କେନ୍ଦୁଝର: ସ୍ଥାନାନ୍ତର ହେବ ନାହିଁ ବେଲବାହାଳି ସେତୁ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ବିବାଦୀୟ ବେଲବାହାଳି ସେତୁ ନିର୍ଦ୍ଧାରିତ ସ୍ଥାନରେ କରିବା ପାଇଁ ଏନ୍‌ଏଚ୍‌ଏଆଇ ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଏଥିପାଇଁ ନିର୍ମାଣକାରୀ ଠିକା ସଂସ୍ଥାକୁ ଆବଶ୍ୟକ ପୋଲିସ୍ ସୁରକ୍ଷା ଯୋଗାଇ ଦେବାକୁ ଚିଠିରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ଅନୁରୋଧ କରାଯାଇଛି। ସେତୁର ସ୍ଥାନ ପରିବର୍ତ୍ତନ ଦାବିରେ ପ୍ରାୟ ଏକବର୍ଷ ଧରି ବେଲବାହାଳିବାସୀ ଆନ୍ଦୋଳନ ଜାରି ରଖିଛନ୍ତି। ଗତବର୍ଷ ଜୁଲାଇ ୭ ତାରିଖରେ ସେତୁ ସ୍ଥାନ ପରିବର୍ତ୍ତନ ଦାବିରେ ବେଲବାହାଳି ଠାରେ ପୋଲିସ୍‌ ଓ ଜନତା ମୁହାଁମୁହିଁ […]

bridge

bridge

Rakesh Mallick
  • Published: Sunday, 19 June 2016
  • Updated: 19 June 2016, 03:08 PM IST

Sports

Latest News

setuଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ବିବାଦୀୟ ବେଲବାହାଳି ସେତୁ ନିର୍ଦ୍ଧାରିତ ସ୍ଥାନରେ କରିବା ପାଇଁ ଏନ୍‌ଏଚ୍‌ଏଆଇ ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଏଥିପାଇଁ ନିର୍ମାଣକାରୀ ଠିକା ସଂସ୍ଥାକୁ ଆବଶ୍ୟକ ପୋଲିସ୍ ସୁରକ୍ଷା ଯୋଗାଇ ଦେବାକୁ ଚିଠିରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ଅନୁରୋଧ କରାଯାଇଛି।

ସେତୁର ସ୍ଥାନ ପରିବର୍ତ୍ତନ ଦାବିରେ ପ୍ରାୟ ଏକବର୍ଷ ଧରି ବେଲବାହାଳିବାସୀ ଆନ୍ଦୋଳନ ଜାରି ରଖିଛନ୍ତି। ଗତବର୍ଷ ଜୁଲାଇ ୭ ତାରିଖରେ ସେତୁ ସ୍ଥାନ ପରିବର୍ତ୍ତନ ଦାବିରେ ବେଲବାହାଳି ଠାରେ ପୋଲିସ୍‌ ଓ ଜନତା ମୁହାଁମୁହିଁ ହୋଇଥିଲେ। ଏଥିରେ ଶହେରୁ ଅଧିକ ଗାଁ ଲୋକେ ଜେଲ୍ ଯାଇଥିଲେ। ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ କରିବା ସହ ଘଟଣାର କୈଫୟତ ତଲବ କରିଥିଲେ। ଗାଁ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ ପ୍ରାଧିକରଣ, ଆଇଆଇଟି ଖଡ଼ଗପୁରର ଏକ ବିଶେଷଞ୍ଚ ଦଳ ଏବଂ ପୂର୍ବତନ ପୂର୍ତ୍ତ ସଚିବ ଜିସି ମିତ୍ରଙ୍କୁ ସେତୁର ସ୍ଥାନ ଓ ଡିଜାଇନ୍‌ ସମ୍ପର୍କରେ ଯାଞ୍ଚ ପାଇଁ କୁହାଯାଇଥିଲା। ଏନ୍‌ଏଚ୍‌ଏଆଇ ସେତୁ ପାଇଁ ଧାର୍ଯ୍ୟ କରିଥିବା ସ୍ଥାନ ଉପଯୁକ୍ତ ବୋଲି ଏହି ବିଶେଷଜ୍ଞ ଦଳ ରିପୋର୍ଟରେ ଦର୍ଶାଇବା ସହ ପୂର୍ବ ଡିଜାଇନ୍‌କୁ ମଧ୍ୟ ଅନୁମୋଦନ କରିଛନ୍ତି।

ଏହାକୁ ନେଇ ବେଲବାହାଳିବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏହି ପ୍ରକଳ୍ପକୁ ସହଯୋଗ କରିବା ପାଇଁ ବୁଦ୍ଧିଜୀବୀମାନେ ଆହ୍ୱାନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story