‘ଶିଶୁ ନିଖୋଜ ନେଇ ପ୍ରଦୀପ ମାଝିଙ୍କ ଅଭିଯୋଗ ଠିକ୍ ନୁହେଁ’

ମାଲକାନଗିରି: ମାଲକାନଗିରି ମୁଖ୍ୟ ଡାକ୍ତରଖାନାରୁ ଜାପାନିଜ୍ ଏନ୍‌ସେଫାଲାଇଟିସ୍ ଆକ୍ରାନ୍ତ ଶିଶୁ ନିଖୋଜ ହୋଇଥିବା ନେଇ ପ୍ରଦୀପ ମାଝି କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ। ସେ କହିଛନ୍ତି,“ମାଲକାନଗିରି ଡାକ୍ତରଖାନାରୁ କୌଣସି ଶିଶୁ ନିଖୋଜ ହୋଇ ନାହାନ୍ତି। ୫୧ ଜଣ ଶିଶୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।” ଏଭଳି ଗୁଜବ ସୃଷ୍ଟି ନ କରିବାକୁ ବି ସେ ଅନୁରୋଧ କରିଛନ୍ତି। ସେ କହିଛନ୍ତି,“ ଏମିତି ଗୁଜବ ସୃଷ୍ଟି କଲେ କେହି ଡାକ୍ତରଖାନା ଆସିବେ ନାହିଁ।” […]

malkangere

malkangere

Rakesh Mallick
  • Published: Tuesday, 11 October 2016
  • Updated: 11 October 2016, 02:57 PM IST

Sports

Latest News

ମାଲକାନଗିରି: ମାଲକାନଗିରି ମୁଖ୍ୟ ଡାକ୍ତରଖାନାରୁ ଜାପାନିଜ୍ ଏନ୍‌ସେଫାଲାଇଟିସ୍ ଆକ୍ରାନ୍ତ ଶିଶୁ ନିଖୋଜ ହୋଇଥିବା ନେଇ ପ୍ରଦୀପ ମାଝି କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ।

ସେ କହିଛନ୍ତି,“ମାଲକାନଗିରି ଡାକ୍ତରଖାନାରୁ କୌଣସି ଶିଶୁ ନିଖୋଜ ହୋଇ ନାହାନ୍ତି। ୫୧ ଜଣ ଶିଶୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।”

ଏଭଳି ଗୁଜବ ସୃଷ୍ଟି ନ କରିବାକୁ ବି ସେ ଅନୁରୋଧ କରିଛନ୍ତି।

ସେ କହିଛନ୍ତି,“ ଏମିତି ଗୁଜବ ସୃଷ୍ଟି କଲେ କେହି ଡାକ୍ତରଖାନା ଆସିବେ ନାହିଁ।”

ଗତକାଲି କଂଗ୍ରେସ ପୂର୍ବତନ ସାଂସଦ ପ୍ରଦୀପ ମାଝି ଅଭିଯୋଗ କରିଥିଲେ ଯେ ଜାପାନିଜ୍ ଏନ୍‌ସେଫାଲାଇଟିସ୍ ଆକ୍ରାନ୍ତ ମାଲାକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାଙ୍କୁ ଚିକିତ୍ସା ହେବାକୁ ଆସିଥିବା ୨୩ ଜଣ ଶିଶୁ ନିଖୋଜ ଅଛନ୍ତି। ସେମାନଙ୍କୁ ସରକାର ଗାଏବ କରିଥିବା ସେ ଅଭିଯୋଗ କରିଥିଲେ।

ସେ କହିଥିଲେ,“ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରିରେ ୪୨-୪୩ ଜଣ ଶିଶୁ ମରିଛନ୍ତି ବୋଲି ସରକାର କହୁଛନ୍ତି। ଆମ ପାଖରେ ଯାହା ସୂଚନା ଅଛି ପାଖାପାଖି ୧୦୦ ଶିଶୁଙ୍କର ଏହି ରୋଗରେ ମୃତ୍ୟୁ ହେଲାଣି। ସରକାରୀ ଗଣତିକୁ କମ୍ କରିବା ପାଇଁ ଏହି ୨୩ ଛୁଆଙ୍କୁ ମେଡିକାଲର ପଛଗେଟ୍ ଦେଇ ଗାଏବ କରି ଦିଆଯାଇଛି। ମେଡିକାଲ୍ କର୍ତ୍ତୃପକ୍ଷ ଦାବି କରିଛନ୍ତି ଯେ ସେ ଛୁଆମାନଙ୍କୁ ତାଙ୍କ ପରିବାର ଲୋକେ ନେଇ ଯାଇଛନ୍ତି। ତା’ହେଲେ ଏଠାରେ ଦାୟିତ୍ୱରେ ଥିବା ଚିକିତ୍ସାଧିକାରୀ, ପୋଲିସ୍ ଓ ଅନ୍ୟ କର୍ମଚାରୀମାନେ କ’ଣ କରୁଥିଲେ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story