ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌: ଆଉ ଏକ ଶିଶୁ ମୃତ, ମୃତ୍ୟୁସଂଖ୍ୟା ୪୫

ମାଲକାନଗିରି: ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ଆଉ ଏକ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁଟି ଦୁର୍ମାଗୁଡ଼ା ଗାଁର ବୋଲି ଜଣାପଡିଛି। ଶିଶୁଟି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାୟଳର ଆଇସିୟୁରେ ଭର୍ତ୍ତି ହୋଇଥିଲା। ସ୍ୱତନ୍ତ୍ର ମେଡ଼ିକାଲ ଟିମ୍‌ର ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ଶିଶୁଙ୍କୁ ବଞ୍ଚାଇବା ସମ୍ଭବ ହୋଇ ନ ଥିଲା। ଏହାକୁ ମିଶାଇ ୩୩ ଦିନରେ ମଧ୍ୟରେ ଏହି ରୋଗରେ ମୃତ୍ୟସଂଖ୍ୟା ୪୫ରେ ପହଞ୍ଚିଛି। ସରକାରୀ ରିପୋର୍ଟ ଅନୁଯାୟୀ ଏବେ ସୁଦ୍ଧା ମେଡ଼ିକାଲରେ ୬୩ ଜଣ ଶିଶୁ […]

japanij

japanij

Rakesh Mallick
  • Published: Tuesday, 11 October 2016
  • Updated: 12 October 2016, 08:32 AM IST

Sports

Latest News

japanijମାଲକାନଗିରି: ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ଆଉ ଏକ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁଟି ଦୁର୍ମାଗୁଡ଼ା ଗାଁର ବୋଲି ଜଣାପଡିଛି। ଶିଶୁଟି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାୟଳର ଆଇସିୟୁରେ ଭର୍ତ୍ତି ହୋଇଥିଲା। ସ୍ୱତନ୍ତ୍ର ମେଡ଼ିକାଲ ଟିମ୍‌ର ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ଶିଶୁଙ୍କୁ ବଞ୍ଚାଇବା ସମ୍ଭବ ହୋଇ ନ ଥିଲା। ଏହାକୁ ମିଶାଇ ୩୩ ଦିନରେ ମଧ୍ୟରେ ଏହି ରୋଗରେ ମୃତ୍ୟସଂଖ୍ୟା ୪୫ରେ ପହଞ୍ଚିଛି।

ସରକାରୀ ରିପୋର୍ଟ ଅନୁଯାୟୀ ଏବେ ସୁଦ୍ଧା ମେଡ଼ିକାଲରେ ୬୩ ଜଣ ଶିଶୁ ଚିକିତ୍ସିତ ହେଉଛନ୍ତି। ୫୨ ଜଣ ଶିଶୁଙ୍କୁ ଡିସ୍‌ଚାର୍ଜ କରାଯାଇଛି।

ଅନ୍ୟପକ୍ଷରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌କୁ ନେଇ ରାଜନୀତି ଜୋର ଧରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ କାଠଗଡାରେ ଛିଡା କରିଛନ୍ତି। ସେ କହିଛନ୍ତି,“ମାଲକାନଗିରିରେ ଯେଉଁ ଅଭାବନୀୟ ପରିସ୍ଥିତି ଆଜି ସୃଷ୍ଟି ହୋଇଛି କେବଳ କ’ଣ ଟୀକା ଅଭାବରୁ ହୋଇଛି ? ସେଠାରେ ଲୋକଙ୍କୁ ମଶୁରୀ କାହିଁକି ଦିଆଗଲା ନାହିଁ? ପଶୁ ସମ୍ପଦକୁ ନିୟନ୍ତ୍ରଣ କରିବାକୁ କ’ଣ କେନ୍ଦ୍ର ସରକାର ମନା କରିଥିଲେ?”

ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି,“କେନ୍ଦ୍ର ସରକାର ଯେଉଁ ଦାୟିତ୍ୱ ତୁଲାଇବା କଥା ତୁଲାଇ ନାହାନ୍ତି। ରାଜ୍ୟ ସରକାର ଯାହା କରିବା କଥା କରୁଛନ୍ତି। ବିଜେପି ପକ୍ଷରୁ ରାଜନୈତିକ ଉଦ୍ଦେଶ୍ୟ ରଖି ମନ୍ତବ୍ୟ ଦିଆଯାଉଛି। ଟୀକାକରଣ କେନ୍ଦ୍ର ସରକାରଙ୍କ କାମ, ଯାହା ସେମାନେ କରିନାହାନ୍ତି।”

ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ରୋଗ ପ୍ରଭାବିତ କାଲିମେଳା ଓ କୋରକୁଣ୍ଡ ବ୍ଲକ ୪୭୯ ଅଙ୍ଗନୱାଡ଼ି ମାଧ୍ୟମରେ ମହିଳା ଓ ସେମାନଙ୍କ ୬ ମାସରୁ ୬ ବର୍ଷର ପିଲାଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଘୁଷୁରୀଙ୍କୁ ଗାଁଠାରୁ ଦୂରରେ ରଖାଯାଇଛି। ଏହା ସତ୍ତ୍ୱେ ରୋଗ ବଢ଼ିବାରେ ଲାଗିଛି।

ସେହିପରି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ କୋଟପାଡ ବ୍ଲକ ବବିଦାଗୁଡ଼ା ଗାଁ ସଞ୍ଜନା ହରିଜନ ନାମକ ଏକ ଶିଶୁର ମୃତ୍ୟୁ ଘଟିଛି। ଶିଶୁଟି ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି। ମୃତ ଶିଶୁର ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story