ରୋଷଶାଳାର ହେବ ସ୍ଥିତି ଅନୁଧ୍ୟାନ; ଗଠନ ହେଲା ୫ ଜଣିଆ କମିଟି

କଟକ: ଶ୍ରୀମନ୍ଦିର ସଂସ୍କାର ପାଇଁ ଗଠିତ ଜଷ୍ଟିସ୍‌ ବିପି ଦାସ କମିଶନଙ୍କ ନଜର ଏବେ ମହାପ୍ରଭୁଙ୍କ ରୋଷଘର ଉପରେ ପଡ଼ିଛି। ରୋଷଘର ଅନୁଧ୍ୟାନ ପାଇଁ କମିଶନ ଏକ ୫ ଜଣିଆ କମିଟି ଗଠନ କରିଛନ୍ତି। ୫ ଜଣ ସୁଆର ସେବାୟତଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। କମିଟି ସଦସ୍ୟମାନେ ହେଲେ ଫକୀର ମହାପାତ୍ର, ବିଶ୍ୱନାଥ ମହାପାତ୍ର, ଗୋପୀନାଥ ସୁଆର, ଚନ୍ଦ୍ରଶେଖର ମଙ୍ଗରାଜ ଦେଉଳବରଣ ଓ ରାଧାନାଥ ମହାପାତ୍ର। ମହାପ୍ରଭୁଙ୍କ ରୋଷଘରେ ପ୍ରାୟ ୨୪୦ଟି ଚୁଲି ରହିଛି। […]

jagannath kitchen

jagannath kitchen

Rakesh Mallick
  • Published: Wednesday, 10 May 2017
  • Updated: 10 May 2017, 04:57 PM IST

Sports

Latest News

କଟକ: ଶ୍ରୀମନ୍ଦିର ସଂସ୍କାର ପାଇଁ ଗଠିତ ଜଷ୍ଟିସ୍‌ ବିପି ଦାସ କମିଶନଙ୍କ ନଜର ଏବେ ମହାପ୍ରଭୁଙ୍କ ରୋଷଘର ଉପରେ ପଡ଼ିଛି। ରୋଷଘର ଅନୁଧ୍ୟାନ ପାଇଁ କମିଶନ ଏକ ୫ ଜଣିଆ କମିଟି ଗଠନ କରିଛନ୍ତି। ୫ ଜଣ ସୁଆର ସେବାୟତଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। କମିଟି ସଦସ୍ୟମାନେ ହେଲେ ଫକୀର ମହାପାତ୍ର, ବିଶ୍ୱନାଥ ମହାପାତ୍ର, ଗୋପୀନାଥ ସୁଆର, ଚନ୍ଦ୍ରଶେଖର ମଙ୍ଗରାଜ ଦେଉଳବରଣ ଓ ରାଧାନାଥ ମହାପାତ୍ର।

ମହାପ୍ରଭୁଙ୍କ ରୋଷଘରେ ପ୍ରାୟ ୨୪୦ଟି ଚୁଲି ରହିଛି। ସେଗୁଡ଼ିକର ସ୍ଥିତି କଣ ରହିଛି ଓ ରୋଷଘର ପରିବେଶ କେମିତି ରହିଛି ତାହା ଅନୁଧ୍ୟାନ କରିବ ଏହି କମିଟି। ଏହାଛଡ଼ା ରୋଷଘରେ ବ୍ୟବହୃତ ହେଉଥିବା ପାଣି ଷ୍ଟୋରେଜର ଅବସ୍ଥା ଓ ଏହାର କିପରି ଉନ୍ନତି କରାଯାଇପାରିବ ତାହା ଉପରେ ମଧ୍ୟ ଏହି କମିଟି ଅନୁଧ୍ୟାନ କରି ମାସେ ମଧ୍ୟରେ ରିପୋର୍ଟ ଦେବ ବୋଲି କମିଶନ ଜଷ୍ଟିସ୍‌ ଦାସ କହିଛନ୍ତି।

ଅନ୍ୟପକ୍ଷରେ ସେପ୍ଟେମ୍ୱର ଶେଷ ସୁଦ୍ଧା ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇପାରେ। ଏହାବ୍ୟତୀତ ପୁରୀ ସହର ଓ ମନ୍ଦିର ସୌନ୍ଦର୍ଯ୍ୟକାରଣ ପ୍ରସଙ୍ଗରେ ମଧ୍ୟ କମିଶନ ସୁପାରିଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story