ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲା ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ

ଭୁବନେଶ୍ୱର: ଛଟେଇକୁ ବିରୋଧ କରି ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇଛି ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ। ସରକାରଙ୍କ ଉଦାସୀନତା ପ୍ରତିବାଦରେ ସଂଘ ପକ୍ଷରୁ ଆଜି ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛି। ସେହିପରି ଶିକ୍ଷକମାନେ ଆସନ୍ତାକାଲି ବିଧାନସଭା ଆଗରେ ପ୍ରତିବାଦ ସଭା ଓ ୧୬ ତାରିଖରୁ ଆମରଣ ଅନଶନରେ ବସିବେ। ସରକାରଙ୍କ ପ୍ରତିଶ୍ରୁତି ପରେ ସଂଘ ଆନ୍ଦୋଳନ ସ୍ଥଗିତ ରଖିଥିଲା। ତେବେ ଦାବି ପୂରଣ ନେଇ ସରକାର କୌଣସି ପଦକ୍ଷେପ ନେଇ ନଥିବା ସଂଘ […]

highschool, teacher

highschool, teacher

Rakesh Mallick
  • Published: Monday, 14 December 2015
  • Updated: 14 December 2015, 02:47 PM IST

teacherଭୁବନେଶ୍ୱର: ଛଟେଇକୁ ବିରୋଧ କରି ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇଛି ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ। ସରକାରଙ୍କ ଉଦାସୀନତା ପ୍ରତିବାଦରେ ସଂଘ ପକ୍ଷରୁ ଆଜି ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛି।

ସେହିପରି ଶିକ୍ଷକମାନେ ଆସନ୍ତାକାଲି ବିଧାନସଭା ଆଗରେ ପ୍ରତିବାଦ ସଭା ଓ ୧୬ ତାରିଖରୁ ଆମରଣ ଅନଶନରେ ବସିବେ। ସରକାରଙ୍କ ପ୍ରତିଶ୍ରୁତି ପରେ ସଂଘ ଆନ୍ଦୋଳନ ସ୍ଥଗିତ ରଖିଥିଲା। ତେବେ ଦାବି ପୂରଣ ନେଇ ସରକାର କୌଣସି ପଦକ୍ଷେପ ନେଇ ନଥିବା ସଂଘ ଅଭିଯୋଗ କରିଛି। ସରକାରଙ୍କ ଉଦାସୀନତା ପ୍ରତିବାଦରେ ପୁଣି ଏହି ଆନ୍ଦୋଳନ କାରଯାଉଥିବା ସଂଘ କହିଛି।

ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଓଡ଼ିଶା ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ଧାରଣା ଦେଇଥିଲେ। ୧୫୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଜଗତସିଂହପୁର ବିଇଓଙ୍କ କାର୍ଯ୍ୟାଳୟ ସାମ୍ନାରେ ବସି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।

ସେହିପରି ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଗଞ୍ଜ।ମ ଜିଲ୍ଲା ଶାଖା ପକ୍ଷରୁ ମଧ୍ୟ ବ୍ରହ୍ମପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୟାଗଡ଼ରେ ମଧ୍ୟ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story