ଲାଞ୍ଚୁଆ ଜେଇଙ୍କୁ ଧରିଲା କ୍ୟାମେରା, ଟଙ୍କା ଦେଲାବେଳେ ଭିଡିଓ ସୁଟ୍ କଲେ ନିଜେ ଠିକାଦାର

ନବରଙ୍ଗପୁର: ଲାଇଭ କ୍ୟାମେରାରେ ଲାଞ୍ଚ ନେଉଛନ୍ତି ଜୁନିଅର ଇଂଜିନିୟର। ନବରଙ୍ଗପୁର କ୍ଷୁଦ୍ର ଜଳସେଚନ ବିଭାଗର ଜେଇ ଲାଞ୍ଚ ନେଉଥିବା ବେଳର ଲାଇଭ୍ ଭିଡିଓ ଓଟିଭିର ହସ୍ତଗତ ହୋଇଛି। ବିଲ୍ ପାସ ପାଇଁ ନବରଙ୍ଗପୁର କ୍ଷୁଦ୍ର ଜଳସେଚନ ବିଭାଗର ଜୁନିଅର ଇଞ୍ଜିନିୟର କବିନ ବେହେରା ୫୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସଂପୃକ୍ତ ଠିକାଦାର ଏହାର ଦୃଶ୍ୟ ଉତ୍ତୋଳନ କରିଛନ୍ତି। ଏହି ଭିଡିଓକୁ ଭିଜିଲାନ୍ସ ନିକଟକୁ ପଠାଇ ଅଭିଯୋଗ କରିଛନ୍ତି ଠିକାଦାର। ନବରଙ୍ଗପୁର ପାପଡ଼ାହାଣ୍ଡିରେ ୨୦୧୬ରେ ଏକ […]

JEeee

JEeee

Rakesh Mallick
  • Published: Friday, 07 July 2017
  • Updated: 07 July 2017, 02:54 PM IST

Sports

Latest News

ନବରଙ୍ଗପୁର: ଲାଇଭ କ୍ୟାମେରାରେ ଲାଞ୍ଚ ନେଉଛନ୍ତି ଜୁନିଅର ଇଂଜିନିୟର। ନବରଙ୍ଗପୁର କ୍ଷୁଦ୍ର ଜଳସେଚନ ବିଭାଗର ଜେଇ ଲାଞ୍ଚ ନେଉଥିବା ବେଳର ଲାଇଭ୍ ଭିଡିଓ ଓଟିଭିର ହସ୍ତଗତ ହୋଇଛି। ବିଲ୍ ପାସ ପାଇଁ ନବରଙ୍ଗପୁର କ୍ଷୁଦ୍ର ଜଳସେଚନ ବିଭାଗର ଜୁନିଅର ଇଞ୍ଜିନିୟର କବିନ ବେହେରା ୫୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସଂପୃକ୍ତ ଠିକାଦାର ଏହାର ଦୃଶ୍ୟ ଉତ୍ତୋଳନ କରିଛନ୍ତି। ଏହି ଭିଡିଓକୁ ଭିଜିଲାନ୍ସ ନିକଟକୁ ପଠାଇ ଅଭିଯୋଗ କରିଛନ୍ତି ଠିକାଦାର। ନବରଙ୍ଗପୁର ପାପଡ଼ାହାଣ୍ଡିରେ ୨୦୧୬ରେ ଏକ ଚେକଡ୍ୟାମ ନିର୍ମାଣ ସରିଥିବା ବେଳେ ଠିକାଦାରଙ୍କୁ ଫାଇନାଲ ବିଲ୍ ମିଳି ନଥିଲା। ଏଥିପାଇଁ ସେ ବିଭାଗୀୟ ଅଧିକାରୀଙ୍କ ନିକଟକୁ ଯାଉଥିବା ବେଳେ ସେ ବାରମ୍ବାର ହଇରାଣ କରୁଥିଲେ। ବିଭାଗୀୟ ଜେଇ ତାଙ୍କୁ ଲାଞ୍ଚ ମାଗିବାରୁ ଠିକାଦାର ଅନ୍ୟଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଟଙ୍କା ଦେବା ସହ କୌଶଳ କ୍ରମେ ଏହାର ଭିଡିଓ ମଧ୍ୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story