ଇଚ୍ଛାଧୀନ କୋଟାରେ ପ୍ଲଟ୍ ଓ ଫ୍ଲାଟ୍ ଆବଣ୍ଟନ ମାମଲା: ୧୫ ଜଣଙ୍କ ନାଁରେ ଫୌଜଦାରୀ ମାମଲା ରୁଜୁ

କଟକ: ସିଡିଏ ଓ ବିଡିଏରେ ଇଛାଧୀନ କୋଟାରେ ଜମି ନେବା ମାମଲାର ତଦନ୍ତ କରି  ଭିଜିଲାନ୍ସ  ମୋଟ ୧୫ ଜଣଙ୍କ ନାମରେ ଅପରାଧିକ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରେ ୬ଜଣ ବିଡିଏର  କର୍ମଚାରୀ ହୋଇଥିବା ବେଳେ ଅନ୍ୟ ୬ଜଣ ସିଡିଏର କର୍ମଚାରୀ। ବାକି ୩ ଜଣ ହେଉଛନ୍ତି ଜମି ନେଇଥିବା ବ୍ୟକ୍ତି। ଏମାନଙ୍କ ନାମରେ ଭିଜିଲାନ୍ସ୍ ପିସି ଆକ୍ଟ ୧୩/୨, ୧୩/୧-ଡି, ଆଇପିସି ର ଧାରା ୨୦୦, ୨୦୨, ୬୮, ୪୨୦, ୧୨୦-ବିରେ ମାମଲା ରୁଜୁ […]

bda

bda

Rakesh Mallick
  • Published: Friday, 30 October 2015
  • Updated: 30 October 2015, 03:32 PM IST

Sports

Latest News

କଟକ: ସିଡିଏ ଓ ବିଡିଏରେ ଇଛାଧୀନ କୋଟାରେ ଜମି ନେବା ମାମଲାର ତଦନ୍ତ କରି  ଭିଜିଲାନ୍ସ  ମୋଟ ୧୫ ଜଣଙ୍କ ନାମରେ ଅପରାଧିକ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରେ ୬ଜଣ ବିଡିଏର  କର୍ମଚାରୀ ହୋଇଥିବା ବେଳେ ଅନ୍ୟ ୬ଜଣ ସିଡିଏର କର୍ମଚାରୀ। ବାକି ୩ ଜଣ ହେଉଛନ୍ତି ଜମି ନେଇଥିବା ବ୍ୟକ୍ତି। ଏମାନଙ୍କ ନାମରେ ଭିଜିଲାନ୍ସ୍ ପିସି ଆକ୍ଟ ୧୩/୨, ୧୩/୧-ଡି, ଆଇପିସି ର ଧାରା ୨୦୦, ୨୦୨, ୬୮, ୪୨୦, ୧୨୦-ବିରେ ମାମଲା ରୁଜୁ କରିଛି। ବିଡିଏର ଓଏଏସ୍ ଅଧିକାରୀ ସତ୍ୟବ୍ରତ ରାଉତ, ଓଏଏସ୍ ବେଣୁଧର ବେହେରା, ବିଲିଙ୍ଗ୍ ଆସିଷ୍ଟାଣ୍ଟ୍  ଶ୍ରୀନିବାସ ଜେନା, ବିଲିଙ୍ଗ୍ ଆସିଷ୍ଟାଣ୍ଟ୍ ମନୋରଂଜନ ମିଶ୍ର, ସେକ୍ସନ୍ ଅଫିସର କାଶୀନାଥ ତ୍ରିପାଠୀ ଓ ସେକ୍ସନ୍  ଅଫିସର ବିମଳ ଚନ୍ଦ୍ର ପରମଗୁରୁଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେହିଭଳି ସିଡିଏର କର୍ମଚାରୀମାନେ ହେଲେ ଜୁନିୟର ଆସିଷ୍ଟାଣ୍ଟ୍ ଅଭୟ କୁମାର ପାତ୍ର, ସେକ୍ସନ୍ ଅଫିସର ଶକ୍ତି ପ୍ରସାଦ ଆଚାର୍ଯ୍ୟ, ସେକ୍ସନ୍ ଅଫିସର ରାମଚନ୍ଦ୍ର ହାସଁଦା, ଲାଣ୍ଡ ଅଫିସର ସୁକାନ୍ତ କିଶୋର ମହାନ୍ତି, ମେମ୍ୱର ଇଂଜିନିୟର ଫନୀଭୂଷଣ ରାଉତ, ସଚିବ ରାମଚନ୍ଦ୍ର ନାଥ। ବିଡିଏରୁ ଜମି କିଣିଥିବା ୨ ଜଣ ବ୍ୟକ୍ତି ହେଲେ ବିଷ୍ଣୁପ୍ରିୟା ପାଣିଗ୍ରାହୀ ଓ କଳ୍ପନା ପାଢ଼ୀ। ସେହିପରି ସିଡିଏରୁ ଜମି ନେଇଥିବା ବ୍ୟକ୍ତି ଜଣଙ୍କ ହେଲେ ଅଗାଧୁ ଚରଣ ମିଶ୍ର।

ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ ଓ ଫ୍ଲ।ଟ୍ ଆବଣ୍ଟନକୁ ନେଇ ବିବାଦ ଦେଖା ଦେବା ପରେ ରାଜ୍ୟ ସରକାର  ଟାସ୍କଫୋର୍ସ ଗଠନ କରିଥିଲେ। ଟାସ୍କଫୋର୍ସ ଗତବର୍ଷ ନଭେମ୍ୱର ୩ ତାରିଖରେ ସରକାରଙ୍କୁ  ରିପୋର୍ଟ ଦେଇ ୧୯୯୫ ମସିହା ଜାନୁୟାରୀ ୧ ତାରିଖ ପରଠାରୁ ଆବଣ୍ଟିତ ୬୦୦୦ରୁ ଅଧିକ ପ୍ଲଟ୍ ଓ ଘର ବାତିଲ କରିବା ପାଇଁ ସୁପାରିଶ କରିଥିଲେ । ଏଥିମଧ୍ୟରେ ୧୭୯୧ଟି ପ୍ଲଟ୍ ଓ ଘର ଇଚ୍ଛାଧୀନ କୋଟାରେ ଆବଣ୍ଟିତ କରାଯାଇଥିଲା। ରାଜ୍ୟ ସରକାର ଡିସେମ୍ୱର ୧୯ ତାରିଖରେ ଟାସ୍କଫୋର୍ସ ରିପୋର୍ଟକୁ ଅନୁମୋଦନ କରିଥଲେ । ଏଥିସହ ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ ଓ ଫ୍ଲ।ଟ୍ ଆବଣ୍ଟନ ମାମଲାର ତଦନ୍ତ  ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story