କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଭାଙ୍ଗିବା ନେଇ ତୀବ୍ର ନିନ୍ଦା କଲେ ଧର୍ମେନ୍ଦ୍ର ଓ ରାମକ୍ରିପାଲ

ଭୁବନେଶ୍ୱର: କଟକରେ ହେବାକୁ ଥିବା ବିଜେପିର ବିକାଶ ଉତ୍ସବରେ ଯୋଗ ଦେବାକୁ ଆଜି ସକାଳେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପରିମଳ ମନ୍ତ୍ରୀ ରାମକ୍ରିପାଲ ଯାଦବ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି। ଓଡ଼ିଶାରେ ଆସି ପହଞ୍ଚିବା ପରେ ଦୁଇ କେନ୍ଦ୍ରମନ୍ତ୍ରୀ  ସନ୍ତୋଷ ଗଙ୍ଗୱାରଙ୍କ ଗାଡ଼ି ଭାଙ୍ଗିବା ଘଟଣା ନେଇ ତୀବ୍ର ନିନ୍ଦା ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ କହିଛନ୍ତି,“ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଭାଙ୍ଗିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଠାରେ ଯାହା ଘଟିଲା ଏମିତି ଘଟଣା ମୁଁ କେଉଁଠି […]

minister

minister

Rakesh Mallick
  • Published: Sunday, 26 June 2016
  • Updated: 26 June 2016, 12:44 PM IST

Sports

Latest News

ramଭୁବନେଶ୍ୱର: କଟକରେ ହେବାକୁ ଥିବା ବିଜେପିର ବିକାଶ ଉତ୍ସବରେ ଯୋଗ ଦେବାକୁ ଆଜି ସକାଳେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପରିମଳ ମନ୍ତ୍ରୀ ରାମକ୍ରିପାଲ ଯାଦବ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି। ଓଡ଼ିଶାରେ ଆସି ପହଞ୍ଚିବା ପରେ ଦୁଇ କେନ୍ଦ୍ରମନ୍ତ୍ରୀ  ସନ୍ତୋଷ ଗଙ୍ଗୱାରଙ୍କ ଗାଡ଼ି ଭାଙ୍ଗିବା ଘଟଣା ନେଇ ତୀବ୍ର ନିନ୍ଦା ରଖିଛନ୍ତି।

କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ କହିଛନ୍ତି,“ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଭାଙ୍ଗିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଠାରେ ଯାହା ଘଟିଲା ଏମିତି ଘଟଣା ମୁଁ କେଉଁଠି ଦେଖି ନଥିଲି। ଏହି ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଚିନ୍ତା ପ୍ରକାଶ କରିଛନ୍ତି। ଏହି ଘଟଣାକୁ ମୁଁ ତୀବ୍ର ନିନ୍ଦା କରୁଛି।”

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“ଶାସକ ଦଳର ବନ୍ଧୁମାନେ ଅପ୍ରଜାତନ୍ତ୍ରିକ ମାଧ୍ୟମକୁ ଚାଲି ଯାଇଛନ୍ତି । ଓଡ଼ିଶାବାସୀ ସଦାବେଳେ ପ୍ରଜାତନ୍ତ୍ରିକ ପ୍ରକ୍ରିୟାରେ ବିଶ୍ୱାସ ରଖିଛନ୍ତି। ଚପଲ, ଲାଠି, ପଥର ଓ ଅଭଦ୍ର ଭାଷା ପ୍ରୟୋଗ ଏହା ପ୍ରଜାତନ୍ତ୍ରିକ ପ୍ରକ୍ରିୟା ନୁହେଁ। ଯାହାର ପାଦ ତଳୁ ମାଟି ଧୀରେ ଧୀରେ ଖସିବା ଆରମ୍ଭ କରେ ସେମାନେ ଏହି ପ୍ରକାର ଏକଛତ୍ରବାଦୀ ମନୋବୃତ୍ତିକୁ ଚାଲି ଯାଆନ୍ତି। ଭଗବାନ ସେମାନଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ।”

ଆଜି ଅପରାହ୍ନରେ ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକର କଟକରେ ହେବାକୁ ଥିବା ବିକାଶ ଉତ୍ସବରେ ଯୋଗ ଦେବା ପାଇଁ ଓଡ଼ିଶା ଆସୁଛନ୍ତି। ଏହାର୍ପୂବରୁ ପାରିକର୍ ଭୁବନେଶ୍ୱରରେ ପୂର୍ବତନ ସେନା ଅଧିକାରୀ ଓ ପ୍ରତିରକ୍ଷା ସଂସ୍ଥାର ପ୍ରତିନିଧିଙ୍କୁ ଭେଟି ଆଲୋଚନା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story