୨୧ ଜୁନ, ଗୁରୁବାର: ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ

ମେଷ: ଅନାବଶ୍ୟକ ଚିନ୍ତା କରନ୍ତୁନାହିଁ। ସ୍ୱାସ୍ଥ୍ୟ ଠିକ୍‌ ରହିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନର ଯୋଗ ରହିଛି। ଏଥିରୁ ମୁକ୍ତି ପାଇବା ପାଇଁ ହଳଦୀ ଟିକା ଲଗାନ୍ତୁ। ବୃଷ: ବ୍ୟସ୍ତତା ଭିତରେ ଜୀବନ ଅତିବାହିତ ହେବ। କାମକୁ ନେଇ ଚିନ୍ତିତ ରହିପାରନ୍ତି। ଅର୍ଥ ମିଳିବାର ଯୋଗ ରହିଛି। ପ୍ରେମିକ ଓ ପ୍ରେମିକାଙ୍କ ପାଇଁ ଦିନଟି ବହୁ ଭଲ ରହିଛି। ମିଥୁନ୍‌: ଆଜିର ଦିନଟି ଅପଣଙ୍କ ପାଇଁ ବେଶୀ ଭଲ ନାହିଁ। କାହା ସହିତ ସମ୍ପର୍କ ସ୍ଥାପନ କଲା ବେଳେ […]

1-3-1-2

1-3-1-2

Rakesh Mallick
  • Published: Thursday, 21 June 2018
  • Updated: 21 June 2018, 07:12 AM IST

Sports

Latest News

ମେଷ: ଅନାବଶ୍ୟକ ଚିନ୍ତା କରନ୍ତୁନାହିଁ। ସ୍ୱାସ୍ଥ୍ୟ ଠିକ୍‌ ରହିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନର ଯୋଗ ରହିଛି। ଏଥିରୁ ମୁକ୍ତି ପାଇବା ପାଇଁ ହଳଦୀ ଟିକା ଲଗାନ୍ତୁ।

ବୃଷ: ବ୍ୟସ୍ତତା ଭିତରେ ଜୀବନ ଅତିବାହିତ ହେବ। କାମକୁ ନେଇ ଚିନ୍ତିତ ରହିପାରନ୍ତି। ଅର୍ଥ ମିଳିବାର ଯୋଗ ରହିଛି। ପ୍ରେମିକ ଓ ପ୍ରେମିକାଙ୍କ ପାଇଁ ଦିନଟି ବହୁ ଭଲ ରହିଛି।

ମିଥୁନ୍‌: ଆଜିର ଦିନଟି ଅପଣଙ୍କ ପାଇଁ ବେଶୀ ଭଲ ନାହିଁ। କାହା ସହିତ ସମ୍ପର୍କ ସ୍ଥାପନ କଲା ବେଳେ ସତର୍କତା ଅବଲମ୍ୱନ କରନ୍ତୁ। ଅଫିସ୍‌ରେ ନିଜ କାର୍ଯ୍ୟ ଠିକ୍‌ ଭାବେ ସମ୍ପାଦନ କରିବାକୁ ଚେଷ୍ଟା କରନ୍ତୁ। କଦଳୀ ଦାନ କରନ୍ତୁ।

କର୍କଟ: ବ୍ୟସ୍ତତା ଭିତରେ ଜୀବନ ଅତିବାହିତ ହେବ। ଚାକିରି କ୍ଷେତ୍ରରେ ଉନ୍ନତି ଆସିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ନହେଲେ ଅସୁବିଧାରେ ପଡ଼ି ପାରନ୍ତି।

ସିଂହ: ଦୀର୍ଘ ଦିନରୁ ଅଟକିଥିବା କାମ ଆଜି ସମ୍ପୂର୍ଣ୍ଣ ହୋଇପାରେ। ସ୍ୱାସ୍ଥ୍ୟରେ ଉନ୍ନତି ହେବ। ପ୍ରେମିକ ଓ ପ୍ରମିକାଙ୍କ ପାଇଁ ଦିନଟି ଭଲ ରହିଛି। ସେମାନେ ସେମାନଙ୍କ ପ୍ରେମ ସମ୍ପର୍କକୁ ଆଗକୁ ନେଇପାରିବେ।

କନ୍ୟା: ସମ୍ପତ୍ତି ଗତ ସମସ୍ୟା ଥିଲେ ଦୂର ହେବ। ଦୀର୍ଘ ଦିନରୁ ଅଟକିଥିବା କାମ ପୂର୍ଣ୍ଣ ହେବ। ସ୍ୱାସ୍ଥ୍ୟ ଠିକ୍‌ ରହିବ। ଦୂର ଯାତ୍ରା କରିବାର ଯୋଗ ରହିଛି। ପ୍ରେମ ସମ୍ପର୍କରେ ସୁଧାର ଆସିବ।

ତୁଳା: ଚାକିରି କ୍ଷେତ୍ରରେ ଦାୟିତ୍ୱ ବଢ଼ିବ। ଦୂର ଯାତ୍ରା କରିବାର ଯୋଗ ରହିଛି। ବିବାଦଠାରୁ ଦୂରେଇ ରୁହନ୍ତୁ। ନହେଲେ ଅସୁବିଧାରେ ପଡ଼ିପାରନ୍ତି।

ବିଛା: ଆଜି ଆପଣଙ୍କ ଚିନ୍ତା କମ୍‌ ହେବ। ଚାକିରି କ୍ଷେତ୍ରରେ ସଫଳତା ମିଳିବ। ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ। ନହେଲେ ଅଜଥାରେ ବିବାଦ ଭିତରେ ଫସି ଯିବେ।

ଧନୁ: ଅର୍ଥ ମିଳିବାର ଯୋଗ ରହିଛି। ପଦ ଓ ପ୍ରତିଷ୍ଠାନରେ ସମ୍ମାନ ମିଳିବ। ଅଟକିଥିବା କାମ ପୂର୍ଣ୍ଣ ହେବ। ଦୂର ଯାତ୍ରା କରିବାର ଯୋଗ ରହିଛି।

 ମକର: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ। ପରିବାରରେ ମଙ୍ଗଳ ହେବ। ଦୂର ଯାତ୍ରାରେ ଯାଇପାରନ୍ତି। ଦୀର୍ଘ ଦିନରୁ ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ।

କୁମ୍ଭ: ବହୁ ବ୍ୟସ୍ତତା ଭିତରେ ଦିନଟି ଅତିବାହିତ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଜୀବନ ସାଥୀଙ୍କ ସହିତ ତାଳମେଳ ରହିବ ନାହିଁ। ପ୍ରେମିକ ଓ ପ୍ରେମିକାଙ୍କ ପାଇଁ ଦିନଟି ଭଲ ନାହିଁ।

 ମୀନ: ଆଜିର ଦିନଟି ଆପଣଙ୍କ ବେଶୀ ଭଲ ନାହିଁ। ବ୍ୟସ୍ତତା ଭିତରେ ଦିନଟି ଅତିବାହିତ ହେବ। ସ୍ୱାସ୍ଥ୍ୟ ଠିକ୍‌ ରହିବ ନାହିଁ। ଦୁର୍ଘଟଣାର ଘଟିବାର ଯୋଗ ରହିଛି। ତେଣୁ ରାସ୍ତାରେ ଗଲାବେଳେ ଉଭୟ ପାର୍ଶ୍ୱକୁ ଦେଖି ଯାଆନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story