ଜଙ୍ଗଲରେ ବାକ୍ସ ଭିତରେ ଯୁବତୀଙ୍କ ମୃତଦେହ

ଜଗତସିଂହପୁର: ତିର୍ତ୍ତୋଲର ଧଳିତଙ୍ଗଗଡ଼ ଜଙ୍ଗଲରୁ ଏକ ବନ୍ଦ ବାକ୍ସ ଭିତରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହଟିକୁ ବାକ୍ସ ଭିତରେ ଠାବ କରାଯାଇଥିଲା। ମୃତ ଯୁବତୀଙ୍କ ପରିଚୟ ମିଳିନାହିଁ। ପୋଲିସ୍ ଛାନ୍‌ଭିନ୍ କରୁଛି।

deadbodyinbox

Rakesh Mallick
  • Published: Friday, 10 March 2017
  • , Updated: 10 March 2017, 02:52 PM IST

Related story