା ରହିଛି। ପାରିବାରିକ ଜୀବନ ହସଖୁସିରେ କଟିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମିଥୁନ: ଆଜିର ଦିନଟି ଧାଁଦୌଡ଼ରେ କଟିବ। ପ୍ରିୟଜନଙ୍କ ସହ ସାକ୍ଷାତ ହୋଇପାରେ। ହଠାତ ଆର୍ଥପ୍ରାପ୍ତିର ଯୋଗ ରହିଛି। କର୍କଟ: ଜୀବନସାଥୀଙ୍କ ସହଯୋଗ ପାଇବେ। ଧନପ୍ରାପ୍ତିର ଯୋଗ ରହିଛି। ଯାନବାହାନଠାରୁ ସାବଧାନତା ଅବଲମ୍ବନ କରନ୍ତୁ, ଦୁର୍ଘଟଣା ଘଟିପାରେ। ସିଂହ: ଆଜି ଆପଣଙ୍କୁ ବହୁତ ପରିଶ୍ରମ […]

Rasiphala-image-2

Rasiphala-image-2

Rakesh Mallick
  • Published: Saturday, 10 March 2018
  • Updated: 10 March 2018, 06:15 AM IST

Sports

Latest News

ମେଷ: ଆର୍ଥିକ କ୍ଷତିରୁ ବଞ୍ଚିକି ରୁହନ୍ତୁ। ଚିନ୍ତା ବଢ଼ିପାରେ। ସନ୍ଧ୍ୟାକୁ ଶୁଭ ଖବର ପାଇବେ।

ବୃଷ: ବ୍ୟବସାୟରେ ଲାଭ ମିଳିବାର ସମ୍ଭାବନା ରହିଛି। ପାରିବାରିକ ଜୀବନ ହସଖୁସିରେ କଟିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମିଥୁନ: ଆଜିର ଦିନଟି ଧାଁଦୌଡ଼ରେ କଟିବ। ପ୍ରିୟଜନଙ୍କ ସହ ସାକ୍ଷାତ ହୋଇପାରେ। ହଠାତ ଆର୍ଥପ୍ରାପ୍ତିର ଯୋଗ ରହିଛି।

କର୍କଟ: ଜୀବନସାଥୀଙ୍କ ସହଯୋଗ ପାଇବେ। ଧନପ୍ରାପ୍ତିର ଯୋଗ ରହିଛି। ଯାନବାହାନଠାରୁ ସାବଧାନତା ଅବଲମ୍ବନ କରନ୍ତୁ, ଦୁର୍ଘଟଣା ଘଟିପାରେ।

ସିଂହ: ଆଜି ଆପଣଙ୍କୁ ବହୁତ ପରିଶ୍ରମ କରିବାକୁ ପଡିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ସନ୍ଧ୍ୟା ସମୟରେ ଆର୍ଥିକ ଲାଭ ପାଇବେ।

କନ୍ୟା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦବିବାଦରୁ ଦୂରେଇ ରୁହନ୍ତୁ। କୌଣସି ମହିଳାଙ୍କ ସହଯୋଗ ପାଇବେ।

ତୁଳା: ପୁରୁଣା ବିବାଦର ସମାଧାନ ହୋଇଯିବ। ବ୍ୟବସାୟରେ ଉନ୍ନତି ଘଟିବ। ଆର୍ଥିକ ଅନଟନ ଦୂର ହୋଇଯିବ।

ବିଚ୍ଛା: ସ୍ୱାସ୍ଥ୍ୟ ଭଲ ରହିବ। ଅଟକି ରହିଥିବା ଅର୍ଥ ମିଳିବାର ଯୋଗ ରହିଛି। ଦୂରଯାତ୍ରା କରିପାରନ୍ତି।

ଧନୁ: ଅନାବଶ୍ୟକ ଚିନ୍ତା କରନ୍ତୁ ନାହିଁ। ବିବାହ ଯୋଗ୍ୟ ଯୁବକଯୁବତୀଙ୍କ ବାହାଘର ଠିକ୍‌ ହୋଇପାରେ। ମାନସମ୍ମାନ ବଢ଼ିବ।

ମକର: ସ୍ୱାସ୍ଥ୍ୟ ଭଲ ରହିବ। ବିଦେଶ ଯାତ୍ରାର ଯୋଗ ରହିଛି। ଧନ ଦେଣନେଣରେ ସାବଧାନତା ଅବଲମ୍ବନ କରନ୍ତୁ।

କୁମ୍ଭ: ଯାନବାହାନ ସୁଖ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ଉପହାର ଓ ସମ୍ମାନ ପାଇପାରନ୍ତି।

ମୀନ: ପରିବାର ଲୋକେ ଖୁସିରେ ରହିବେ। ଅର୍ଥପ୍ରାପ୍ତିର ଯୋଗ ରହିଛି। ଦୂରଯାତ୍ରା ଓ ଆମୋଦ ପ୍ରମୋଦ କରିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos