କୃମି ଔଷଧ ଖାଇ ୪ ଜିଲ୍ଲାରେ ୯୨ ଛାତ୍ରଛାତ୍ରୀ ଅସୁସ୍ଥ

ଭୁବନେଶ୍ୱର: ବୁଧବାର ଜାତୀୟ କୃମି ଦିବସ ପାଳନ କରାଯାଉଛି। ଏହି ଅବସରରେ ସବୁ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଆଲବେନଡାଜୋଲ ନାମକ କୃମି ମେଡିସିନ ଖାଇବାକୁ ଦିଆଯାଇଥିଲା। ଏହି ମେଡିସିନ ଖାଇ ସୁବର୍ଣ୍ଣପୁର, କଟକ, ଅନୁଗୋଳ ଓ ଖୋର୍ଦ୍ଧା ଜିଲ୍ଲାରେ ୯୨ ଛାତ୍ରଛାତ୍ରୀ ଅସୁସ୍ଥ ପଡିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଛେପାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ୨୭ଜଣ ଛାତ୍ରଛାତ୍ରୀଙ୍କୁ ଏହି ଔଷଧ ଖାଇବାକୁ ଦିଆଯାଇଥିଲା। ଔଷଧ ଖାଇବାର କିଛି ସମୟ ପରେ ୭ଜଣ ପିଲା ହଠାତ ଅସୁସ୍ଥ ହୋଇପଡିଥିଲେ। […]

kurmi

kurmi

Rakesh Mallick
  • Published: Wednesday, 10 February 2016
  • Updated: 10 February 2016, 12:46 PM IST

Sports

Latest News

ଭୁବନେଶ୍ୱର: ବୁଧବାର ଜାତୀୟ କୃମି ଦିବସ ପାଳନ କରାଯାଉଛି। ଏହି ଅବସରରେ ସବୁ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଆଲବେନଡାଜୋଲ ନାମକ କୃମି ମେଡିସିନ ଖାଇବାକୁ ଦିଆଯାଇଥିଲା। ଏହି ମେଡିସିନ ଖାଇ ସୁବର୍ଣ୍ଣପୁର, କଟକ, ଅନୁଗୋଳ ଓ ଖୋର୍ଦ୍ଧା ଜିଲ୍ଲାରେ ୯୨ ଛାତ୍ରଛାତ୍ରୀ ଅସୁସ୍ଥ ପଡିଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଛେପାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ୨୭ଜଣ ଛାତ୍ରଛାତ୍ରୀଙ୍କୁ ଏହି ଔଷଧ ଖାଇବାକୁ ଦିଆଯାଇଥିଲା। ଔଷଧ ଖାଇବାର କିଛି ସମୟ ପରେ ୭ଜଣ ପିଲା ହଠାତ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କ ମୁଣ୍ଡ ବୁଲାବା ସହ ବାନ୍ତି ହୋଇଥିଲା। ଏ ନେଇ ଅବିଭାବକ ଓ ନାଇକେନପାଲୀ ଡାକ୍ତରଖାନାକୁ ଖବର ଦିଆଯାଇଥିଲା। ଏକ ଡାକ୍ତରୀ ଟିମ ବିଦ୍ୟାଳୟରେ ପହଞ୍ଚି ଅସୁସ୍ଥ ପିଲାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏବେ ସେମାନେ ସୁସ୍ଥ ଥିବା ଜଣାପଡିଛି।

ସେହିପରି କଟକ ଜିଲ୍ଲା ନରସିଂହପୁର ବନ୍ଧହୁଡା ସ୍କୁଲର ୩୦ ଛାତ୍ରଛାତ୍ରୀ କୃମି ଔଷଧ ଖାଇ ଅସୁସ୍ଥ ହୋଇଥିବା ଜଣାପଡିଛି। ଅନୁଗୋଳ ଜିଲ୍ଲାରେ ମଧ୍ୟ ୪୦ ଜଣ ପିଲା ଅସୁସ୍ଥ ହୋଇଛନ୍ତି। ଅନୁଗୋଳ ଜିଲ୍ଲାର ବ୍ରାହ୍ମଣୀବିଲ ୟୁପି ସ୍କୁଲର ପିଲାମାନେ ଅସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକରେ ୧୫ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଜଟଣୀ ବ୍ଲକର ବୁଢାପଡ଼ା ଓ ଖୁଦୁପୁର ୟୁପି ସ୍କୁଲରେ ଏହି ପିଲାମାନେ ଅସୁସ୍ଥ ହୋଇଛନ୍ତି।

ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଡେପୁଟୀ ଡାଇରେକ୍ଟର ବିଶ୍ୱରଞ୍ଜନ ପାଢୀ କହିଛନ୍ତି, ଏହା ବିପଦପୂର୍ଣ୍ଣ ନୁହେଁ। ୨ରୁ ୩ ଘଣ୍ଟା ମଧ୍ୟରେ ଠିକ ହୋଇଯିବେ। ବିଶେଷ କରି ଯେଉଁମାନଙ୍କ ଦେହରେ କୃମି ଥାଏ ସେମାନେ ଔଷଧ ଖାଇବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥାଏ। ଏଥିରେ ଭୟ କରିବାର କିଛି ନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story