ଘରେ ଥାଇ ଟ୍ରାନ୍ସଫର କରିପାରିବେ ଏସ୍‌ବିଆଇ ଆକାଉଣ୍ଟ: ଜାଣନ୍ତୁ ସହଜ ଉପାୟ

ନୂଆଦିଲ୍ଲୀ: ପୂର୍ବରୁ ନିଜର ଏସ୍‌ବିଆଇ ଆକାଉଣ୍ଟ ଗୋଟିଏ  ଶାଖାରୁ ଅନ୍ୟ ଏକ ଶାଖାକୁ ବଦଳି  ପାଇଁ  ଅନେକ ସମସ୍ୟା ଉପୁଜୁଥିଲା । ଏଥିପାଇଁ ବ୍ୟାଙ୍କରେ ଲାଇନ ଦେବାକୁ ପଡ଼ୁଥିଲା।  ଫଳରେ ଗୁଡ଼ାଏ ସମୟ  ଅପଚୟ ହେଉଥିଲା । ହେଲେ ଏବେ ଏହାର ସମାଧାନ ଆପଣଙ୍କ ହାତମୁଠାରେ। ଅନ୍‌ଲାଇନ ମାଧ୍ୟମରେ ଆପଣଙ୍କ ଖାତା ଗୋଟିଏ ଚୁଟକିରେ ଟ୍ରାନ୍ସଫର ହୋଇଯିବ। ଏଥିପାଇଁ କେତେଗୁଡ଼ିଏ ନିର୍ଦ୍ଧିଷ୍ଟ ନିୟମ ରହିଛି । ଯେପରି ଆପଣଙ୍କ ଏସବିଆଇ ଆକାଉଣ୍ଟ କେ ୱାଇ ସି (ନୋ […]

sbi-1

sbi-1

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 10:09 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବରୁ ନିଜର ଏସ୍‌ବିଆଇ ଆକାଉଣ୍ଟ ଗୋଟିଏ  ଶାଖାରୁ ଅନ୍ୟ ଏକ ଶାଖାକୁ ବଦଳି  ପାଇଁ  ଅନେକ ସମସ୍ୟା ଉପୁଜୁଥିଲା । ଏଥିପାଇଁ ବ୍ୟାଙ୍କରେ ଲାଇନ ଦେବାକୁ ପଡ଼ୁଥିଲା।  ଫଳରେ ଗୁଡ଼ାଏ ସମୟ  ଅପଚୟ ହେଉଥିଲା । ହେଲେ ଏବେ ଏହାର ସମାଧାନ ଆପଣଙ୍କ ହାତମୁଠାରେ। ଅନ୍‌ଲାଇନ ମାଧ୍ୟମରେ ଆପଣଙ୍କ ଖାତା

ଗୋଟିଏ ଚୁଟକିରେ ଟ୍ରାନ୍ସଫର ହୋଇଯିବ। ଏଥିପାଇଁ କେତେଗୁଡ଼ିଏ ନିର୍ଦ୍ଧିଷ୍ଟ ନିୟମ ରହିଛି । ଯେପରି ଆପଣଙ୍କ ଏସବିଆଇ ଆକାଉଣ୍ଟ କେ ୱାଇ ସି (ନୋ ୟୋର କଷ୍ଟମର) ଆଧାରରେ ଚାଲୁ ଖାତା ହୋଇ ନଥିବ। ଏହା ସେଭିଂ ଆକାଉଣ୍ଟ ହୋଇଥିବା ଦରକାର । ଏଥିପାଇଁ ମୋବାଇଲରେ ନେଟ୍ ବ୍ୟାଙ୍କି ସିଷ୍ଟମ୍ ଓ ମୋବାଇଲ ନମ୍ବରଟି ବ୍ୟାଙ୍କ ଆକାଉଣ୍ଟ ସହିତ ପଞ୍ଜିକୃତ ହେବା ନିହାତି ଆବଶ୍ୟକ । ମୋଟାମୋଟି କହିବାକୁ ଗଲେ ଆପଣଙ୍କ ଅକାଉଣ୍ଟ ନେଟ୍ ବ୍ୟାଙ୍କିଂ ସିଷ୍ଟମ ହୋଇଥିବା ଦରକାର। ଅନଲାଇନକୁ  ଯିବା ପୂର୍ବରୁ ଯେଉଁ ବ୍ୟାଙ୍କକୁ ଆପଣ ଆକାଉଣ୍ଟ ବଦଳି କରିବାକୁ ଚାହୁଁଛନ୍ତି ପ୍ରଥମେ ସେହି ବ୍ୟାଙ୍କ ଶାଖାର କୋଡ଼୍ ଜାଣିବା ଦରକାର।

ଯଦି ଆପଣ ବ୍ୟାଙ୍କ ଶାଖା କୋଡ଼ ଜାଣି ନାହାଁନ୍ତି ତେବେ (https://www.sbi.co.in/corporate/branchlocator.htm) ଏହି ଲିଙ୍କ୍ ଉପରେ କ୍ଲିକ୍ କରି ବ୍ୟାଙ୍କ କୋଡ୍ ଜାଣି ପାରିବେ । ଏଥିରେ କୌଣସି ସମସ୍ୟା ଦେଖାଦେଲେ ସ୍ଥାନୀୟ ବ୍ୟାଙ୍କ ଶାଖା ସହ ସମ୍ପର୍କ କରି କୋଡ୍‌ ବିଷୟରେ ତଥ୍ୟ ମାଗିପାରିବେ ।

ଏବେ ଜାଣନ୍ତୁ ଏହାର କେତେକ ଷ୍ଟେପ୍

ପ୍ରଥମେ www.onlinesbi.com ୱେବସାଇଟକୁ ଯାଆନ୍ତୁ । ଏହାପରେ 'personal bankingରେ କ୍ଲିକ କରନ୍ତୁ ' ।  ନିଜର ପାସୱାର୍ଡ ଓ ୟୁଜରନେମ ଦେଇ ଲଗଅନ୍‌ କରନ୍ତୁ । ପେଜ୍‌ ଓପନ ହେବା ପରେ ପ୍ୟାନେଲରେ 'e-services' ଅପ୍ସନ ଉପରେ କ୍ଲିକ୍ କରନ୍ତୁ । ‘Transfer of savings account' ବାର୍ ଉପରେ କ୍ଲିକ୍ କରନ୍ତୁ ।

ପୂର୍ବରୁ ଯେଉଁ ବ୍ୟାଙ୍କର ଶାଖା କୋଡ୍ ଏଣ୍ଟ୍ରି କରିଛନ୍ତି ସେହି ବ୍ୟାଙ୍କର ଶାଖା ନାଁଟି ଲେଖନ୍ତୁ । ପରେ ଏହି ବ୍ୟାଙ୍କ ଆପେ ଆପେ ଖୋଲିଯିବ । ଏହାପରେ ବ୍ୟାଙ୍କ ଆକାଉଣ୍ଟ ବଦଳି ନେଇ ପୁରୁଣା ବ୍ୟାଙ୍କର ଶାଖା କୋଡ୍ ଓ ନୂଆ ବ୍ୟାଙ୍କର ଶାଖା କୋଡକୁ ଭେରିଫାଏ କରିବାକୁ ପଡ଼ିବ । ଯାଞ୍ଚ ପରେ କନଫର୍ମ ବଟମ ଉପରେ କ୍ଲିକ୍ କରିବା ମାତ୍ରେ ମୋବାଇଲକୁ ଏକ ଓଟିପି ନମ୍ବର ମେସେଜ ଆସିବ । ଏହି ଓଟିପି ନମ୍ବରକୁ ଏଣ୍ଟ୍ରି କରି କନଫର୍ମ ବଟମ୍ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଅନ୍ୟ ଏକ ଶାଖାକୁ ସଫଳତା ପୂର୍ବକ ବଦଳି ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story