ଛାତ୍ରଛାତ୍ରୀ ଧାନ ରୋଇବା ଘଟଣାର ତଦନ୍ତ କଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହୁଲପାଳ ଗ୍ରାମର ରାମକୃଷ୍ଣ ଆଦର୍ଶ ଆଶ୍ରମ  ବିଦ୍ୟାଳୟର ଛାତ୍ରଛାତ୍ରୀ ଧାନ ରୋଇବା ଘଟଣାର ଆଜି  ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ ଓ ସିଡବ୍ଲ୍ୟୁସି ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରିଛନ୍ତି। ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କଠାରୁ  ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ଗତକାଲି କିଛି ଅଭିଭାବକ ଓ ଆଦିବାସୀ ନେତା ଶ୍ରମ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ। ଶ୍ରମ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ […]

student

student

Rakesh Mallick
  • Published: Saturday, 20 August 2016
  • Updated: 20 August 2016, 03:26 PM IST

Sports

Latest News

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହୁଲପାଳ ଗ୍ରାମର ରାମକୃଷ୍ଣ ଆଦର୍ଶ ଆଶ୍ରମ  ବିଦ୍ୟାଳୟର ଛାତ୍ରଛାତ୍ରୀ ଧାନ ରୋଇବା ଘଟଣାର ଆଜି  ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ ଓ ସିଡବ୍ଲ୍ୟୁସି ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରିଛନ୍ତି। ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କଠାରୁ  ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି।

ଗତକାଲି କିଛି ଅଭିଭାବକ ଓ ଆଦିବାସୀ ନେତା ଶ୍ରମ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ।

ଶ୍ରମ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗତକାଲି କହିଥିଲେ, “ଉପଜିଲ୍ଲାପାଳଙ୍କୁ ଏହି ଘଟଣାର ତଦନ୍ତ କରିବା ପାଇଁ ଆମେ କହିଛୁ। ତଦନ୍ତ ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

ଏହା ପୂର୍ବରୁ କାମାକ୍ଷାନଗର ବ୍ଲକ ଶିକ୍ଷା ଅଧିକାରୀ ଏହି ଘଟଣା ତଦନ୍ତ କରିଥିଲେ।

ଏହି ସ୍କୁଲରେ ଛାତ୍ରଛାତ୍ରୀମାନେ ପ୍ରତିଦିନ ପାଠ ପଢ଼ିବା ପାଇଁ ସ୍କୁଲ ଆସିଥାନ୍ତି। କିନ୍ତୁ ଅନ୍ୟ ସ୍କୁଲର ପିଲାଙ୍କ ପରି ପାଠ ନ ପଢି ସେମାନେ ବହିପତ୍ର ରଖିଦେଇ ସ୍କୁଲ ନିକଟରେ ଥିବା କ୍ଷେତକୁ ଧାନ ରୋଇବାକୁ ଯାଇଥାନ୍ତି। ଧାନ ନ ରୋଇଲେ ଶିକ୍ଷକଙ୍କ ଠାରୁ ମାଡ଼ ଖାଇବାକୁ ପଡ଼ିଥାଏ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଥିଲେ। ସବୁବେଳେ ଏଭଳି ତାଙ୍କୁ କାମ କରିବାକୁ ପଡୁଛି ନ ହେଲେ ମାଡ଼ ମରାଯାଉଛି ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story