କନ୍ଧମାଳ ଗୁଳିମାଡ଼: ଏସ୍‌ଆଇଟି ଟିମ୍‌ର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଗୁମୁଡୁମାହାରେ ପୋଲିସ୍‌ ଗୁଳିରେ ୫ ଜଣ ଆଦିବାସୀଙ୍କ ମୃତ୍ୟୁ ଘଟଣାର ଅନୁଧ୍ୟାନ କରୁଥିବା ଏସ୍‌ଆଇଟି ଟିମ୍‌ ଆଜି ପୁଣି ଥରେ ତଦନ୍ତ ଆରମ୍ଭ କରିଛି। ଏଚ୍‌ଆର୍‌ପିସି ଏସ୍‌ପି ଗୁରୁଦାସ କୁଣ୍ଡୁଙ୍କ ନେତୃତ୍ୱରେ ଯାଇଥିବା ଏହି ଟିମ୍‌ ଗୁଳିକାଣ୍ଡର ତଦନ୍ତ କରୁଛି। ଏହି ଟିମ୍‌ରେ ୩ ଜଣିଆ ସଦସ୍ୟ ଅଛନ୍ତି। ଏସ୍‌ପି ଗୁରୁଦାସ କୁଣ୍ଡୁ କହିଛନ୍ତି, “ପ୍ରଥମ ପର୍ଯ୍ୟାୟରେ ଆମେ ଗତ ୧୭ରୁ ୨୭ ତାରିଖ ପର୍ଯ୍ୟନ୍ତ ତଦନ୍ତ କରିଥିଲୁ। ଗତକାଲିଠାରୁ ଏକ ୩ […]

kandhmala

kandhmala

Rakesh Mallick
  • Published: Monday, 01 August 2016
  • Updated: 01 August 2016, 04:18 PM IST

Sports

Latest News

କନ୍ଧମାଳ: କନ୍ଧମାଳ ଜିଲ୍ଲା ଗୁମୁଡୁମାହାରେ ପୋଲିସ୍‌ ଗୁଳିରେ ୫ ଜଣ ଆଦିବାସୀଙ୍କ ମୃତ୍ୟୁ ଘଟଣାର ଅନୁଧ୍ୟାନ କରୁଥିବା ଏସ୍‌ଆଇଟି ଟିମ୍‌ ଆଜି ପୁଣି ଥରେ ତଦନ୍ତ ଆରମ୍ଭ କରିଛି। ଏଚ୍‌ଆର୍‌ପିସି ଏସ୍‌ପି ଗୁରୁଦାସ କୁଣ୍ଡୁଙ୍କ ନେତୃତ୍ୱରେ ଯାଇଥିବା ଏହି ଟିମ୍‌ ଗୁଳିକାଣ୍ଡର ତଦନ୍ତ କରୁଛି। ଏହି ଟିମ୍‌ରେ ୩ ଜଣିଆ ସଦସ୍ୟ ଅଛନ୍ତି।

ଏସ୍‌ପି ଗୁରୁଦାସ କୁଣ୍ଡୁ କହିଛନ୍ତି, “ପ୍ରଥମ ପର୍ଯ୍ୟାୟରେ ଆମେ ଗତ ୧୭ରୁ ୨୭ ତାରିଖ ପର୍ଯ୍ୟନ୍ତ ତଦନ୍ତ କରିଥିଲୁ। ଗତକାଲିଠାରୁ ଏକ ୩ ଜଣିଆ ଟିମ୍ କନ୍ଧମାଳ ଆସିଛି। ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ କରିଛୁ। ଫୁଲବାଣୀ, ବାଲିଗୁଡ଼ା ଓ ବିଭିନ୍ନ ସ୍ଥାନରେ ଅନୁଧ୍ୟାନ କରୁଛୁ। ଗୁଳିକାଣ୍ଡ କିପରି ଘଟିଲା ତା’ର ତଦନ୍ତ ଚାଲିଛି।”

ରିପୋର୍ଟ ଆସିବା ପରେ ତଦନ୍ତର ଦିଗ ନିର୍ଦ୍ଧାରଣ କରାଯିବ ବୋଲି ଏସ୍‌ଆଇଟି ମୁଖ୍ୟ ଏସ୍‌ପି ଗୁରୁଦାସ କୁଣ୍ଡୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ଗୁମୁଡୁମାହାରୁ ତା’ର ପ୍ରାଥମିକ ତଦନ୍ତ ଶେଷ କରିବା ସହ ଜବତ ସାମଗ୍ରୀକୁ ଫରେନସିକ୍ ଲାବ୍‌କୁ ଟେଷ୍ଟ ପାଇଁ ପଠାଇଥିଲା। ଗତ ୨୨ ତାରିଖରେ ଏସ୍‌ଆଇଟି ବାଲିଗୁଡ଼ା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଘଟଣାସ୍ଥଳରୁ ଜବତ ହୋଇଥିବା ଏସ୍‌ଓଜି ଯବାନଙ୍କ ଠାରୁ ୧୫ଟି ବନ୍ଧୁକ, ଖୋକା ଓ ମୃତକଙ୍କ ପୋଷାକପତ୍ର ଦାଖଲ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story