କଳି ଯୁଗର ପାତାଳି କନ୍ୟା: ମାଟି ତଳୁ ଜୀବନ୍ତ ଶିଶୁ କନ୍ୟା ଉଦ୍ଧାର

ଯାଜପୁର: ମଣିଷ କେତେ ହୃଦୟହୀନ ବା ସମ୍ବେଦନଶୀଳହୀନ ହେଲେ ଏକ ଜୀବନ୍ତ ଛୁଆକୁ ମାଟିରେ ପୋତି ଦେଇ ପାରେ, ତାର ଆକଳନ କରାଯାଇ ନ ପାରେ! ମରି ଯାଇଥିବା ନିଷ୍ପାପ ଶିଶୁଟିଏକୁ ମାଟିରେ ପୋତିଲା ବେଳକୁ, ଖାଲି ବାପାମା’ ନୁହେଁ, ଅନ୍ୟମାନଙ୍କର ଛାତି ଫାଟି ଯାଏ। ସେଠାରେ ଜୀବନ୍ତ ଶିଶୁଟିଏକୁ ପୋତି ଦେବା କଥା ଉଠୁଛି କେଉଁଠୁ? କିନ୍ତୁ ଆଜି ସକାଳେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଶ୍ୟାମସୁନ୍ଦରପୁର ଗାଁରେ ଲୋକେ ଯାହା ଦେଖିଲେ ତାହା ମରମ […]

girlchild

girlchild

Rakesh Mallick
  • Published: Saturday, 25 March 2017
  • Updated: 28 March 2017, 10:41 AM IST

Sports

Latest News

ଯାଜପୁର: ମଣିଷ କେତେ ହୃଦୟହୀନ ବା ସମ୍ବେଦନଶୀଳହୀନ ହେଲେ ଏକ ଜୀବନ୍ତ ଛୁଆକୁ ମାଟିରେ ପୋତି ଦେଇ ପାରେ, ତାର ଆକଳନ କରାଯାଇ ନ ପାରେ! ମରି ଯାଇଥିବା ନିଷ୍ପାପ ଶିଶୁଟିଏକୁ ମାଟିରେ ପୋତିଲା ବେଳକୁ, ଖାଲି ବାପାମା’ ନୁହେଁ, ଅନ୍ୟମାନଙ୍କର ଛାତି ଫାଟି ଯାଏ। ସେଠାରେ ଜୀବନ୍ତ ଶିଶୁଟିଏକୁ ପୋତି ଦେବା କଥା ଉଠୁଛି କେଉଁଠୁ? କିନ୍ତୁ ଆଜି ସକାଳେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଶ୍ୟାମସୁନ୍ଦରପୁର ଗାଁରେ ଲୋକେ ଯାହା ଦେଖିଲେ ତାହା ମରମ ଥରାଇ ଦେଇଥିଲା। ମାଟିରେ ପୋତି ଦିଆଯାଇଥିଲା ଏକ ଶିଶୁ କନ୍ୟାକୁ। ଗୋଡ଼ଟି କିଛି ମାତ୍ରାରେ ବାହାରକୁ ଦେଖାଯାଉଥିଲା ଓ ଏହା ହଲୁ ଥିଲା।  ଗାଁର କିଛି ପିଲା ସେହି ବାଟ ଦେଇ ଶୌଚ କରିବାକୁ ଯାଉଥିବା ବେଳେ ଏହା ଦେଖିଲେ। ଛୁଆଟିକୁ ମାଟି ତଳୁ ଉଦ୍ଧାର କରାଯାଇ ଗାଁର ଆଶା ଦିଦିଙ୍କୁ ହସ୍ତାନ୍ତର କରାଯାଇଥିଲା। ଧର୍ମଶାଳା ଡାକ୍ତରଖାନାରେ ଶିଶୁ କନ୍ୟାଟିର ଚିକିତ୍ସା କରାଯାଉଛି।

ଏ ନବଜାତ ଶିଶୁକନ୍ୟାଟିକୁ କିଏ ଓ କାହିଁକି ମାଟି ତଳେ ପୋତିଲା ତାହା ଏଯାଏଁ ଜଣାପଡ଼ିନି।  କିନ୍ତୁ ଏକଥା ପଦାକୁ ଆସିବା ପରେ ଯେଉଁ କଥାଟି ପ୍ରଥମେ ମୁଣ୍ଡକୁ ଆସୁଛି, ତାହା ହେଉଛି କନ୍ୟା ସନ୍ତାନ ପ୍ରତି ଲୋକଙ୍କ ମାନସିକତା। ଲାଗୁଛି କିଛି ବି ବଦଳିନି। କନ୍ୟା ସନ୍ତାନ ସୁରକ୍ଷା ନେଇ ସବୁ ସଚେତନତା ଶୁଖୁପୋଡ଼ାରେ ଚାଲିଗଲା!

କିଏ କହି ପାରେ ଗରିବୀ ଯୋଗୁଁ କେହି ଏମିତି କରି ଥାଇପାରେ। ଗରିବୀ ଯୋଗୁଁ ଛୁଆକୁ ବିକ୍ରି କରି ଦିଆଯିବା ଘଟଣା ଗ୍ରହଣୀୟ ହୋଇପାରେ, କିନ୍ତୁ ଜୀବନ୍ତ ମାଟିରେ ପୋତି ଦେବା! ଆଦୌ ନୁହେଁ।

ଆଉ କେହି କହିପାରେ ଅବାଞ୍ଛିତ ଶିଶୁ। ଅନେକ ଉଦାହରଣ ଏମିତି ଥିବ ଯେଉଁଠି ଏମିତି ଛୁଆଙ୍କୁ ଅନାଥା ଶ୍ରମରେ ଛାଡ଼ି ଦିଆଯାଇଥିବ। ଫିଲ୍ମରେ ଆମେ ଅନେକ ଥର ଏମିତି ଦେଖିଛୁ। କିନ୍ତୁ ଅବାଞ୍ଛିତ ବୋଲି ଜୀବନ୍ତ ପୋତି ଦେବା! ଜଣେ କେତେ ନିର୍ଦ୍ଦୟ ହେଲେ ଏମିତି ଭାବି ପାରିବ ତାହା କଳ୍ପନା ବାହାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story