ଆଇଏଏଏଫ୍‌ ସ୍କାନରରେ ସ୍ପ୍ରିଣ୍ଟର ଦୂତୀ ଓ ଶ୍ରାବଣୀ

ଭୁବନେଶ୍ୱର: ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ ରିଓ ଅଲିମ୍ପିକ୍‌ରେ ଭାଗ ନେଇ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ତେବେ ଏବେ ଏହି ଦୁଇ ଓଡ଼ିଆ ଆଥ୍‌ଲେଟ୍‌ ଅନ୍ତର୍ଜତୀୟ ଆଥ୍‌ଲେଟିକ୍ସ ମହାସଂଘ(ଆଇଏଏଏଫ୍‌) ସ୍କାନରରେ। ଦୂତୀ ଓ ଶ୍ରାବଣୀଙ୍କ ରିଓ ଅଲିମ୍ପିକ୍‌ କ୍ୱାଲିଫାଇଙ୍ଗ୍‌ ଟାଇମିଂକୁ ନେଇ ସନ୍ଦେହ ପ୍ରକାଶ କରିଛି ଆଇଏଏଏଫ୍‌। ଜାତୀୟ ଗଣମାଧ୍ୟମଗୁଡ଼ିକର ଖବର ଅନୁସାରେ ସନ୍ଦେହପୂର୍ଣ୍ଣ କ୍ୱାଲିଫାଇଙ୍ଗ୍‌ ଟାଇମିଂ ସହ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିଥିବା କିଛି ଆଥ୍‌ଲେଟ୍‌ଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି […]

dutee-chand-national-games

dutee-chand-national-games

Rakesh Mallick
  • Published: Saturday, 24 September 2016
  • Updated: 25 September 2016, 07:10 AM IST

Sports

Latest News

duttiଭୁବନେଶ୍ୱର: ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ ରିଓ ଅଲିମ୍ପିକ୍‌ରେ ଭାଗ ନେଇ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ତେବେ ଏବେ ଏହି ଦୁଇ ଓଡ଼ିଆ ଆଥ୍‌ଲେଟ୍‌ ଅନ୍ତର୍ଜତୀୟ ଆଥ୍‌ଲେଟିକ୍ସ ମହାସଂଘ(ଆଇଏଏଏଫ୍‌) ସ୍କାନରରେ। ଦୂତୀ ଓ ଶ୍ରାବଣୀଙ୍କ ରିଓ ଅଲିମ୍ପିକ୍‌ କ୍ୱାଲିଫାଇଙ୍ଗ୍‌ ଟାଇମିଂକୁ ନେଇ ସନ୍ଦେହ ପ୍ରକାଶ କରିଛି ଆଇଏଏଏଫ୍‌।

ଜାତୀୟ ଗଣମାଧ୍ୟମଗୁଡ଼ିକର ଖବର ଅନୁସାରେ ସନ୍ଦେହପୂର୍ଣ୍ଣ କ୍ୱାଲିଫାଇଙ୍ଗ୍‌ ଟାଇମିଂ ସହ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିଥିବା କିଛି ଆଥ୍‌ଲେଟ୍‌ଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ଆଇଏଏଏଫ୍‌ ଅଧିକାରୀ ହେନରିକ୍‌ ହବଲିଂ। ଏହି ତାଲିକରେ ଭାରତର ହାଇଜମ୍ପର ରଂଜିତ ମାହେଶ୍ୱରୀ ଓ ଲଙ୍ଗଜମ୍ପର ଅଙ୍କିତ ଶର୍ମାଙ୍କ ସହିତ ଦୂତୀ ଓ ଶ୍ରାବଣୀଙ୍କ ନାଁ ରହିଛି।

ଜୁନ୍‌ ୨୫ ତାରିଖରେ ଆଲମାଟିଠାରେ ଦୂତୀ ୧୦୦ ମିଟର ରେସ୍‌କୁ ୧୧.୨୪ ସେକେଣ୍ଡରେ ଅତିକ୍ରମ କରି ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ। ହେଲେ ରିଓରେ ଏହି ପ୍ରଦର୍ଶନ ବଜାୟ ରଖିବାରେ ସେ ବିଫଳ ହୋଇଥିଲେ। ଏଠାରେ ତାଙ୍କର ଟାଇମିଂ ରହିଥିଲା ୧୧.୬୯ ସେକେଣ୍ଡ।

ଜୁନ୍‌ ୨୬ ତାରିଖରେ ଶ୍ରାବଣୀ ନନ୍ଦ ଆଲମାଟିରେ ୨୩.୦୭ ସେକେଣ୍ଡରେ ୨୦୦ ମିଟର ଦୌଡ଼ି ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। କିନ୍ତୁ ରିଓରେ ତାଙ୍କ ଟାଇମିଂ ଥିଲା ୨୩.୫୮ ସେକେଣ୍ଡ।

କ୍ୱାଲିଫାଇଙ୍ଗ ଟାଇମିଂ ଓ ଅଲିମ୍ପିକ୍‌ ଟାଇମିଂ ମଧ୍ୟରେ ଏତେ ବ୍ୟବଧାନ ରହିଥିବାରୁ ଏମାନେ ସନ୍ଦେହ ଘେରକୁ ଆସିଛନ୍ତି।

ଦୂତୀ ଚାନ୍ଦ କହିଛନ୍ତି,“ବ୍ୟକ୍ତିଗତ ଭାବେ କହିବାକୁ ଗଲେ ମୋର ପ୍ରଦର୍ଶନ ଖରାପ ନୁହେଁ। ମୁଁ ଟ୍ରାକ୍‌ରେ ରନିଂ କରିଛି ସମସ୍ତେ ଦେଖିଛନ୍ତି। ଏଥିରେ ଅଫିସିଆଲ ଟେକ୍ନିକାଲ ଟାଇମିଂ ଥିଲା।”

ଏନେଇ ଶ୍ରାବଣୀଙ୍କ ମତାମତ ମିଳିନାହିଁ।

ଆଥ୍‌ଲେଟ୍‌ କୋଚ ନୀଳମାଧବ ଦେଓ କହିଛନ୍ତି,“ଜଣେ ୧୦୦ ମିଟର ସ୍ପ୍ରିଣ୍ଟର ସବୁବେଳେ ସମାନ ଟାଇମିଂ ଦେବା ସମ୍ଭବ ନୁହେଁ। ଏହା ଦେଖିବାକୁ ମିଳିଛି ବୋଲ୍ଟଙ୍କ କ୍ଷେତ୍ରରେ। ସେ ଯେଉଁ ଟାଇମିଂ ଦେଇ ବିଶ୍ୱ ରେକର୍ଡ଼ କରିଥିଲେ ପରେ ତାହାକୁ ଦୋହରାଇ ପାରି ନ ଥିଲେ। ଏଇଟା ସବୁ ସମୟରେ ଜଣେ ସ୍ପ୍ରିଣ୍ଟର ପାଇଁ ସମ୍ଭବ ନୁହେଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story