ଆସନ୍ତାକାଲି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍‌

ଭୁବନେଶ୍ୱର: ଇଂଜିନିୟରିଂ ଆଡମିଶନ ପାଇଁ ଆସନ୍ତାକାଲି ଅନୁଷ୍ଟିତ ହେବ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍‌ । ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ୬ଟି ସହରର ୮୨ କେନ୍ଦ୍ରରେ ପରୀକ୍ଷା ଦେବେ ପ୍ରାୟ ୪୫ ହଜାର ଛାତ୍ରଛାତ୍ରୀ । ଦୁଇଟି ସିଂଟିରେ ପରୀକ୍ଷା ଅନୁଷ୍ଟିତ ହେବ । ଆଇଆଇଟି, ଏନ୍‌ଆଇଟି, ଟ୍ରିପଲ୍‌ ଆଇଟି ସମେତ ସାରା ଦେଶରେ ଥିବା ସରକାରୀ ଓ ଘରୋଇ ଇଂଜିନିୟରିଂ କଲେଜରେ ନାମ ଲେଖାଇବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଜେଇଇ ମେନ୍ ପରୀକ୍ଷା […]

jee main

jee main

Rakesh Mallick
  • Published: Saturday, 01 April 2017
  • Updated: 02 April 2017, 07:34 AM IST

Sports

Latest News

ଭୁବନେଶ୍ୱର: ଇଂଜିନିୟରିଂ ଆଡମିଶନ ପାଇଁ ଆସନ୍ତାକାଲି ଅନୁଷ୍ଟିତ ହେବ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍‌ । ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ୬ଟି ସହରର ୮୨ କେନ୍ଦ୍ରରେ ପରୀକ୍ଷା ଦେବେ ପ୍ରାୟ ୪୫ ହଜାର ଛାତ୍ରଛାତ୍ରୀ । ଦୁଇଟି ସିଂଟିରେ ପରୀକ୍ଷା ଅନୁଷ୍ଟିତ ହେବ । ଆଇଆଇଟି, ଏନ୍‌ଆଇଟି, ଟ୍ରିପଲ୍‌ ଆଇଟି ସମେତ ସାରା ଦେଶରେ ଥିବା ସରକାରୀ ଓ ଘରୋଇ ଇଂଜିନିୟରିଂ କଲେଜରେ ନାମ ଲେଖାଇବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଜେଇଇ ମେନ୍ ପରୀକ୍ଷା ଦେବାକୁ ହେବ। ଚଳିଚ ବର୍ଷ ଦେଶର ପ୍ରାୟ ୧୨ଲକ୍ଷ ଛାତ୍ରଛାତ୍ରୀ ଜେଇଇ ମେନ୍‌ ପରୀକ୍ଷା ପାଇଁ ଆବେଦନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story