ଜେଲରେ ଥାଇ ଫୋନ୍ ଯୋଗେ ସାରଥି ସାକ୍ଷାତକାର ଦେବା ଘଟଣାର ତଦନ୍ତ ଆରମ୍ଭ

କଟକ: ଚୌଦ୍ୱାର ଜେଲ୍ ଭିତରେ ଥାଇ ସାରଥି ଫୋନ୍ ଯୋଗେ ସାକ୍ଷାତକାର ଦେବା ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି। ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ସାରଥି ସାକ୍ଷାତକାର ଦେଇଥିଲେ। ଏହା ଜଣାପଡିବା ପରେ ଜେଲ୍ ସୁପରିଟେଣ୍ଡେଣ୍ଟ ନିରଞ୍ଜନ ଦାସ ଜେଲ୍ ଆଇଜିଙ୍କୁ ତଦନ୍ତ କରିବା ଲାଗି ଅନୁମତି ମାଗିଥିଲେ। ଏଥିପାଇଁ ଜେଲ୍ ଆଇଜି ଅନୁମତି ପ୍ରଦାନ କରିଛନ୍ତି। ଜେଲରେ ରହୁଥିବା କଏଦୀଙ୍କୁ ସେମାନଙ୍କ ସମ୍ପର୍କୀୟ ଓ ଓକିଲଙ୍କ ସହ କଥାବାର୍ତ୍ତା ପାଇଁ ଫୋନ କରିବାକୁ ଅନୁମତି ଦିଆଯାଇଥାଏ। ଏଥିପାଇଁ […]

sarathi

sarathi

Rakesh Mallick
  • Published: Saturday, 12 December 2015
  • Updated: 12 December 2015, 03:41 PM IST

କଟକ: ଚୌଦ୍ୱାର ଜେଲ୍ ଭିତରେ ଥାଇ ସାରଥି ଫୋନ୍ ଯୋଗେ ସାକ୍ଷାତକାର ଦେବା ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି। ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ସାରଥି ସାକ୍ଷାତକାର ଦେଇଥିଲେ। ଏହା ଜଣାପଡିବା ପରେ ଜେଲ୍ ସୁପରିଟେଣ୍ଡେଣ୍ଟ ନିରଞ୍ଜନ ଦାସ ଜେଲ୍ ଆଇଜିଙ୍କୁ ତଦନ୍ତ କରିବା ଲାଗି ଅନୁମତି ମାଗିଥିଲେ। ଏଥିପାଇଁ ଜେଲ୍ ଆଇଜି ଅନୁମତି ପ୍ରଦାନ କରିଛନ୍ତି।

ଜେଲରେ ରହୁଥିବା କଏଦୀଙ୍କୁ ସେମାନଙ୍କ ସମ୍ପର୍କୀୟ ଓ ଓକିଲଙ୍କ ସହ କଥାବାର୍ତ୍ତା ପାଇଁ ଫୋନ କରିବାକୁ ଅନୁମତି ଦିଆଯାଇଥାଏ। ଏଥିପାଇଁ ୫ରୁ ୧୦ ମିନିଟ ସମୟ ମିଳିଥାଏ। ଏହି ସମୟରେ ଜଣେ ଜେଲ କର୍ମଚାରୀ ସେଠାରେ ଉପସ୍ଥିତ ରହିବାର ନିୟମ ରହିଛି। ସାରଥି ଏତେ ସମୟ ଫୋନରେ କଥା ହେବା ଓ ପ୍ରଶ୍ନର ଉତ୍ତର ଦେବାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହେଉଛି। ସାରଥି ଫୋନରେ କଥା ହେବା ବେଳେ କେଉଁ କର୍ମଚାରୀ ଉପସ୍ଥିତ ଥିଲେ। ଯଦି ଏହି ଫୋନ ସାକ୍ଷାତକାର ସତ ଦେବେ ସମ୍ପୃକ୍ତ କର୍ମଚାରୀ ଏଥିପାଇଁ କିପରି ଅନୁମତି ଦେଲେ। ସେ ଏହି ଫୋନ କଥାବାର୍ତ୍ତାରେ ସାରଥିଙ୍କୁ ସହଯୋଗ କରିଛନ୍ତି କି ନାହିଁ ତାହା ତଦନ୍ତ ସାକ୍ଷେପ।

ଏ ନେଇ ଜେଲ ସୁପରିଟେଣ୍ଡେଣ୍ଟ ଦାସ ଏପରି ସାକ୍ଷାତକାର ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। କେହି ସାରଥିଙ୍କ ସ୍ୱରକୁ ନକଲ କରି ଏପରି କରିଥାଇ ପାରନ୍ତି। ଜେଲରେ ଦୁଇଟି ଲ୍ୟାଣ୍ଡ ଫୋନ ରହିଛି। ସେଥିରେ କେବଳ ଫୋନ କରିହେବ। ଅଭିଯୋଗର ତଦନ୍ତ ଆରମ୍ଭ ହୋଇଯାଇଛି। ଏହା ଜେଲରୁ ହୋଇଛି ନା ବାହାରୁ, ନା କେହି ସାରଥିଙ୍କ ସ୍ୱରକୁ ନକଲ କରିଛି ତାହାର ଯାଞ୍ଚ ଚାଲିଛି। ଏଥିରେ ଯିଏ ବି ସମ୍ପୃକ୍ତ ଥିବା ପ୍ରମାଣିତ ହେବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସାରଥିଙ୍କ ସାକ୍ଷାତକାର ଘଟଣାକୁ ନେଇ ତାଙ୍କ ଓକିଲ ପ୍ରଶ୍ନ ଉଠାଇଛନ୍ତି। ଏହି ସାଞାତକାର ପୂର୍ବର ନାଁ ଏବେର ତାହା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ସେ। ସୋମବାର ସାରଥିଙ୍କୁ ଭେଟି ଆଲୋଚନା କରିବା ପରେ ଯାହା କିଛି ଜଣାପଡିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story