ଭୁବନେଶ୍ୱର ବାସଭବନରେ ଲୁଲୁ ମହାପାତ୍ରଙ୍କ ମରଶରୀର

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ମରଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। “ଲୁଲୁ ଭାଇ ଅମର ରହେ” ଧ୍ୱନୀରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଥିଲା। ବିମାନ ବନ୍ଦରର ୬ ନମ୍ୱର ଗେଟ୍‌ ଦେଇ ଲୁଲୁଙ୍କ ମରଶରୀକୁ ବାହାରକୁ ଅଣାଯାଇ ଏକ ସ୍ୱତନ୍ତ୍ର ଗାଡ଼ିରେ ଏୟାରପୋର୍ଟ ଛକ, ଶିଶୁ ଭବନ ଓ ରାଜଭବନ ଛକ ଦେଇ ତାଙ୍କ ବାସଭବନକୁ ନିଆଯାଇଥିଲା। ଏହି ସମୟରେ […]

lulu-mohapatra

lulu-mohapatra

Rakesh Mallick
  • Published: Monday, 07 November 2016
  • Updated: 07 November 2016, 10:49 PM IST

Sports

Latest News

lulu-mohapatraଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ମରଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। “ଲୁଲୁ ଭାଇ ଅମର ରହେ” ଧ୍ୱନୀରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଥିଲା। ବିମାନ ବନ୍ଦରର ୬ ନମ୍ୱର ଗେଟ୍‌ ଦେଇ ଲୁଲୁଙ୍କ ମରଶରୀକୁ ବାହାରକୁ ଅଣାଯାଇ ଏକ ସ୍ୱତନ୍ତ୍ର ଗାଡ଼ିରେ ଏୟାରପୋର୍ଟ ଛକ, ଶିଶୁ ଭବନ ଓ ରାଜଭବନ ଛକ ଦେଇ ତାଙ୍କ ବାସଭବନକୁ ନିଆଯାଇଥିଲା। ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ସମର୍ଥକ ତାଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ।

ଆସନ୍ତାକାଲି ତାଙ୍କ ମରଶରୀରକୁ କଂଗ୍ରେସ ଭବନକୁ ନିଆଯିବ। ସେଠାରୁ ଏକ ବିରାଟ ପଟୁଆରରେ ବିଧାନସଭା ପରିସରକୁ ନିଆଯାଇ ଶ୍ରଦ୍ଧାଞ୍ଜଳି ଦିଆଯିବ। ପରେ ତାଙ୍କ ପାର୍ଥିବ ଶରୀରକୁ ପୁରୀ ଜିଲ୍ଲା ବ୍ରହ୍ମଗିରିର ତାଙ୍କର ପୈତୃକ ଗାଁ ଗଡ଼ରୋଡଙ୍ଗକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ।

ଲୁଲୁ ମହାପାତ୍ରଙ୍କ ଦେହାନ୍ତରେ ପ୍ରଦେଶ କଂଗ୍ରେସ ପକ୍ଷରୁ ୩ ଦିନିଆ ଶୋକ ପାଳନ କରାଯିବ। ଏ ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସୂଚନା ଦେଇଛନ୍ତି।

ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଥିଲେ ବୀର ବକ୍ସି ଜଗବନ୍ଧୁଙ୍କ ଦାୟଦ। ତାଙ୍କର ଜୀବନ ଥିଲା ଠିକ୍‌ ଗୋଟିଏ ସଂଗ୍ରାମୀର ଜୀବନ ପରି। ଦଳ ପାଇଁ ବିନା ସାଲିସ୍‌ରେ ସେ ସଂଗ୍ରାମ କରୁଥିଲେ। କଲେଜ ଜୀବନରୁ ଲୁଲୁ ଆରମ୍ଭ କରିଥିଲେ ରାଜନୀତି। ତାଙ୍କର ପ୍ରଚଣ୍ଡ ସାଙ୍ଗଠନିକ ଦକ୍ଷତା ଯୋଗୁଁ ୧୯୮୭ ମସିହାରେ ସେ ଛାତ୍ର କଂଗ୍ରେସ ସଭାପତି ହୋଇଥିଲେ। ଏହାଛଡ଼ା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅତି ଘନିଷ୍ଠ ସହଯୋଗୀ ଭାବେ ସେ ପରିଚିତ ଥିଲେ।

୧୯୯୫ ମସିହାରେ କଂଗ୍ରେସ କ୍ଷମତାକୁ ଆସିବାରେ ଲୁଲୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ୧୯୯୫ ମସିହାରେ ପ୍ରଥମ ଥର ପାଇଁ ବ୍ରହ୍ମଗିରି ଆସନରୁ ୩୨ ବର୍ଷ ବୟସରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତା’ପରେ ୨୦୦୦ ଓ ୨୦୦୪ରେ କ୍ରମାଗତ ଭାବେ ବିଧାୟକ ଭାବେ ନିର୍ବାଚିତ ହେବା ସହିତ ଯୁବ କଂଗ୍ରେସ ସଭାପତି ହୋଇଥିଲେ। ତାଙ୍କର ଗୋଟିଏ ଆହ୍ୱାନରେ ଏକାଠି ହୋଇଯାଉଥିଲେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଯୁବ ଗୋଷ୍ଠୀ। ରାଜ୍ୟ କଂଗ୍ରେସ୍ ଉପସଭାପତି ସହ ସେ କାର୍ଯ୍ୟକାରୀ ସଭାପତି ଭାବେ କାମ କରିଥିଲେ। ସେ ଅନେକ ଛାତ୍ର ନେତା ତିଆରି କରିଛନ୍ତି।

କଂଗ୍ରେସ ବିଧାୟକ ପ୍ରକାଶ ବେହେରା କହିଛନ୍ତି,“କେବଳ ରାଜନୈତିକ ଦୃଷ୍ଟିକୋଣରୁ ନୁହେଁ ଓଡ଼ିଶାବାସୀ ଓ ଛାତ୍ର ସମାଜ ପାଇଁ ସେ ଗୋଟିଏ ଆଇକନ୍‌ ଥିଲେ। ସେ ସବୁବେଳେ ଛାତ୍ର ସମାଜ ପାଇଁ ଚିନ୍ତା କରୁଥିଲେ।”

କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି କହିଛନ୍ତି,“ଲୁଲୁ ମହାପାତ୍ର ଜଣେ ସାହସିକ ବ୍ୟକ୍ତିତ୍ୱ ଥିଲେ। ଅନ୍ୟାୟ ବିରୋଧ ସ୍ୱରୋତ୍ତଳନ କରିବା ସହିତ କେବଳ ସତ କଥା ହିଁ କହୁଥିଲେ। ସେଥିପାଇଁ ତାଙ୍କୁ ଅନେକ ଭଲ ପାଉଥିବା ବେଳେ ଆଉ କିଛି ତାଙ୍କୁ ବିରୋଧ କରୁଥିଲା।”

ସିପିଆଇ ନେତା ରାମକୃଷ୍ଣ ପଣ୍ଡା କୁହନ୍ତି,“ଅନେକ ସମୟରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଛାତ୍ର ରାଜନୀତିରେ ପରସ୍ପରକୁ ସାମ୍ନା କରିଛୁ। କିନ୍ତୁ ବ୍ୟକ୍ତିଗତ ବନ୍ଧୁତା ପ୍ରଭାବିତ ହୋଇନି। ବ୍ୟକ୍ତିଗତ ଭାବେ ସେ ଜଣେ ସ୍ନେହୀ ମଣିଷ ଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story