ରକ୍ତ ସମସ୍ୟା, ବିଳମ୍ବ ହେବ ଜଗା-କାଳିଆଙ୍କ ଦ୍ୱିତୀୟ ଅପରେସନ୍‌

ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଏବେ ସୁସ୍ଥ ଅଛନ୍ତି। ସେମାନଙ୍କ ଶରୀରରେ ରକ୍ତାଭାବ ଦେଖା ଦେଉଥିବାରୁ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ବିଳମ୍ବ ହୋଇପାରେ। ଦିଲ୍ଲୀ ଏମସ ନ୍ୟୁରୋ ସାଇନ୍ସ ବିଭାଗ ମୁଖ୍ୟ ଅଶୋକ ମହାପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଜଗାକାଳିଙ୍କୁ ଏବେ ନିୟମିତ ବ୍ୟବଧାନରେ ରକ୍ତ ଦିଆଯାଉଛି। ତେଣୁ ଏବେ ପୂର୍ବ ନିର୍ଦ୍ଧାରିତ ସମୟରେ ଦ୍ୱିତୀୟ ଅପରେସନ୍ ହୋଇନପାରେ।” ଦିଲ୍ଲୀ ଏମ୍ସରେ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ପ୍ରଥମେ ପର୍ଯ୍ୟାୟ […]

Rakesh Mallick
  • Published: Wednesday, 20 September 2017
  • Updated: 20 September 2017, 02:19 PM IST

Sports

Latest News

ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଏବେ ସୁସ୍ଥ ଅଛନ୍ତି। ସେମାନଙ୍କ ଶରୀରରେ ରକ୍ତାଭାବ ଦେଖା ଦେଉଥିବାରୁ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ବିଳମ୍ବ ହୋଇପାରେ। ଦିଲ୍ଲୀ ଏମସ ନ୍ୟୁରୋ ସାଇନ୍ସ ବିଭାଗ ମୁଖ୍ୟ ଅଶୋକ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଜଗାକାଳିଙ୍କୁ ଏବେ ନିୟମିତ ବ୍ୟବଧାନରେ ରକ୍ତ ଦିଆଯାଉଛି। ତେଣୁ ଏବେ ପୂର୍ବ ନିର୍ଦ୍ଧାରିତ ସମୟରେ ଦ୍ୱିତୀୟ ଅପରେସନ୍ ହୋଇନପାରେ।”

ଦିଲ୍ଲୀ ଏମ୍ସରେ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ପ୍ରଥମେ ପର୍ଯ୍ୟାୟ ଅପରେସନ୍‌ ସରିଛି।

କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହା ଦେଖି ତୁରନ୍ତ ସହାୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ଏହି ଆଶା ନେଇ ଗତ ଜୁଲାଇ ୧୩ ତାରିଖରେ ଦିଲ୍ଲୀର ଏମ୍ସକୁ ଉଭୟଙ୍କୁ ପଠାଯାଇଥିଲା। ଏପରିକି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ଚିକିତ୍ସା ଲାଗି ୧ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ଏମ୍ସକୁ ଯାଇ ଜଗା-କାଳିଆଙ୍କୁ ଭେଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story