ଯୁକ୍ତ ଦୁଇ ନାମଲେଖା: ଆବେଦନ ବେଳେ ବାଧ୍ୟତାମୂଳକ ନୁହେଁ ଆୟ ପ୍ରମାଣପତ୍ର

ଭୁବନେଶ୍ୱର: ଯୁକ୍ତ ଦୁଇରେ ନାମଲେଖା ପାଇଁ ଆବେଦନ କଲା ବେଳେ ଆୟ ପ୍ରମାଣପତ୍ର (ଇନ୍‌କମ୍‌ ସାର୍ଟିଫିକେଟ୍‌) ବାଧ୍ୟତାମୂଳକ ନୁହେଁ। ଆଜି ଯୁକ୍ତ ଦୁଇ ଇ-ଆଡ୍‌ମିସନ୍ ବିଭାଗ ମୁଖ୍ୟ ମିହିର ଦାସ ଏହି ସୂଚନା ଦେଇଛନ୍ତି। ଆୟ ପ୍ରମାଣପତ୍ର ନ ଥିବାରୁ କିଛି କଲେଜ ପିଲାଙ୍କୁ ଫେରାଇ ଦେଇଥିବା ନେଇ ଅଭିଯୋଗ ଆସିବା ପରେ ସେ ଏହି ସ୍ପଷ୍ଟୀକରଣ ଦେଇଛନ୍ତି। ମିହିର ଦାସ କହିଛନ୍ତି,“ଆବେଦନ ବେଳେ ଇନ୍‌କମ୍ ସାର୍ଟିଫିକେଟ୍ ବାଧ୍ୟତାମୂଳକ ନୁହେଁ। ଇନ୍‌କମ୍ ସାର୍ଟିଫିକେଟ୍ ପାଇଁ କାହାକୁ ନାମଲେଖା […]

mihir

mihir

Rakesh Mallick
  • Published: Monday, 22 May 2017
  • Updated: 22 May 2017, 02:03 PM IST

Sports

Latest News

ଭୁବନେଶ୍ୱର: ଯୁକ୍ତ ଦୁଇରେ ନାମଲେଖା ପାଇଁ ଆବେଦନ କଲା ବେଳେ ଆୟ ପ୍ରମାଣପତ୍ର (ଇନ୍‌କମ୍‌ ସାର୍ଟିଫିକେଟ୍‌) ବାଧ୍ୟତାମୂଳକ ନୁହେଁ। ଆଜି ଯୁକ୍ତ ଦୁଇ ଇ-ଆଡ୍‌ମିସନ୍ ବିଭାଗ ମୁଖ୍ୟ ମିହିର ଦାସ ଏହି ସୂଚନା ଦେଇଛନ୍ତି। ଆୟ ପ୍ରମାଣପତ୍ର ନ ଥିବାରୁ କିଛି କଲେଜ ପିଲାଙ୍କୁ ଫେରାଇ ଦେଇଥିବା ନେଇ ଅଭିଯୋଗ ଆସିବା ପରେ ସେ ଏହି ସ୍ପଷ୍ଟୀକରଣ ଦେଇଛନ୍ତି।

ମିହିର ଦାସ କହିଛନ୍ତି,“ଆବେଦନ ବେଳେ ଇନ୍‌କମ୍ ସାର୍ଟିଫିକେଟ୍ ବାଧ୍ୟତାମୂଳକ ନୁହେଁ। ଇନ୍‌କମ୍ ସାର୍ଟିଫିକେଟ୍ ପାଇଁ କାହାକୁ ନାମଲେଖା ପ୍ରକ୍ରିୟାରୁ ବାଦ୍ ଦିଆଯିବନି। ଆବେଦନ ଫର୍ମରେ ‘ଅଦର୍ସ’ ଅପ୍‌ସନ୍‌ର ସୁଯୋଗ ନିଆଯାଇପାରିବ। ଆବେଦନର ୧୫ ଦିମ ମଧ୍ୟରେ ଇନ୍‌କମ୍ ସାର୍ଟିଫିକେଟ୍ ଦାଖଲ କରିବାକୁ ହେବ। ନହେଲେ ସଂପୃକ୍ତ ଛାତ୍ରଛାତ୍ରୀ ମେଧାବୃତ୍ତି ପାଇବାରୁ ବାଦ୍ ପଡ଼ିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story