ଜାଣନ୍ତୁ କେଉଁ ଗାଈର କ୍ଷୀର ବ୍ୟବହାର କରିବେ ନାହିଁ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ହିନ୍ଦୁ ଧର୍ମରେ ଗାଈକୁ ଗୋମାତା ଭାବେ ପୂଜା କରାଯାଏ। ଶାସ୍ତ୍ରରେ ଗାଈର ମହତ୍ତ୍ୱ ଅନେକ। ଗାଈ କ୍ଷୀରକୁ ପୂଜା ସମୟରେ ବ୍ୟବହାର କରାଯାଏ। ଗାଈ କ୍ଷୀର ଆମ ଶରୀର ପାଇଁ ମଧ୍ୟ ବେଶ୍ ଉପକାରୀ। ଏହା ଆମ ସ୍ୱାସ୍ଥ୍ୟ ପାଇଁ ଅମୃତ ସମାନ। ଗାଈ କ୍ଷୀର ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହା ଶରୀରରେ ଔଷଧ ପରି କାମ କରେ। କିନ୍ତୁ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଗାଈ କ୍ଷୀର ପିଇବା ପୂର୍ବରୁ ଟିକେ ସତର୍କ ରୁହନ୍ତୁ। ଯେକୌଣସି ଗାଈର କ୍ଷୀରକୁ ଆପଣ ପିଇ ପାରିବେନାହିଁ। ଯେଉଁ ଗାଈର ସନ୍ତାନ ଅର୍ଥାତ ଜନ୍ମ ଦେବା ପରେ ବାଛୁରୀ ମରିଯାଇଥାଏ ତାର କ୍ଷୀରକୁ ଛୋଟ ପିଲାକୁ ପିଆନ୍ତୁ ନାହିଁ। ସେହି ଗାଈ କ୍ଷୀରରେ ଠାକୁର ପୂଜା କରନ୍ତୁ ନାହିଁ । ଏହା ଦ୍ୱାରା ଅମଙ୍ଗଳ ହୋଇଥାଏ।</p>

Ordigital Desk
  • Published: Friday, 24 November 2017
  • Updated: 24 November 2017, 12:24 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ହିନ୍ଦୁ ଧର୍ମରେ ଗାଈକୁ ଗୋମାତା ଭାବେ ପୂଜା କରାଯାଏ। ଶାସ୍ତ୍ରରେ ଗାଈର ମହତ୍ତ୍ୱ ଅନେକ। ଗାଈ କ୍ଷୀରକୁ ପୂଜା ସମୟରେ ବ୍ୟବହାର କରାଯାଏ। ଗାଈ କ୍ଷୀର ଆମ ଶରୀର ପାଇଁ ମଧ୍ୟ ବେଶ୍ ଉପକାରୀ। ଏହା ଆମ ସ୍ୱାସ୍ଥ୍ୟ ପାଇଁ ଅମୃତ ସମାନ। ଗାଈ କ୍ଷୀର ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହା ଶରୀରରେ ଔଷଧ ପରି କାମ କରେ। କିନ୍ତୁ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଗାଈ କ୍ଷୀର ପିଇବା ପୂର୍ବରୁ ଟିକେ ସତର୍କ ରୁହନ୍ତୁ। ଯେକୌଣସି ଗାଈର କ୍ଷୀରକୁ ଆପଣ ପିଇ ପାରିବେନାହିଁ। ଯେଉଁ ଗାଈର ସନ୍ତାନ ଅର୍ଥାତ ଜନ୍ମ ଦେବା ପରେ ବାଛୁରୀ ମରିଯାଇଥାଏ ତାର କ୍ଷୀରକୁ ଛୋଟ ପିଲାକୁ ପିଆନ୍ତୁ ନାହିଁ। ସେହି ଗାଈ କ୍ଷୀରରେ ଠାକୁର ପୂଜା କରନ୍ତୁ ନାହିଁ । ଏହା ଦ୍ୱାରା ଅମଙ୍ଗଳ ହୋଇଥାଏ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos