କୁନ୍ଦୁଲି ପୀଡିତାଙ୍କୁ ଦୁଷ୍କର୍ମ କରାଯିବାର ପ୍ରମାଣ ନାହିଁ: ଏଚଆରପିସି ଏଡ଼ିଜି

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୁନ୍ଦୁଲିରେ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଏଚ୍‌ଆରପିସିଙ୍କ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଡାକ୍ତରଙ୍କ ମତାମତ ଅନୁଯାୟୀ ସଂପୃକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରାଯିବାର କୌଣସି ପ୍ରମାଣ ନାହିଁ ବୋଲି ଏଚ୍‌ଆରପିସି ଏଡିଜି ମହେନ୍ଦ୍ର ପ୍ରତାପ ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ସେ କହିଛନ୍ତି,“ଘଟଣାର ତଦନ୍ତ କରି ଓଏଚ୍‌ଆରସିଙ୍କୁ ରିପୋର୍ଟ ଦେଇଛି।  ପୀଡ଼ିତାଙ୍କୁ ଚିକିତ୍ସା କରିଥିବା ସମସ୍ତ ଡାକ୍ତରଙ୍କ ମତାମତ ନେଇଥିଲି। କୁନ୍ଦୁଲି, କୋରାପୁଟ ଓ ଏମକେସିଜି ବିଶେଷଜ୍ଞଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲି।” ସେ ଆହୁରି […]

koraput-rape.13-4

koraput-rape.13-4

Rakesh Mallick
  • Published: Tuesday, 07 November 2017
  • Updated: 07 November 2017, 01:57 PM IST

Sports

Latest News

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୁନ୍ଦୁଲିରେ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଏଚ୍‌ଆରପିସିଙ୍କ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଡାକ୍ତରଙ୍କ ମତାମତ ଅନୁଯାୟୀ ସଂପୃକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରାଯିବାର କୌଣସି ପ୍ରମାଣ ନାହିଁ ବୋଲି ଏଚ୍‌ଆରପିସି ଏଡିଜି ମହେନ୍ଦ୍ର ପ୍ରତାପ ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି।

ସେ କହିଛନ୍ତି,“ଘଟଣାର ତଦନ୍ତ କରି ଓଏଚ୍‌ଆରସିଙ୍କୁ ରିପୋର୍ଟ ଦେଇଛି।  ପୀଡ଼ିତାଙ୍କୁ ଚିକିତ୍ସା କରିଥିବା ସମସ୍ତ ଡାକ୍ତରଙ୍କ ମତାମତ ନେଇଥିଲି। କୁନ୍ଦୁଲି, କୋରାପୁଟ ଓ ଏମକେସିଜି ବିଶେଷଜ୍ଞଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲି।”

ସେ ଆହୁରି କହିଛନ୍ତି,“ଡାକ୍ତରଙ୍କ ମତାମତ ଅନୁଯାୟୀ ଦୁଷ୍କର୍ମର କୌଣସି ପ୍ରମାଣ ନାହିଁ। ଡାକ୍ତରଙ୍କ ମତାମତକୁ ନେଇ ପ୍ରସ୍ତୁତ ଏ ସମ୍ପର୍କିତ ରିପୋର୍ଟ  କମିଶନଙ୍କୁ  ଦେଇଛି।”

ଗତ ୧୫ ତାରିଖରେ  ନବମ ଶ୍ରେଣୀ ଛାତ୍ରୀ ଜଣକ ସ୍କୁଲରୁ ଘରକୁ ଫେରୁଥିଲା ବେଳେ ନିଛାଟିଆ ରାସ୍ତାରେ ଯବାନଙ୍କ ପୋଷାକ ପିନ୍ଧିଥିବା ଅଭିଯୁକ୍ତମାନେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story