ପୁତ୍ରହନ୍ତା ବାପାକୁ ଆଜୀବନ ଜେଲ୍‌

ରାଉରକେଲା: ରାଉରକେଲା ଝିରିପାଣି ହତ୍ୟାକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ ଅକ୍ଷୟ କୁମାର ସ୍ୱାଇଁ ଓ ତାଙ୍କ ସହଯୋଗୀ ଫୁଲଜାମ୍ ସୋରେନ୍‌ଙ୍କୁ ଆଜି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ରାଉରକେଲା ଦ୍ୱିତୀୟ ଅତିରିକ୍ତ ସେସନ୍‌ ଜଜ୍‌। ରାୟ ପ୍ରକାଶ ପାଇବା ପରେ ଉଭୟଙ୍କୁ ରାଉରକେଲା ସ୍ୱତନ୍ତ୍ର ଜେଲ୍‌କୁ ପଠାଇ ଦିଆଯାଇଛି। ୨୦୧୦ ଡିସେମ୍ବର ୨୮ ତାରିଖରେ ଅକ୍ଷୟଙ୍କ ବଡ଼ ପୁଅ ଅଜିତ, ତାଙ୍କ ସାଙ୍ଗ ଗୋପାଳ ପ୍ରଧାନ, ବିଶ୍ୱରଞ୍ଜନ ଶତପଥୀ, ଫିଲିପ୍ସ ଏକ୍କା ଓ ବୁଦ୍ଧଦେବ ମିଞ୍ଜ ଏକାଠି ମିଶି […]

court-building

court-building

Rakesh Mallick
  • Published: Friday, 25 November 2016
  • Updated: 25 November 2016, 07:39 PM IST

Sports

Latest News

ରାଉରକେଲା: ରାଉରକେଲା ଝିରିପାଣି ହତ୍ୟାକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ ଅକ୍ଷୟ କୁମାର ସ୍ୱାଇଁ ଓ ତାଙ୍କ ସହଯୋଗୀ ଫୁଲଜାମ୍ ସୋରେନ୍‌ଙ୍କୁ ଆଜି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ରାଉରକେଲା ଦ୍ୱିତୀୟ ଅତିରିକ୍ତ ସେସନ୍‌ ଜଜ୍‌। ରାୟ ପ୍ରକାଶ ପାଇବା ପରେ ଉଭୟଙ୍କୁ ରାଉରକେଲା ସ୍ୱତନ୍ତ୍ର ଜେଲ୍‌କୁ ପଠାଇ ଦିଆଯାଇଛି।

୨୦୧୦ ଡିସେମ୍ବର ୨୮ ତାରିଖରେ ଅକ୍ଷୟଙ୍କ ବଡ଼ ପୁଅ ଅଜିତ, ତାଙ୍କ ସାଙ୍ଗ ଗୋପାଳ ପ୍ରଧାନ, ବିଶ୍ୱରଞ୍ଜନ ଶତପଥୀ, ଫିଲିପ୍ସ ଏକ୍କା ଓ ବୁଦ୍ଧଦେବ ମିଞ୍ଜ ଏକାଠି ମିଶି  ଘରେ ଖାଉଥିଲେ। ଏହି ସମୟରେ କୌଣସି କାରଣରୁ ଉତକ୍ଷିପ୍ତ ହୋଇ ଅକ୍ଷୟ ସେମାନଙ୍କ ଉପରେ ପେଟ୍ରୋଲ ଢାଳି ପୋଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଆଉ ୨ଜଣ ଆହତ ହୋଇଥିଲେ। ଏହି ଘଟଣା ସେତେବେଳେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

୩୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ସେସନ ଜଜ୍‌ ଅଭିଯୁକ୍ତ ଅକ୍ଷୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story