କାମାକ୍ଷାନଗର: ଫସଲହାନି ଚିନ୍ତାରେ ହୃଦଘାତରେ ଚାଷୀଙ୍କ ମୃତ୍ୟୁ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଆଜି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ଜଣଙ୍କ ହେଲେ ବିଜାଡିହି ଗାଁର ଶରତ ମହାଭୋଇ। ଚାଷ ଲାଗି ଶରତ ଋଣ ସହ ଧାରଉଧାର କରିଥିଲେ। ମାତ୍ର ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ଉଜୁଡି ଯାଇଥିଲା। ଏହାକୁ ନେଇ ସେ ଚିନ୍ତାଗ୍ରସ୍ତ ରହୁଥିଲେ । ଋଣ ଓ ଧାରଉଧାର କେମିତି ପରିଶୋଧ କରିବେ ଚେହି ଚିନ୍ତାରେ ସବୁବେଳେ ଉଦାସ ରହୁଥିଲେ। ଏପରି ସ୍ଥିତିରେ ଆଜି ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। […]

chasi

chasi

Rakesh Mallick
  • Published: Saturday, 21 November 2015
  • Updated: 22 November 2015, 03:06 AM IST

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଆଜି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ଜଣଙ୍କ ହେଲେ ବିଜାଡିହି ଗାଁର ଶରତ ମହାଭୋଇ। ଚାଷ ଲାଗି ଶରତ ଋଣ ସହ ଧାରଉଧାର କରିଥିଲେ। ମାତ୍ର ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ଉଜୁଡି ଯାଇଥିଲା। ଏହାକୁ ନେଇ ସେ ଚିନ୍ତାଗ୍ରସ୍ତ ରହୁଥିଲେ । ଋଣ ଓ ଧାରଉଧାର କେମିତି ପରିଶୋଧ କରିବେ ଚେହି ଚିନ୍ତାରେ ସବୁବେଳେ ଉଦାସ ରହୁଥିଲେ। ଏପରି ସ୍ଥିତିରେ ଆଜି ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି।

ଗତବର୍ଷ ଭଲ ଚାଷ ହୋଇଥିଲେ ବି ହାତୀପଲ ଫସଲ ଉଜାଡି ଦେଇଥିଲେ। ଏପରିସ୍ଥିତିରେ ଚଳିତବର୍ଷ ଚାଷ କରି ଧାରଉଧାର ପରିଶୋଧ କରିବାକୁ ଚିନ୍ତା କରିଥିଲେ ଶତର। କେସିସି ବ୍ୟାଙ୍କ ଓ ହାତଉଧାରି କରି ୩ ଏକର ଜମିରେ ଚାଷ କରିଥିଲେ। ହେଲେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ଉଜୁଡି ଯାଇଥିଲା। ଏହି ଚିନ୍ତାରେ ଆଜି ସେ ଅସୁସ୍ଥ ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ଅଂଳାବେରେଣି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story