ଚୌଦ୍ୱାର ଜେଲ୍‌ରେ ଆଇପିଏସ୍ ଜୟଦୀପ

କଟକ: ଉତ୍ତର ପ୍ରଦେଶର ଗାଜିଆବାଦରୁ ଗିରଫ କରାଯିବା ପରେ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯାଇଥିବା ବରିଷ୍ଠ ଆଇପିଏସ୍‌ ଜୟଦୀପ ନାୟକଙ୍କୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଛି। ତାଙ୍କୁ ଆଜି ଓଡ଼ିଶା ଅଣାଯିବା ପରେ କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ସିଡିଏ ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ଆବାସିକ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ତାଙ୍କୁ ୪ ଦିନ ରିମାଣ୍ଡରେ ନେବାକୁ ଭିଜିଲାନ୍ସ ପକ୍ଷରୁ ଆବେଦନ କରାଯାଇଥିଲା। ଏହି ଆବେଦନ ଉପରେ ଆସନ୍ତାକାଲି ଶୁଣାଣି ହେବ […]

jaydeep

jaydeep

Rakesh Mallick
  • Published: Sunday, 24 July 2016
  • Updated: 24 July 2016, 05:41 PM IST

Sports

Latest News

jaydeepକଟକ: ଉତ୍ତର ପ୍ରଦେଶର ଗାଜିଆବାଦରୁ ଗିରଫ କରାଯିବା ପରେ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯାଇଥିବା ବରିଷ୍ଠ ଆଇପିଏସ୍‌ ଜୟଦୀପ ନାୟକଙ୍କୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଛି। ତାଙ୍କୁ ଆଜି ଓଡ଼ିଶା ଅଣାଯିବା ପରେ କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ସିଡିଏ ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ଆବାସିକ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ତାଙ୍କୁ ୪ ଦିନ ରିମାଣ୍ଡରେ ନେବାକୁ ଭିଜିଲାନ୍ସ ପକ୍ଷରୁ ଆବେଦନ କରାଯାଇଥିଲା। ଏହି ଆବେଦନ ଉପରେ ଆସନ୍ତାକାଲି ଶୁଣାଣି ହେବ ବୋଲି କୋର୍ଟ କହିଥିଲେ।

ଓଡ଼ିଶା ପୋଲିସ୍‌ର ମାନବାଧିକାର ସୁରକ୍ଷା ସେଲ୍ (ଏଚ୍‌ଆର୍‌ପିସି) ଅଧୀନରେ ଅନୁସୂଚିତ ଜାତି ଓ ଜନଜାତିଙ୍କ କଲ୍ୟାଣ ପାଇଁ ଆସିଥିବା ୮୮ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଜୟଦୀପ ନାୟକଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତ୍ରିପୁରା କ୍ୟାଡର୍‌ର ୧୯୯୧ ବ୍ୟାଚ୍‌ର ଏହି ଆଇପିଏସ୍ ଅଫିସର ଡେପୁଟେସନ୍‌ରେ ଓଡ଼ିଶା ପୋଲିସ୍‌କୁ ଆସି ୨୦୧୨ ଅଗଷ୍ଟ ୨୪ରୁ ୨୦୧୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏଚ୍‌ଆର୍‌ପିସି ଆଇଜି ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ଅର୍ଥ ହଡ଼ପ ଅଭିଯୋଗ ହୋଇଥିଲା। ଅଡିଟ୍ ରିପୋର୍ଟରୁ ଏ ସଂପର୍କିତ ସୂଚନା ମିଳିବା ପରେ ଭିଜିଲାନ୍ସ ଘଟଣା ତଦନ୍ତ ଦାୟିତ୍ୱ ନେଇଥିଲା।

ଏ ମାମଲାରେ ପୂର୍ବରୁ ଭିଜିଲାନ୍ସ ୫ ଜଣଙ୍କୁ ଗିରଫ କରି ସାରିଛି।

ସୂଚନାଯୋଗ୍ୟ, ସର୍ଭିସ୍ ରୁଲ୍ସ (ଚାକିରୀ ସର୍ତ୍ତାବଳୀ) ଉଲ୍ଲଘଂନ କରିଥିବା ଯୋଗୁଁ ଜୟଦୀପ ନାୟକଙ୍କୁ ଜୁଲାଇ ୬ରେ ତ୍ରିପୁରା ସରକାର ନିଲମ୍ବନ କରିଥିଲେ। ଓଡ଼ିଶା ଭିଜିଲାନ୍ସର ନୋଟିସ୍ ସତ୍ତ୍ୱେ ଜୟଦୀପ ହାଜର ହୋଇ ନ ଥିଲେ। ତେଣୁ ଓଡ଼ିଶା ଭିଜିଲାନ୍ସର ଏ ସଂପର୍କିତ ଚିଠି ପାଇବା ପରେ ତ୍ରିପୁରା ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ଗିରଫଦାରୀକୁ ଏଡ଼ାଇବା ପାଇଁ ଜୁନ୍ ୨୭ ତାରିଖରେ ଜୟଦୀପ ଓଡ଼ିଶା ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ।

ଗତକାଲି ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଜୟଦୀପଙ୍କୁ ଗାଜିଆବାଦରୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story