କେମିତି ଦୂର କରିବେ ଆଖି ତଳ ଦାଗ: ଜାଣନ୍ତୁ କିଛି ଘରୋଇ ଟିପ୍ସ

ମନୁଷ୍ୟର ମୁହଁକୁ ସୁନ୍ଦର ଓ ଆକର୍ଷଣୀୟ କରେ ଆଖି। ହେଲେ ଆଖି ତଳେ ଯଦି କଳା ଦାଗ ରୁହେ, ତେବେ ଏହା ମୁଖମଣ୍ଡଳର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ଅନୁଚିତ ଖାଦ୍ୟାଭ୍ୟାସ, ନିଦ ନ ହେବା ଓ ମାନସିକ ଚାପ ଯୋଗୁଁ  ଆଖି ତଳ କଳା ପଡ଼ିଯାଏ। ତେବେ ଆଜି ଆମେ ଆପଣଙ୍କୁ ବତାଇବୁ କେମିତି ଘରୋଇ ଉପାୟରେ ଏହି ସମସ୍ୟାରୁ ମୁକ୍ତି ପାଇବେ। ୧. ଟମାଟୋ- ଟମାଟୋ ରସରେ ଲେମ୍ବୁ ରସ, ଅଳ୍ପ ବେସନ ଓ ହଳଦି […]

eye

eye

Rakesh Mallick
  • Published: Wednesday, 30 May 2018
  • Updated: 30 May 2018, 11:00 AM IST

ମନୁଷ୍ୟର ମୁହଁକୁ ସୁନ୍ଦର ଓ ଆକର୍ଷଣୀୟ କରେ ଆଖି। ହେଲେ ଆଖି ତଳେ ଯଦି କଳା ଦାଗ ରୁହେ, ତେବେ ଏହା ମୁଖମଣ୍ଡଳର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ଅନୁଚିତ ଖାଦ୍ୟାଭ୍ୟାସ, ନିଦ ନ ହେବା ଓ ମାନସିକ ଚାପ ଯୋଗୁଁ  ଆଖି ତଳ କଳା ପଡ଼ିଯାଏ। ତେବେ ଆଜି ଆମେ ଆପଣଙ୍କୁ ବତାଇବୁ କେମିତି ଘରୋଇ ଉପାୟରେ ଏହି ସମସ୍ୟାରୁ ମୁକ୍ତି ପାଇବେ।

tomato୧. ଟମାଟୋ- ଟମାଟୋ ରସରେ ଲେମ୍ବୁ ରସ, ଅଳ୍ପ ବେସନ ଓ ହଳଦି ମିଶାଇ ଆଖିରେ ଲଗାନ୍ତୁ। ୨୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହରେ ୩ ଥର ଏପରି କରନ୍ତୁ ଧୀରେ ଧୀରେ କଳା ଦାଗ ଦୂର ହୋଇଯିବ।

potatoslices୨. ଆଳୁ- ରାତିରେ ଶୋଇବା ପୂର୍ବରୁ ଭଲ ଭାବେ ମୁହଁ ଧୋଇ ଦିଅନ୍ତୁ। ଏହା ପରେ ଆଳୁକୁ ପତଳା ପତଳା କରି କାଟି ତାକୁ ଆଖି ଉପରେ ଲଗାନ୍ତୁ। ୨୦ ରୁ ୨୫ ମିନିଟ୍‌ ପରେ ମୁହଁ ଧୋଇ ଦିଅନ୍ତୁ। ଏହି ଉପାୟ ବହୁତ ଭଲ କାମ ଦିଏ। ଆପଣ ଏହାକୁ ବ୍ୟବହାର କରି ଦେଖନ୍ତୁ, ଆପଣଙ୍କ ଆଖିତଳୁ କଳା ଦାଗ ବହୁତ ଶୀଘ୍ର ଦୂର ହୋଇଯିବ।

୩. ଗୋଲାପ ଜଳ- ଅଳ୍ପ ଗୋଲାପ ଜଳରେ ତୁଳାକୁ ଭିଜାଇ ଆଖି ଉପରେ ରଖନ୍ତୁ। ଏହା କେବଳ ୧୦ ମିନିଟ୍‌ ପାଇଁ କରନ୍ତୁ। ଦେଖିବେ ଆଖିର ଆଖପାଖ ଅଂଶ କିପରି ଚମକ ଫେରିଆସିବ।

badamoil୪. ବାଦାମ ତେଲ- ଆଖିତଳୁ କଳା ଦାଗ ଦୂର କରିବାରେ ବାଦାମ ତେଲ ଭଲ କାମ ଦେଇଥାଏ। ବାଦାମ ତେଲକୁ ଆଖି ତଳେ ଲଗାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ। ପରେ ଏହାକୁ ୧୦ ମିନିଟ୍‌ ଯାଏଁ ହଲକା ଭାବେ ମାଲିସ୍‌ କରନ୍ତୁ।

TEAWATER୫. ଚାହା ପାଣି- କିଛି ଚାହାପତିକୁ ପାଣିରେ ଫୁଟାଇ ଏହାକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ଥଣ୍ଡା ହୋଇଗଲେ ଏକ ତୁଳା ସାହାଯ୍ୟରେ କଳା ପଡ଼ିଥିବା ସ୍ଥାନରେ ଲଗାନ୍ତୁ। କିଛି ସମୟ ପରେ ମୁହଁ  ଧୋଇ ଦିଅନ୍ତୁ। ମାତ୍ର କେଇ ଦିନରେ ଆପଣ ଫରକ ଦେଖିପାରିବେ।

୬. ବାଦାମ ତେଲ ଓ ଲେମ୍ବୁ- ବାଦାମ ତେଲରେ ଲେମ୍ବୁରସ ମିଶାଇ ରାତିରେ ଶୋଇବା ପୂର୍ବରୁ ଲଗାଇ ଦିଅନ୍ତୁ। ଏହାକୁ ରାତି ସାରା ସେମିତି ରହିବାକୁ ଦିଅନ୍ତୁ। ସକାଳେ ଉଠି ଅଳ୍ପ ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏଭଳି ପ୍ରତିଦିନ କଲେ ଭଲ ଫାଇଦା ମିଳିଥାଏ।

orange୭. କମଳା- କମଳାରେ ଭିଟାମିନ୍‌-ସି ଭରପୂର ଥାଏ। ତେଣୁ ଏହା ଚେହେରା ପାଇଁ ଅନେକ ଭଲ। କମଳା ରସରେ କିଛି ବୁନ୍ଦା ଗ୍ଲିସେରିନ୍‌ ମିଶାଇ ଏହାକୁ ପ୍ରତିଦିନ ଆଖି ତଳେ ଲଗାନ୍ତୁ। ବହୁତ ଶୀଘ୍ର ଆଖି ତଳ ସଫା ଦେଖାଯିବ।

oliveoil୮. ଅଲିଭ୍ ଅଏଲ- ଅଲିଭ୍‌ ଅଏଲ୍ ଥଣ୍ଡା ଦିନରେ ହେଉଥିବା ଅନେକ ରୋଗ ଭଲ କରି ଦିଏ। ଆଖି ତଳୁ କଳା ଦାଗ ଦୂର କରିବା ପାଇଁ ଏହି ତେଲକୁ ପ୍ରତିଦିନ କଳା ପଡ଼ିଥିବା ଜାଗାରେ ଲଗାଇ ହାଲକା ମାଲିସ୍‌ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story