ଜୁନ୍‌ ୧୬ରୁ ଦୈନିକ ବଦଳିବ ତେଲ ଦର: ଆପ୍‌ କହିବ ମୂଲ୍ୟ କେତେ

ନୂଆଦିଲ୍ଲୀ: ଆସନ୍ତା ଶୁକ୍ରବାରଠାରୁ (ଜୁନ୍‌ ୧୬) ଦୈନିକ ପେଟ୍ରୋଲ ଏବଂ ଡିଜେଲ ଦର ପରିବର୍ତ୍ତନ ହେବ। ତୈଳ କମ୍ପାନୀ ଗୁଡ଼ିକ ଏହି ନିଷ୍ପତ୍ତି ନେଇଥିବା ବେଳେ ଦର ସମ୍ପର୍କିତ ତଥ୍ୟ ବିଷୟରେ ଜାଣିବା ପାଇଁ  ଇଣ୍ଡିଆନ ଅଏଲ ପକ୍ଷରୁ  ଏକ ଆପ୍‌ର ବ୍ୟବସ୍ଥା କରାଯାଛି। ଏହି ଆପର ନାମ Fuel@IOC ରହିଛି। ଗ୍ରାହକମାନେ ଏହି ଆପକୁ ନିଜ ମୋବାଇଲରେ ଡାଉନ୍‌ଲୋଡ଼ କରିପାରିବେ। ନଚେତ ଏସଏମଏସ ମାଧ୍ୟମରେ ଗ୍ରାହକମାନେ ତେଲ ଦର (ଲିଟରପ୍ରତି) ସମ୍ପର୍କରେ  ଅବଗତ ହୋଇପାରିବେ । ଏଥିରେ ନିଜ […]

fuel price

fuel price

Rakesh Mallick
  • Published: Tuesday, 13 June 2017
  • Updated: 13 June 2017, 04:50 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ଶୁକ୍ରବାରଠାରୁ (ଜୁନ୍‌ ୧୬) ଦୈନିକ ପେଟ୍ରୋଲ ଏବଂ ଡିଜେଲ ଦର ପରିବର୍ତ୍ତନ ହେବ। ତୈଳ କମ୍ପାନୀ ଗୁଡ଼ିକ ଏହି ନିଷ୍ପତ୍ତି ନେଇଥିବା ବେଳେ ଦର ସମ୍ପର୍କିତ ତଥ୍ୟ ବିଷୟରେ ଜାଣିବା ପାଇଁ  ଇଣ୍ଡିଆନ ଅଏଲ ପକ୍ଷରୁ  ଏକ ଆପ୍‌ର ବ୍ୟବସ୍ଥା କରାଯାଛି। ଏହି ଆପର ନାମ Fuel@IOC ରହିଛି। ଗ୍ରାହକମାନେ ଏହି ଆପକୁ ନିଜ ମୋବାଇଲରେ ଡାଉନ୍‌ଲୋଡ଼ କରିପାରିବେ। ନଚେତ ଏସଏମଏସ ମାଧ୍ୟମରେ ଗ୍ରାହକମାନେ ତେଲ ଦର (ଲିଟରପ୍ରତି) ସମ୍ପର୍କରେ  ଅବଗତ ହୋଇପାରିବେ ।

ଏଥିରେ ନିଜ ସହରର ତେଲ ଦର ସମ୍ପର୍କରେ ଜଣାପଡ଼ିବ। ତେବେ 'RSP<SPACE>DEALER CODE' to 92249-92249 ଟାଇପ କରି ପଠାଇଦେଲେ ସବିଶେଷ ତଥ୍ୟ ଆସିବ। ବର୍ତ୍ତମାନ ଦେଶରେ ୫୪ ହଜାର ପେଟ୍ରୋଲ ପମ୍ପ ରହିଛି। ସବୁଦିନ ତେଲ ଦର ବଦଳିବା ନେଇ  ତୈଳ କମ୍ପାନୀ ପକ୍ଷରୁ ଏକ ପାଇଲଟ ପୋଜେକ୍ଟ ନିଆଯାଇଥିଲା। ପ୍ରାଥମିକସ୍ତରରେ ମେ’ ୧ରେ ୫ଟି ସହର ତଥା ଉଦାଇପୁର, ଜାମସେଦପୁର, ପୁଡ଼ୁଚେରୀ, ରଣ୍ଡିଗଡ଼, ବିଶାଖାପାଟଣାରେ କାର୍ଯ୍ୟକାରୀ କରାଯାଇଥିଲା।  ପରେ  ଜୁନ୍‌ ୧୬ରୁ ଦେଶର ଅନ୍ୟ ସହରରେ ଏହି ନିୟମ ଲାଗୁ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଅନ୍ତର୍ଜାତୀୟସ୍ତରରେ  ଅଶୋଧିତ ତୈଳ ମୂଲ୍ୟକୁ ଆଧାର କରି ପ୍ରତିଦିନ ତେଲ ଦର ବଦଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story