କନ୍ଧମାଳ ଘଟଣା: ଗୁମୁଡୁମାହରେ ଏସ୍‌ଆଇଟି ଟିମ୍‌

କନ୍ଧମାଳ: କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣ ନୀରିହ ଲୋକଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଆଜି ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌- ଏସ୍‌ଆଇଟି ଆଜି ଗୁମୁଡୁମାହ ଯାଇଛନ୍ତି। ଏହି ଟିମ୍‌  ଗୁମୁଡୁମାହରେ  ପହଞ୍ଚି ଆହତ ଓ ମୃତକଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛି। ଗତକାଲି ଏଚ୍‌ଆର୍‌ପିସି ଏଡିଜି ମହେନ୍ଦ୍ର ପ୍ରତାପଙ୍କ ନେତୃତ୍ୱରେ  ଯାଇଥିବା ଏହି ଟିମ୍‌ ବାଲିଗୁଡ଼ା ଯାଇ ଗୁଳିକାଣ୍ଡ ଘଟଣାର ଅନୁଧ୍ୟାନ କରିଥିଲା।  ତା’ସହ ପିଡବ୍ଲୁଡି ଆଇବିରେ ବାଲିଗୁଡ଼ା ଆଇଆଇସି, ଏସ୍‌ଓଜି ଓ କନ୍ଧମାଳ […]

sit

sit

Rakesh Mallick
  • Published: Tuesday, 19 July 2016
  • Updated: 19 July 2016, 11:36 AM IST

Sports

Latest News

sitକନ୍ଧମାଳ: କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣ ନୀରିହ ଲୋକଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଆଜି ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌- ଏସ୍‌ଆଇଟି ଆଜି ଗୁମୁଡୁମାହ ଯାଇଛନ୍ତି। ଏହି ଟିମ୍‌  ଗୁମୁଡୁମାହରେ  ପହଞ୍ଚି ଆହତ ଓ ମୃତକଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛି।

ଗତକାଲି ଏଚ୍‌ଆର୍‌ପିସି ଏଡିଜି ମହେନ୍ଦ୍ର ପ୍ରତାପଙ୍କ ନେତୃତ୍ୱରେ  ଯାଇଥିବା ଏହି ଟିମ୍‌ ବାଲିଗୁଡ଼ା ଯାଇ ଗୁଳିକାଣ୍ଡ ଘଟଣାର ଅନୁଧ୍ୟାନ କରିଥିଲା।  ତା’ସହ ପିଡବ୍ଲୁଡି ଆଇବିରେ ବାଲିଗୁଡ଼ା ଆଇଆଇସି, ଏସ୍‌ଓଜି ଓ କନ୍ଧମାଳ ଏସ୍‌ପି ପିନାକ ମିଶ୍ରଙ୍କ ସହ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story