ପ୍ରମାଣ ଥାଇ ବି ମାନୁନି ପାକ୍‌ : ଯବାନଙ୍କୁ ହତ୍ୟାର ଜବାବ୍‌ ଦେବ କି ଭାରତ?

ନୂଆଦିଲ୍ଲୀ: ମୁହାଁମୁହିଁ ପରିସ୍ଥିତିରେ ଭାରତ-ପାକିସ୍ତାନ। ସୀମାରେ ଦୁଇ ଭାରତୀୟ ଯବାନଙ୍କୁ ଅତି ନିର୍ମମଭାବେ  ହତ୍ୟା କରିବା ପରେ ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଭାରତୀୟ ଯବାନଙ୍କୁ ହତ୍ୟା ଅଭିଯୋଗର ପାକିସ୍ତାନ ପ୍ରମାଣ ମାଗିବା ପରେ ଆରମ୍ଭ ହୋଇଛି କଥା କଟାକଟି। ବିବାଦ ଦିନକୁ ଦିନ ଘନିଭୁତ ହେଉଥିବା ବେଳେ ଭାରତ ଅଧିକ ପ୍ରତିକ୍ରୀୟଶୀଳ ହୋଇ ଉଠିଛି।  ସମ୍ପୃକ୍ତ ଦୁଇ ଭାରତୀୟ ଯବାନଙ୍କୁ ପାକିସ୍ତାନ ହତ୍ୟା କରିଥିବା ଯଥେଷ୍ଟ ପ୍ରମାଣ ରହିଥିବା […]

sena

sena

Rakesh Mallick
  • Published: Wednesday, 03 May 2017
  • Updated: 03 May 2017, 07:48 PM IST

Sports

Latest News

ନୂଆଦିଲ୍ଲୀ: ମୁହାଁମୁହିଁ ପରିସ୍ଥିତିରେ ଭାରତ-ପାକିସ୍ତାନ। ସୀମାରେ ଦୁଇ ଭାରତୀୟ ଯବାନଙ୍କୁ ଅତି ନିର୍ମମଭାବେ  ହତ୍ୟା କରିବା ପରେ ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଭାରତୀୟ ଯବାନଙ୍କୁ ହତ୍ୟା ଅଭିଯୋଗର ପାକିସ୍ତାନ ପ୍ରମାଣ ମାଗିବା ପରେ ଆରମ୍ଭ ହୋଇଛି କଥା କଟାକଟି। ବିବାଦ ଦିନକୁ ଦିନ ଘନିଭୁତ ହେଉଥିବା ବେଳେ ଭାରତ ଅଧିକ ପ୍ରତିକ୍ରୀୟଶୀଳ ହୋଇ ଉଠିଛି।  ସମ୍ପୃକ୍ତ ଦୁଇ ଭାରତୀୟ ଯବାନଙ୍କୁ ପାକିସ୍ତାନ ହତ୍ୟା କରିଥିବା ଯଥେଷ୍ଟ ପ୍ରମାଣ ରହିଥିବା ଆଜି ଭାରତ ପକ୍ଷରୁ କୁହାଯାଇଛି  ।

ଭାରତର ବୈଦଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୋପାଲ ବାଗ୍‌ଲେ ଏ ବିଷୟରେ ଆଜି ସ୍ପଷ୍ଟ କରିଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ପାକ୍‌ସେନାର ହାତ ଥିବା ସେ କହିଛନ୍ତି।  ସେହିପରି ଆଜି ସକାଳେ ପାକିସ୍ତାନ ହାଇକମିଶନର ଅବଦୁଲ୍  ବାସିତ୍‌ଙ୍କୁ ଭାରତର ବୈଦେଶିକ ସଚ୍ଚିବ ଏସ୍‌.ଜୟ. ଶଙ୍କର ଡାକି ଆଲୋଚନା  କରିଥିଲେ।  ଏହା ପୂର୍ବରୁ  ଗତକାଲି ଭାରତ ପକ୍ଷରୁ ପାକିସ୍ତାନ ହାଇକମିଶନର ଅବଦୁଲ ବାସିତ୍‌ଙ୍କୁ ସମନ କରାଯାଇଥିଲା।  ସମନ୍‌ରେ ପାକିସ୍ତାନ ସେନା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲା।  ଉତ୍ତରରେ ଏହି ଅଭିଯୋଗକୁ ଅବଦୁଲ୍‌ ବାସିତ୍‌ ଖଣ୍ଡନ କରିଥିଲେ। ପ୍ରତିବଦଳରେ ସେ ଏହାର ପ୍ରମାଣ ମାଗିଥିଲେ। ଏହାକୁ ନେଇ ଏବେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story